-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ଦିନ ଉଧେ ଭିନ୍ନ ଭିନ୍ନ ପ୍ରତିଯୋଗିତା;ବଲାଙ୍ଗୀର ଦିନ ଉଧେ ସଫେଇ କାର୍ଯ୍ୟକ୍ରମ

28-Oct-2025



 ବଲାଙ୍ଗୀର ଶାନ୍ତି ପଡ଼ା ଶ୍ମଶାନରେ ଠାରେ ବଲାଙ୍ଗୀର ଶାନ୍ତି ପଡ଼ା ଦୁର୍ଗା ପୂଜା କମିଟି ପକ୍ଷରୁ ସଫାଇ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା। ଏଥିରେ ପାର୍ଥ କର୍ଣ୍ଣ, ଲକ୍ଷ୍ମୀ ସେଠ,ମୁନା ପୁଟା,ଶିବ ବିଶି , ଶିରୋମଣି ସେଟ୍ , ପ୍ରତାପ ରଥ, ଦେବରାଜ ନାଗ , ସୁରେଶ କମ୍ଫ , ସନ୍ତୋଷ ସାହୁ, ସଚିନ୍ ନାଏକ ,ଯିତେନ ବିଶି ,ବଣ୍ଟି ଖୁଣ୍ଟିଆ, ରାଜେଶ ବାଗ , ମନିଷ ସାହୁ, ମହାଦେବ ସାହୁ,ରାଜିବ ବିଶି ,ଜିତୁ ମଲ୍ଲିକ,ରାମ ଶଙ୍କର ଶତପଥୀ,ସାନ୍ତାନୁ ମହାକୂର, ଓମ୍ ପ୍ରକାଶ ବହିଦାର,ଗୋପି ବାଗ,ସୁସିଲ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ।

ବଲାଙ୍ଗୀର ଦିନ ଉଧେ ଭିନ୍ନ ଭିନ୍ନ ପ୍ରତିଯୋଗିତା 

 ବଲାଙ୍ଗୀର ଟାଉନ୍ ବାଳିକା ବିଦ୍ୟାଳୟ ଠାରେ ବଲାଙ୍ଗୀର ମେରା ହୁନର  କମିଟି ପକ୍ଷରୁ ଆର୍ଟ ଆଣ୍ଡ କ୍ରାଫ୍ଟ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା। ଏଥିରେ ବିଚାରକ ଭାବରେ ବାସୁଦେବ ମେହେର,ଦିଲିପ କୁମାର ସିଂଦେଓ, ଝରଣା ମିଶ୍ର, ମୂଖ୍ୟ ଅତିଥି ଏମ ଡି ନାସିର ଖାଁ, ସଭାପତି ସୁନି ସଦର ମସଜିଦ, ଗୋପାଳଜୀ ପାଣିଗ୍ରାହୀ, ପ୍ରତାପ ରଥ, ସଙ୍ଗୀତା ଦାସ, ଗୋପାଳ ପ୍ରଧାନ, ସରିତା ଦାସ, ଦିନେଶ ଶର୍ମା,ଲୋଟସ ଷଡ଼ଙ୍ଗୀ, ବିଧୁ ଭୁଷଣ ତ୍ରିପାଠୀ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଅବସରରେ ଅବସର ନେଇଥିବା ମହିଳା କ୍ରିକେଟ ଖେଳାଳି ରୋସନାରା ପରବିନ କୁ ସମ୍ବନ୍ଧିତ କରାଯାଇଥିଲା। ସକିଲା ବାନୋ,ସର୍ମିଲା ବାନୋ,ସାହିନା ବେଗମ,ଫିରଦୋସ ପରବିମ,ଆଶିକ ଉଲ୍ଳା ଖାଁ, ଗୁଞ୍ଜନ ଅଗ୍ରୱାଲ,ରିତା ଠାକୁର, ବିଶ୍ବରଂଜନ ଡାକୁଆ, ନୂତନ ଦାସ, ଶ୍ରାବଣୀ ମେହେର, ପୂଜା ସାହୁ, ବିନୋଦ କାଲସାଏ, ସୋମନାଥ ମିଶ୍ର, ହରି ଓମ୍ ପଟେଲ,ରିଲୁ,ନାରା ପ୍ରମୁଖ ସହଯୋଗ କରିଥିଲେ। ପରିଚାଳନା କରିଥିଲେ ମମତା ଜେନା 

 ରଙ୍ଗୋଲି ପ୍ରତିଯୋଗିତା 

 ବଲାଙ୍ଗୀର କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ବଲାଙ୍ଗୀର ନାରୀ ଶକ୍ତି ଫାଉଣ୍ଡେସନ ତରଫରୁ ରଙ୍ଗୋଲି ପ୍ରତିଯୋଗିତା ହୋଇଥିଲା। ଏଥିରେ ବିଚାରକ ଭାବରେ ବାସୁଦେବ ମେହେର, ଦିଲିପ ସିଂ ଦେଓ, ଝରଣା ମିଶ୍ର ଉପସ୍ଥିତ ଥିଲେ। ମୂଖ୍ୟ ଅତିଥି ପଦ୍ମଶ୍ରୀ କୈଳାସ ଚନ୍ଦ୍ର ମେହେର ଯୋଗଦେଇଥିଲେ ଗୋପାଳଜୀ ପାଣିଗ୍ରାହୀ, ପ୍ରତାପ ରଥ, ବିଧୁ ଭୁଷଣ ତ୍ରିପାଠୀ, ଗୋପାଳ ପ୍ରଧାନ,ଲୋଟସ ଷଡ଼ଙ୍ଗୀ, ଦିନେଶ ଶର୍ମା, ସରିତା ଦାସ, ସଙ୍ଗୀତା ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ଅବସର ପ୍ରାପ୍ତ ମହିଳା କ୍ରିକେଟ ଖେଳାଳି ରୋସନାରା ପରବିନ କୁ ସମ୍ବନ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅଭିଜିତ ପାଣିଗ୍ରାହୀ ପରିଚାଳନା କରିଥିଲେ। ବିନୋଦ କାଲସାଏ,ରାମ ଦାସ, ଅନୁପ୍ରିୟା ମିଶ୍ର, ସୋମନାଥ ମିଶ୍ର, ହରି ଓମ୍ ପଟେଲ,ରିଲୁ, ମମତା ଜେନା, ଶ୍ରାବଣୀ ମେହେର, ଅଞ୍ଜଳି ବିଶି ନୂତନ ଦାସ, ରେବତୀ ଷାଣ୍ଢ,ସୈରନ୍ଦ୍ରି ନାୟକ, ନୂତନ ଶେନ୍ଦ୍ରିଆ,ପରିଯାତ ଡାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।

ଫେନ୍ସି ଡ୍ରେସ ଓ ଆମର ପିନ୍ଧନ ଉଢନ ରେମ୍ଫେ ସୋ ପ୍ରତିଯୋଗିତା 

 ତା:୨୬.୧୦.୨୦୨୫ ଦିନ ୪ଟା ସମୟରେ ବଲାଙ୍ଗୀର ପି ପି  ଏକାଡେମୀ ଠାରେ ମହନୀ ନୃତ୍ୟ କଳା ଓ ଗବେଷଣା କେନ୍ଦ୍ର,ବଲାଙ୍ଗୀର ର ମୂଖ୍ୟ ବିନୋଦ କାଲସାଏ ଙ୍କ ନେତୃତ୍ବରେ ଫେନ୍ସି ଡ୍ରେସ ଓ ଆମର ପିନ୍ଧନ ଉଢନ ରେମ୍ଫେ ସୋ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା। ଏଥିରେ ବିଚାରକ ଭାବରେ ହିମାଂଶୁ ଖମାରୀ,ରାମ ଦାସ, ଅନୁପ୍ରିୟା ମିଶ୍ର, ଅନିତା ତ୍ରିପାଠୀ, ଅଙ୍କିତା ବାରିକ ଉପସ୍ଥିତ ଥିଲେ। ମୂଖ୍ୟ ଅତିଥି ଭାବରେ ଗୋପାଳଜୀ ପାଣିଗ୍ରାହୀ, ଅତିଥି ଭାବେ ପ୍ରତାପ ରଥ, ବିଧୁ ଭୁଷଣ ତ୍ରିପାଠୀ, ଗୋପାଳ ପ୍ରଧାନ, ଲୋଟସ ଷଡ଼ଙ୍ଗୀ, ଦିନେଶ ଶର୍ମା, ସରିତା ଦାସ, ସଙ୍ଗୀତା ଦାସ, ଅଶୋକ ରଥ, କପିଳେଶ୍ୱର ଖମାରୀ, ସୋମନାଥ ମିଶ୍ର, ବିକାଶ ସା ପ୍ରମୁଖ ଉପସ୍ଥିତ ଥିଲେ। ନ୍ୟାସନାଲ ସ୍କୁଲ ଅଫ ଡ୍ରାମା, ନୂଆଦିଲ୍ଲୀ ଶ୍ରୀଯୁକ୍ତ ରାମ ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାକୁ ପରିଚାଳନା କରିଥିଲେ ବିରେନ୍ଦ୍ର ପାଣ୍ଡେ । ନୂତନ ଦାସ,ପୂଜା ସାହୁ, ହରି ଓମ୍ ପଟେଲ,ସୁମେସ ଡାଙ୍ଗ, ଅଷ୍ଟମୀ ନାଗ,ଦିଲୁ ଦିପ, ପ୍ରଭୁଦତ୍ତ ସେଠି , ବିନୟ ସୁନା,ଲକ୍ଷ୍ମଣ ନନ୍ଦ,ବିଟୁ ଦିପ, ଦିବ୍ୟା ବିଶି,ରାଶେଶ୍ବରୀ ଚଣ୍ଡୀ, ଆକାଶ ମହାରଣା,ସାଗର କୁମାର, ମିନତୀ ଓ ବଲାଙ୍ଗୀରିଏନ ଧାଙ୍ଗରୀ ଗୃପ ର ସମସ୍ତ ସଦସ୍ୟା ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like