-+91-9937148622 |

prerana_bgr@rediffmail.com |

  Saturday 1st August 2026 |

| | | |

R.N.I. Regd No. ODIODI/2010/46693

Breaking News

*ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ପୌର ପରିଷଦ ପକ୍ଷରୁ ସହରରେ ରେ ମଶା ବଂଶ ନିପାତ ପାଇଁ ବଳିଷ୍ଠ ପଦକ୍ଷେପ*   (01-Aug-2026)       ||      ଚାଷୀଙ୍କ କ୍ଷତିପୂରଣ ଦାବିକଲା ଲିବରେସନ୍ ସାମାଜିକ ଅନୁଷ୍ଠାନ   (01-Aug-2026)       ||      ଦୟାନନ୍ଦ ପବ୍ଲିକ ସ୍କୁଲର ଷ୍ଟାଫ ଡେ ଓ ନର୍ସରୀ ଟିଚର୍ସ୍ ଟ୍ରେନିଂ ଛାତ୍ରୀମାନଙ୍କ ସମାବର୍ତ୍ତନ ଉତ୍ସବ   (01-Aug-2026)       ||      ଏଡିଇଓ ରଞ୍ଜିତ ଘିବେଲାଙ୍କୁ ବିଦାୟକାଳୀନ ସମ୍ବଦ୍ଧନା    (01-Aug-2026)       ||      ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   (31-Jul-2026)       ||      ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   (31-Jul-2026)       ||      *ଗାନ୍ଧି ଷ୍ଟାଡିୟମ୍ ପାଇଁ ୨୫ କୋଟି ୭୫ ଲକ୍ଷ ଓ ଭୀମଭୋଇ ସମାଧିପୀଠ ଖଲିଆପାଲି ପାଇଁ ୩୪କୋଟି ଅର୍ଥ ମଞ୍ଜୁରୀ - ଜିଲ୍ଲାପାଳ ଙ୍କୁ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଶୁଭେଛା ସମ୍ୱର୍ଦ୍ଧନା ଜ୍ଞାପନ*-   (31-Jul-2026)       ||      ଅଧ୍ୟକ୍ଷ ହେମନ୍ତ କୁମାର ମୁଣ୍ଡଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା,,,,,,, .୩୫ ବର୍ଷ ୨ମାସର କାର୍ଯ୍ୟଧାରା .ନମ୍ରତା ଓ ସରଳତା ଥିଲା ମୂଳମନ୍ତ୍ର   (31-Jul-2026)       ||      ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକଙ୍କ ତିନି ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ   (31-Jul-2026)       ||      ଲୋୟର ସୁକତେଲ ଡ୍ୟାମ୍‌ ଅଞ୍ଚଳରେ ୧୬୩ ଧାରା ଲାଗୁ: ପ୍ରବେଶ, ଗାଧୋଇବା ଓ ସେଲଫି ନେବା ଉପରେ କଟକଣା   (31-Jul-2026)       ||      *ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୩୩ ତମ ଜନ୍ମ ଲଗ୍ନ ଘୋଷଣା ମହା ସମାରୋହରେ ପାଳିତ*   (31-Jul-2026)       ||      ସ୍ଥାୟୀ ବିଇଓ ଅଭାବରେ ଟିଟିଲାଗଡ ବିଇଓ କାର୍ଯ୍ୟାଳୟରେ ପ୍ରଶାସନିକ ଅବ୍ୟବସ୍ଥା ଅଭିଯୋଗ   (31-Jul-2026)       ||      ବରିଷ୍ଠ କଂଗ୍ରେସ ନେତାଙ୍କ ବନ୍ଯା ଅଞ୍ଚଳ ପରିଦର୍ଶନ   (31-Jul-2026)       ||      ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ   (31-Jul-2026)       ||      *ଭାରତ ବିକାଶ ପରିଷଦ, ସୋନପୁର ଶାଖା ପକ୍ଷରୁ ସିଡ୍ ବଲ୍ ନିକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ*-   (31-Jul-2026)       ||      ଆଗଲପୁର ବ୍ଲକ ରେ ବନ୍ୟା, ବିଚ୍ଛିନ୍ନ ରାସ୍ତା ଶୀଘ୍ର ମରାମତି, ଘର ଓ ଜମି ରେ ବାଲିଚର କ୍ଷତିପୂରଣ ପାଇଁ ଦାବି                        (31-Jul-2026)       ||      ବରଗଡ଼ ଜିଲ୍ଲା ଲାୟନ୍ସ ଓ ଲିଓ କ୍ଳବ୍ ର ପ୍ରତିଷ୍ଠା ଦିବସ    (31-Jul-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଘର ବୁଡ଼ିଲା ନଦୀ କୁଳିଆ ଚାଷଜମି   (31-Jul-2026)       ||      ରେଳ ଉନ୍ନୟନ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   (30-Jul-2026)       ||      କୁମିଆଁପାଲିରେ ବିସ୍ଥାପିତପରିବାରଙ୍କ ପାଖରେ ପହଞ୍ଚିଲା ବିଜେଡି ଫେକ୍ଟଫାଇଣ୍ଡିଙ୍ଗ ଟିମ   (30-Jul-2026)       ||     

HOME   ଜିଲ୍ଲା

ଟୀକାକରଣ ସଚେତନତା କାର୍ଯ୍ୟକ୍ରମ

25-Jul-2021



ବିରାମହରାଜପୁର :(ବିନୋଦ ପାଣ୍ଡେ )ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର  ବ୍ଲକ  ଅଧିନସ୍ଥ  କେନଝିରିଆପାଲି  ଗ୍ରାମ ପଂଚାୟତ  ଅନ୍ତର୍ଗତ ଅମାତପାଲି  ଗାଁ  କଲ୍ୟାଣ  ସମିତି  ତରଫରୁ  କୋଭିଡ -୧୯ ଟୀକାକରଣ  ସଚେତନତା  କାର୍ଯ୍ୟକ୍ରମ  ଅନୁଷ୍ଠିତ  ହୋଇଯାଇଛି l ଶଙ୍କର୍ଷଣ  ପାତ୍ର  ଙ୍କ  ସଭାପତିତ୍ୱ ରେ  ଅନୁଷ୍ଠିତ  କାର୍ଯ୍ୟକ୍ରମ  ରେ ଅଙ୍ଗନବାଡି  କର୍ମୀ  ହରିପ୍ରିୟା  ଗାଈଗରିଆ , ଆଶା କର୍ମୀ ଯୋଗେଶ୍ୱରୀ  ପାଣ୍ଡିଆ  ଓ  ଗାଁ  ସ୍ୱାସ୍ଥ୍ୟ  ସମୀକ୍ଷା  ସଂଯୋଜକ  ଅକ୍ରୁର  ନାଏକ  ପ୍ରମୁଖ  ଅଂଶ  ଗ୍ରହଣ  କରି ଗ୍ରାମ ର ଅଧିକାଂଶ  ଲୋକ  ଭୟ ଭିତ  ହୋଇ ଟୀକା  ନେଉ ନ ଥିବାରୁ  ସମସ୍ତଙ୍କୁ କୋଭିଡ -୧୯ ଟୀକା ସମ୍ପୂର୍ଣ  ନିରାପଦ ଓ  ଯୋଗ୍ୟ  ବ୍ୟକ୍ତି  ଏହି  ଟୀକା ଗ୍ରହଣ  କରି ରାଷ୍ଟ୍ର ସୁରକ୍ଷିତ  ପାଇଁ ଆଗେଇ  ଆସିବା  ସହ  ଦେଶରୁ କରୋନା  କବଳରୁ  ରକ୍ଷା  ପାଇଁ 

ଏହାକୁ  ଅତ୍ୟନ୍ତ  ଜରୁରୀ  ଓ  ଯଥାଶୀଘ୍ର  ଭୟ ଭିତ  ନ  ହୋଇ  ଆଗାମୀ  ଦିନରେ  ଟୀକା କରଣ  ର  ଦୁଇ  ଗୋଟି  ମାତ୍ରା ନେବାକୁ  ସୂଚନା  ପ୍ରଦାନ  କରିଥିଲେ  ଏବଂ  ଜନସାଧାରଣ  ଙ୍କୁ  ନେଇ  ଏକ  ଗ୍ରାମ୍ୟ  ପରିକ୍ରମା  ସଚେତନତା  ରାଲି  କରାଯାଇଥିଲା  ଶେଷରେ  ଗ୍ରାମର  ଲକ୍ଷ୍ମଣ  ନାଏକ  ଧନ୍ୟବାଦ  ଦେଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
*ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ପୌର ପରିଷଦ ପକ୍ଷରୁ ସହରରେ ରେ ମଶା ବଂଶ ନିପାତ ପାଇଁ ବଳିଷ୍ଠ ପଦକ୍ଷେପ*   01-Aug-2026
  ରାଜ୍ୟ  
ଚାଷୀଙ୍କ କ୍ଷତିପୂରଣ ଦାବିକଲା ଲିବରେସନ୍ ସାମାଜିକ ଅନୁଷ୍ଠାନ   01-Aug-2026
  ଜିଲ୍ଲା  
ଦୟାନନ୍ଦ ପବ୍ଲିକ ସ୍କୁଲର ଷ୍ଟାଫ ଡେ ଓ ନର୍ସରୀ ଟିଚର୍ସ୍ ଟ୍ରେନିଂ ଛାତ୍ରୀମାନଙ୍କ ସମାବର୍ତ୍ତନ ଉତ୍ସବ   01-Aug-2026
  ଜିଲ୍ଲା  
ଏଡିଇଓ ରଞ୍ଜିତ ଘିବେଲାଙ୍କୁ ବିଦାୟକାଳୀନ ସମ୍ବଦ୍ଧନା   01-Aug-2026
  ଜିଲ୍ଲା  
ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   31-Jul-2026
  ଜିଲ୍ଲା  
ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   31-Jul-2026
  ଜିଲ୍ଲା  
*ଗାନ୍ଧି ଷ୍ଟାଡିୟମ୍ ପାଇଁ ୨୫ କୋଟି ୭୫ ଲକ୍ଷ ଓ ଭୀମଭୋଇ ସମାଧିପୀଠ ଖଲିଆପାଲି ପାଇଁ ୩୪କୋଟି ଅର୍ଥ ମଞ୍ଜୁରୀ - ଜିଲ୍ଲାପାଳ ଙ୍କୁ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଶୁଭେଛା ସମ୍ୱର୍ଦ୍ଧନା ଜ୍ଞାପନ*-   31-Jul-2026
  ଜିଲ୍ଲା  
ଅଧ୍ୟକ୍ଷ ହେମନ୍ତ କୁମାର ମୁଣ୍ଡଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା,,,,,,, .୩୫ ବର୍ଷ ୨ମାସର କାର୍ଯ୍ୟଧାରା .ନମ୍ରତା ଓ ସରଳତା ଥିଲା ମୂଳମନ୍ତ୍ର   31-Jul-2026
  ଜିଲ୍ଲା  
ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକଙ୍କ ତିନି ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ   31-Jul-2026
  ଜିଲ୍ଲା  
ଲୋୟର ସୁକତେଲ ଡ୍ୟାମ୍‌ ଅଞ୍ଚଳରେ ୧୬୩ ଧାରା ଲାଗୁ: ପ୍ରବେଶ, ଗାଧୋଇବା ଓ ସେଲଫି ନେବା ଉପରେ କଟକଣା   31-Jul-2026
  ଜିଲ୍ଲା  
*ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୩୩ ତମ ଜନ୍ମ ଲଗ୍ନ ଘୋଷଣା ମହା ସମାରୋହରେ ପାଳିତ*   31-Jul-2026
  ଜିଲ୍ଲା  
ସ୍ଥାୟୀ ବିଇଓ ଅଭାବରେ ଟିଟିଲାଗଡ ବିଇଓ କାର୍ଯ୍ୟାଳୟରେ ପ୍ରଶାସନିକ ଅବ୍ୟବସ୍ଥା ଅଭିଯୋଗ   31-Jul-2026

You Might Also Like