-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
04-Mar-2021
ଗଂଜାମ(ଉମା ମହାରଣା): ଗଂଜାମ ଥାନା ଅନ୍ତର୍ଗତ ବଡ଼ଶଙ୍ଖ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଗୋଟାଏ ଛୋଟ କନ୍ୟାସନ୍ତାନ, ଯାହାର ବୟସ ଆନୁମାନିକ ବର୍ଷେରୁ ଦେଢ଼ ବର୍ଷ ହେବ, ତାକୁ କେହି ମାରି ଗଣ୍ଡିରୁ ମୁଣ୍ଡ ଅଲଗା କରି ରେଳ ବ୍ରିଜ଼ କଡରେ ଫୋପାଡ଼ି ଦେଇଛି l ପ୍ରଥମେ ଏହି ଘଟଣାକୁ କିଛି ସ୍ଥାନୀୟ ଲୋକ ଦେଖିଲା ପରେ ପୋଲିସକୁ ଜଣାଇଥିଲେ l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧlନ ଚଳାଇଛି l