-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ଗୀତିନାଟ୍ୟ ସମ୍ରାଟ ବୈଷ୍ଣବ ପାଣିଙ୍କ ଜନ୍ମ ସ୍ଥାନରେ ଭଜନ ଗାଇଲେ ଲଷ୍ମୀନାରାୟଣ ପୁରୋହିତ

03-Nov-2025



ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ): ଓଡିଶାର ବିଖ୍ଯାତ ଗୀତିନାଟ୍ୟ ସମ୍ରାଟ, ଗଣକବି ସ୍ବର୍ଗତ ବୈଷ୍ଣବ ପାଣିଙ୍କ ଜନ୍ମସ୍ଥାନ କଟକ ଜିଲ୍ଲା ସ୍ଥିତ କୋଠପଦା, ବନଗୁରିଆ, ମାହାଙ୍ଗା ରେ ୩୦ ଏବଂ ୩୧ ତାରିଖ  ଦୁଇ ଦିନ ବ୍ୟାପି ଅଷ୍ଟମ ବାର୍ଷିକ ବାନା ବଟେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବ, ପୂଣ୍ୟ ପବିତ୍ର ଓଧାର୍ମିକ କାର୍ତ୍ତିକ ମାସରେ ଶ୍ରୀ ରାଧା ପାଦ ଦର୍ଶନ ଏବଂ ଅଅଁଳା ନବମୀ ତିଥିରେ କଟକ,ଓଡ଼ିଶାର ପୂର୍ବତନ ବାଚସ୍ପତି,କ୍ୟାବିନେଟ ମନ୍ତ୍ରୀ ତଥା ମହାନ ସାହିତ୍ୟିକ ସ୍ୱର୍ଗତ ଶରତ କରଙ୍କ ସୁଯୋଗ୍ୟ ସନ୍ତାନ ସାହିତ୍ୟିକ, ବିଶିଷ୍ଟ ରାଜନେତା ଶୋଭନ କର ଙ୍କ ଉପସ୍ଥିତିରେ ବିଶ୍ୱଶାନ୍ତି  ମହାଯଜ୍ଞ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି, ଏବଂ ଉକ୍ତ ମାଙ୍ଗଲିକ ଉତ୍ସବରେ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଭଜନ ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଲାଇନପଡା ସ୍ଥିତ ପିଏମଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ହିନ୍ଦୀ ଶିକ୍ଷକ ତଥା ଶାସ୍ତ୍ରୀୟ ସଂଗୀତ ଭଜନ ଗାୟକ,ସଙ୍ଗୀତକାର, ସଂଗୀତ ରଚୟିତା, ଆକାଶବାଣୀ ଦୂରଦର୍ଶନ କଳାକାର,ସାହିତ୍ୟିକ,ଦକ୍ଷ ଉଦଘୋଷକ ଲକ୍ଷ୍ମୀ ନାରାୟଣ ପୁରୋହିତ ଅଂଶ ଗ୍ରହଣ କରି ହିନ୍ଦୀ,ଓଡ଼ିଆ ଏବଂ ସମ୍ବଲପୁରୀ ଭାଷା ରେ  ଉଚ୍ଚ କୋଟିର ଭକ୍ତି ସଙ୍ଗୀତ ପରିବେଷଣ କରିବା ସହିତ ଉତ୍ତମ ଉଦ୍ଘୋଷଣା ପ୍ରଦାନ କରି  ଉପସ୍ଥିତ ଥୀବା ଦର୍ଶକ ମାନଙ୍କୁ ମନ୍ତ୍ର ମୁଗ୍ଧ କରି ଆକର୍ଷଣୀୟ ସୁନ୍ଦର ଭଜନର ତାଳେ ତାଳେ ବିଭୋର କରିଥିଲେ। ଭଜନ ସନ୍ଧ୍ୟା ମଞ୍ଚରେ କୁନି କୁନିପିଲାମାନଙ୍କ ଦ୍ୱାରା ଭିର୍ନ୍ନ ଭିର୍ନ୍ନ ସ୍ୱାଦର ନୃତ୍ୟ ପରିବେଷଣ  କରାଯାଇଥିଲା। ପ୍ରସିଦ୍ଧ କୋଠପଦା, କଟକ  ସରକାରୀ ଉଚ୍ଚ ବିଦ୍ୟାଳୟରଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସଙ୍ଗୀତକାର କିଶୋରଚନ୍ଦ୍ର ଦାସ,ବରିଷ୍ଠ ସାମ୍ବାଦିକ ସାହିତ୍ୟିକ ଅଖିଳେଶପଦ ମହାନ୍ତି,ପ୍ରସିଦ୍ଧ ସମାଜସେବୀ ସାହିତ୍ୟିକ ଗଣେଶ ସାର୍,ବରିଷ୍ଠ ସହଯୋଗୀ ତଥା ଡକ୍ଟର କ୍ଷୀରୋଦଚନ୍ଦ୍ର ବେହାରୀ, ପ୍ରସିଦ୍ଧ ସଙ୍ଗୀତ ଗୁରୁ ଗୋବିନ୍ଦଚନ୍ଦ୍ର ସାହୁ,ବରିଷ୍ଠ ସହଯୋଗୀ ତଥା ସମାଜସେବ ନୀର ସାର୍, ପ୍ରସିଦ୍ଧ ତବଲାବାଦକ ଶ୍ରୀଯୁକ୍ତ ଶଙ୍କର୍ଷଣ ସାହୁ,ସଙ୍ଗଠକ ତଥା ଆୟୋଜକ ଗୌତମ  ପୃଷ୍ଟି,ବରିଷ୍ଠ ସହଯୋଗୀ  ଲିଟୁ ବାବୁ ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ବନଗୁରିଆବାସୀ ସହଯୋଗରେ କାର୍ଯ୍ୟକ୍ରମଟି ମହା ଆଡମ୍ବର ସହିତ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like