-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
03-Dec-2025
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର,)
ଡାବୁଗାଁ ବ୍ଲକ ଜୁନାପାଣି ପଞ୍ଚାୟତ ଅଧୀନ ମୋତିଗାଁ ଗ୍ରମରେ ଚାଷୀଙ୍କୁ ବୁଧବାର କୃଷି ବିଭାଗ ତରଫରୁ ମାଗଣା ରେ ନାଗ ଚଣା ବିହନ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ୬୦ଜଣ ଚାଷୀଙ୍କୁ ନାଗ ଚଣା ବଣ୍ଟନ କରାଯାଇଥିଲା। ଏହି ସମୟରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି , ଡ଼ାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ , ବ୍ଲକ କୃଷି ଅଧିକାରୀ ସୁଧେଷ୍ଣା ଧଳ, ସହକାରୀ କୃଷି ଅଧିକାରୀ ଜ୍ୟୋତିର୍ମୟୀ ତାଡ଼ିଙ୍ଗୀ , ମମତା ସାହୁ , ସୁଶାନ୍ତ ରାଉତ , ଦିପାଳି ସମାଦାର ଏବଂ କେ ଉଦୟା କୁମାରୀ ପ୍ରମୁଖ ଉପସ୍ଥିତ ଥିଲେ । ଆଗମି ଦିନରେ ଡାବୁଗାଁର ସମସ୍ତ ଗ୍ରାମର ଚାଷୀଙ୍କୁ ନାକଚଣା ବଣ୍ଟନ କରାଯିବ ବୋଲି କୃଷି ଅଧିକାରୀ ସୂଚନା ଦେଇଛନ୍ତି ।