-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
03-Jul-2021
କେନ୍ଦ୍ରାପଡା (ଶିବପ୍ରସାଦ ସେନାପତି) : କେନ୍ଦ୍ରାପଡା ଜିଲ୍ଲା ଗରଦପୁର ତହସିଲ ଅଫିସ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି।ଗରଦପୁର ତହସିଲ ପରିସର,ଗରଦପୁର ସେବା ସମବାୟ ସମିତି କାର୍ଯ୍ୟାଳୟ, କୋରୁଆ ସ୍ଥିତ ଲୋକନାଥ ମହାବିଦ୍ୟାଳୟ,କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳନ କରାଯାଇଥିଲା। ଗରଦପୁର ତହସିଲଦାର ଶ୍ରୀଯୁକ୍ତ ଅଶୋକ କୁମାର ବେହେରା ଏ ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବୃକ୍ଷ ରୋପଣ କରିବା ପାଇଁ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ।