-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||     

HOME   ଜିଲ୍ଲା

ପ୍ରଧାନ ଶିକ୍ଷକଙ୍କ ଦକ୍ଷତା,ନିଜ ଖର୍ଚ୍ଚରେ ଦୁଇ ଛାତ୍ରଙ୍କୁ କଲେଜ ରେ ନାମ ଲେଖାଇଲେ l

05-Dec-2025



ସିନାପାଲି (ଚିନ୍ତାମଣି ନେତାମ ) ରାଜ୍ୟ ସରକାରଙ୍କର "ଆସ ସ୍କୁଲ ଯିବା ଅଭିଯାନ "ଏକ ମହତ୍ୱପୂର୍ଣ୍ଣ ଯୋଜନା,ରାଜ୍ୟ ରେ ଅଧାରୁ ପାଠ ପଢି ଛାଡ଼ିଥିବା ପିଲାଙ୍କୁ ଶିକ୍ଷା ର ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ପାଠପଢାଇବା ଏକ ଆମୋଘ ଅସ୍ତ୍ର ପାଲଟିଛି  l  ଶିକ୍ଷା ର ମହତ୍ୱକୁ ଊପଲବ୍ଧି କରି ଶିକ୍ଷିତ ହେବା, ନିଜ ଜୀବନ ଚରିତାର୍ଥ କରିବା  ଏବଂ ଜୀବନର ଲକ୍ଷ ପୂରଣ ନିମନ୍ତେ ଶିକ୍ଷା ହିଁ ଚାବିକାଠି ଅଟେ l ଶିକ୍ଷା ବିନା ମଣିଷର ସ୍ଥିତି, ଗତି ଓ ଉନ୍ନତି ଅସମ୍ଭବ ଅଟେ  l ଏହି କ୍ରମରେ ଶିକ୍ଷାନୁଷ୍ଠାନ ରୁ ବିଛିନ୍ନ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ର  ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ  ଅନ୍ତର୍ଗତ କୁଳିଆଡ଼ଙ୍ଗରୀ କ୍ଲଷ୍ଟର ର  ଝାରବନ୍ଧ ଉ :ପ୍ରା ବିଦ୍ୟାଳୟ ନେଇଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ  l ସ୍ଥାନୀୟ ସି ଆର ସି ସି ଶ୍ରୀଯୁକ୍ତ ଜଗଦିଶ ତାଣ୍ଡିଙ୍କ ଆହ୍ୱାନ କ୍ରମେ ଓ ଏସ ଏମ ସି ଙ୍କ ସହଯୋଗରେ ପ୍ରଧାନ ଶିକ୍ଷକ  ନେଇଛନ୍ତି  ନେତୃତ୍ୱ l ବିଦ୍ୟାଳୟର  ସମସ୍ତ ସହ ଶିକ୍ଷକ ଙ୍କ ଉଦ୍ୟମ ଓ ଅନବରତ ପ୍ରଚେଷ୍ଟା ବଳରେ ଅଧାରୁ ପାଠ ପଢି ଛାଡି ଥିବା ଶିକ୍ଷାର୍ଥୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଘରକୁ ଘର ବୁଲି ସଚେତନା କରିଥିଲେ  l ଏହି କାର୍ଯ୍ୟକ୍ରମ ରେ  ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପବିତ୍ର ଦୁରିଆ,ସହ ଶିକ୍ଷକ ଶ୍ରୀଯୁକ୍ତ ଥବିର ମୋହନ ପ୍ରଧାନ,ଶ୍ରୀଯୁକ୍ତ ଡୋଳାମଣି ସେଠି,ଶ୍ରୀଯୁକ୍ତ ତେଜରାଜ ନାଏକ ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ  l  ତନ୍ମମଧ୍ୟରୁ ୪ ଜଣ ଶିକ୍ଷାର୍ଥୀଙ୍କୁ ଗମ୍ଭାରୀଗୁଡା  ହାଇସ୍କୁଲ ରେ, ୨ ଜଣ ଛାତ୍ରଙ୍କୁ ସିଙ୍ଗଝର ହାଇଗର ସେକେଣ୍ଡାରୀ ସ୍କୁଲ ରେ,ଆଉ ଦୁଇଜଣ ଛାତ୍ରଛାତ୍ରୀ ଙ୍କୁ ନାମ ଲେଖାଇଲେ  l ଏସ ଆଈ ଓ ଏସ ରେ ଆଉ ଦୁଇଜଣଙ୍କୁ ନାମ ଲେଖାଇବାକୁ ପ୍ରୟାସ କରୁଛନ୍ତି  l ସୂଚନା ଥାଉ କି ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପବିତ୍ର ଦୁରିଆ ଘରକୁ ଯାଇ ଯାଇ ପିଲାଙ୍କ ସ୍ଥିତି ଅନୁଧ୍ୟାନ କରିଥିଲେ l ସେମାନଙ୍କୁ ଶିକ୍ଷା ର ମହତ୍ୱ ବିଷୟରେ ବୁଝାଇ ଥିଲେ  l ତନ୍ମ ମଧ୍ୟରୁ ୨ ଜଣ ଅଭିଭାବକ ଅନିଚ୍ଛା ପ୍ରକାଶ କରିଥିଲେ  l ପ୍ରଧାନ ଶିକ୍ଷକ ଆର୍ଥିକ ଅବସ୍ଥା ସ୍ଵଛଳ ନ ଥିବା ଜାଣିବାକୁ ପାଇଲେ  l ସେତେବେଳେ  ସେହି ଦୁଇଜଣ ଅଭିଭାବକ ଓ ଛାତ୍ରକୁ ନିଜ ଖର୍ଚ୍ଚ ରେ  ଏଡମିସନ କରିବାକୁ ପ୍ରତିଶୃତି ଦେଇଥିଲେ  l ସମୟ କ୍ରମେ ପ୍ରତିଶୃତି ମୁତାବକ ପ୍ରଧାନ ଶିକ୍ଷକ ନିଜ ଖର୍ଚ୍ଚ ରେ ଜାତି ଗତ, ସ୍ଥାନୀୟ ବାସିନ୍ଦା ଓ ଆୟ ପ୍ରମାଣପତ୍ର ମଧ୍ୟ ବାହାର କରିଥିଲେ l  ଏପରି କି ଅନଲାଇନ ଓ ସମସ୍ତ କାଗଜାତ ଯୋଗାଡ଼ କରି ଦୁଇ ଜଣ ଛାତ୍ରଙ୍କୁ ନିଜେ ସାଙ୍ଗରେ ନେଇଥିଲେ l ଛାତ୍ର ଶ୍ରୀ ଦୁର୍ଗେଶ୍ୱର ସା, ପିତା - ଶ୍ରୀ ଉଗ୍ରେସନ ସା ଏବଂ ଶ୍ରୀ ପ୍ରଭୁଲାଲ ବାଗ,ପିତା- ମଣ୍ଟୁ ବାଗ କୁ ସାଥିରେ ନେଇ ଅକ୍ଟୋବର ୨୫ ତାରିଖ ସ୍ଥାନୀୟ  ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସିଙ୍ଗଝର ରେ ନିଜ ଖର୍ଚ୍ଚ ରେ ଏଡମିସନ କରାଇଥିଲେ  l ପ୍ରଧାନ ଶିକ୍ଷକ ସେହି ଦୁଇଜଣ ଛାତ୍ର ଙ୍କ  ମୁହଁରେ ହସ ଦେଖି ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି  l ପ୍ରକାଶ ଥାଉ କି  ଗାଁ ର ଅନ୍ୟତମ ଛାତ୍ର ଶ୍ରୀ ରୋହିତ କୁମାର ନାଗ କୁ ମଧ୍ୟ ସଚେତନ କରି ଆଈ ଟି ଆଈ  କଲେଜ ବାଦୀ ( ଖଡ଼ିଆଳ ) ରେ ଏଡମିସନ ପାଇଁ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ l ଝାରବନ୍ଧ ଗାଁ ରେ କେହି ଯେ ପରି ଅଧାରୁ ପାଠ ଛାଡ଼ିବେ ନାହିଁ ସେଥିପାଇଁ ପ୍ରୟାସ ଜାରିରହିବ ବୋଲି ପ୍ରଧାନ ଶିକ୍ଷକ ଦୃଢୋକ୍ତି ପ୍ରକାଶ କରିଛନ୍ତି  l ତେଣୁ ଏଦିଗରେ ସ୍ଥାନୀୟ ଲୋକ, ଲୋକ ପ୍ରତିନିଧି, ଅଭିଭାବକ,ବୁଦ୍ଧି ଜୀବି, ଯୁବ ସମାଜ,ଶିକ୍ଷକ ବୃନ୍ଦ ଏବଂ ଶିକ୍ଷା ପ୍ରଶାସନ ର ସହଯୋଗ ପାଇଁ ଆକୁଳ ଆବେଦନ କରିଛନ୍ତି  l ଏନ ଆଈ ଏ ଏସ ରେ ଦୁଇଜଣ ଛାତ୍ରଙ୍କୁ  ପୁରସ୍କୃତ କରା ଯିବ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି  l


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026

You Might Also Like