-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||     

HOME   ଜିଲ୍ଲା

ନୁଆପଡ଼ା ବିଧାନସଭା ନିର୍ବାଚନ ଅଭିଯାନ ସଭାରେ ଗର୍ଜିଉଠିଲେ ଅଦିବାସୀ 

28-Oct-2025



 ବିଜେପି ସରକାରଙ୍କ ଅମାନବିକ କାର୍ଯ୍ୟ ବିରୋଧରେ କ୍ଷୋଭ ପ୍ରକାଶ

ନୁଆପଡା/ଭୁବନେଶ୍ୱର(ପ୍ରେରଣା ଖବର): ନୁଆପଡା ବିଧାନସଭା ଉପ ନିର୍ବାଚନ ଅଭିଯାନର ଅନେକ ସଭାରେ ଅଦିବାସୀ ନେତାମାନେ ବିଜେପି ସରକାରର ଅମାନବିକ ଓ ଅନତି ପ୍ରତି ତୀବ୍ର ପ୍ରତିବାଦ କରିଲେ।ସଭାରେ ଯୋଗଦେଇଥିବା ସାଂସଦ ନିରଞ୍ଜନ ବିଶି, ପୂର୍ବତନ ମନ୍ତ୍ରୀ  ସୁଦାମ ମାରାଣ୍ଡୀ ଓ  ରମେଶ ଚନ୍ଦ୍ର ମାଝି, ଦାସପଲ୍ଲା ବିଧାୟକ  ରମେଶ ବେହେରା, ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ରାଣୀ ସିଂ ବରିହା,ବରିଷ୍ଠ ଅଦିବାସୀ ନେତା  ବିହାରୀ ଲାଲ ବିସ୍ୱାଲ, ଜିଲ୍ଲା ସଭାପତି ଏବଂ ଜ଼ିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂହ ମାଝି, ବିଂଝାଲ ସମାଜ ରାଜ୍ୟ ଅଧ୍ୟକ୍ଷ  ହୃଷିକେଶ ବରିହା ଓ ଶବର ସମାଜ ନେତା ଶ୍ରୀ ତେଜରାଜ ଶବର,ଭୋଜରାଜ ବରିହା, ହରପ୍ରସାଦ ମାଝୀ, ଛକନ ମାଝୀ, ଆଦି ନେତାମାନେ କହିଲେ ଯେ ସ୍ୱତନ୍ତ୍ର ଆଦିବାସୀ  ଉନ୍ନୟନ ପରିଷଦ କୁ ବିଜେପି ସରକାର ନିଷ୍କ୍ରିୟ କରି ଦେଇଛି।ଏହି ପରିଷଦ ଅଦିବାସୀ ଭାଷା, ସଂସ୍କୃତି,ପ୍ରଥା ପରମ୍ପରା, ପାରମ୍ପରିକ ଜୀବିକା ଓ ପରିଚୟକୁ ସୁରକ୍ଷା କରିବା ପାଇଁ ଗଠିତ ହୋଇଥିଲା।
>ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ କୁ ଦୁର୍ବଳ କରିବା ଅଦିବାସୀ ସମାଜର ମୂଳ ପରିଚୟକୁ ଦୁର୍ବଳ କରିବା ସହିତ ସମାନ ବୋଲି ନେତାମାନେ  ଖୋଭ ପ୍ରକାଶ କରିଥିଲେ.
ନେତାମାନେ ଆହୁରି କହିଲେ ଯେ ରାଜ୍ୟ ଓ କେନ୍ଦ୍ର

ସରକାରରେ ଏସଟି ଏସସି ସମ୍ପ୍ରଦାୟ  ପାଇଁ ଆରକ୍ଷିତ ଖାଲି ପଦବୀ ଭର୍ତ୍ତି କରୁ ନାହିଁ, ଫଳରେ ଯୁବ ଅଦିବାସୀ-ଦଳିତଙ୍କ ଶିକ୍ଷା ଓ ନିଯୁକ୍ତି ସୁଯୋଗକୁ ଅଶେଷ  କ୍ଷତି ହେଉଛି।
ଆଦିବାସୀ ଅଭିଯୋଗ କଲେ ଯେ ବେସରକାରି ସଂସ୍ଥା,ବିଭାଗ ରେ ଏସସି ଏସଟି ପାଇଁ ଆରକ୍ଷଣ ଲାଗୁ ହେଉ ନାହିଁ, ଯାହା ସଂବିଧାନୀକ ନୀତିର ସପ୍ରତ୍ୟକ୍ଷ ଉଲ୍ଲଙ୍ଘନ ହେଉଛି.ଅଦିବାସୀ-ଦଳିତଙ୍କ ସାମ୍ବିଧାନିକ ଅଧିକାରକୁ ଦମନ କରିବା ଅନ୍ୟାୟ ଓ ଅମାନବିକ” ନୀତି. ଅଦିବାସୀ  ସମାଜ ଏକତାବଦ୍ଧ, ସଜlଗ ଓ ସଂଘବଦ୍ଧ ହେବା ପାଇଁ ଆଦିବାସୀ ସମାଜ ର କର୍ମକର୍ତ୍ତା ଆହ୍ୱାନ କରିଥିଲେ। ସଭା ରେ ତୁଳକୁ ଶବର, ଦଶରୁ ବିଶ୍ୱାଳ, ମକର୍ଧ୍ଵଜ ବିଶ୍ୱାଳ,ହରପ୍ରସାଦ ଶବର, ରାମ ପୁନିତ ଶବର, ନରସିଂହ ଶବର, ଗଣେଶ ଶବର, ଦେବ ନାରାୟଣ ଶବର, ରାମ ବରିହା,ବିଜୟ ମାଝୀ, ସୋନକୁମାର ମାଝୀ,ଲୋକସିଂ ବରିହା, ଡମ୍ବରୁ ବରିହା, ଲଳିତ ବରିହା, ପ୍ରେମସିଂ ନାଏକ, ତୁଳସୀ ରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026

You Might Also Like