-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
06-Dec-2025
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ଡୁଙ୍ଗୁରିପାଲି ବ୍ଲକ ଭାଟବାହାଲି ଗ୍ରାମ ର ଶତାଧିକ ମହିଳା ଆସି ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ। ଭାଟବାହାଳି ଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ଅଧ୍ୟ୍ୟୟନ କରିଥାନ୍ତି।ହେଲେ ଅଧ୍ୟାୟନ କରୁଥିବା ସ୍କୁଲ ଗୃହ ଜରାଜୀର୍ଣ ଅବସ୍ଥାରେ ପହଁଚିଛି। ବର୍ଷା ସମୟ ରେ ଯେଭଳି ଅବସ୍ଥା କହିଲେ ନସରେ ବର୍ଷା ହେଲେ ଛାତ ରୁ ପ୍ରବଳ ପରିମାଣ ପାଣି ଗଳିବା ସହିତ ଛାତ ଫାଟି ସିମେଣ୍ଟ ଖସି ପଡୁଛି ଯାହାକି ଛାତ୍ର ଛାତ୍ରୀ ମାନଙ୍କ ଜୀବନ ପ୍ରତି ବିପଦ ରହିଛି।ଏ ନେଇ ଗ୍ରାମର ଶତାଧିକ ମହିଳା ଆସି ବିଡ଼ିଓ ଙ୍କୁ ଲିଖତ ଅଭିଯୋଗ କରିଥିଲେ।