-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ଶିକ୍ଷା, ସଂଗଠନ ଓ ଆତ୍ମନିଯୁକ୍ତି ବିନା ଯାଦବସମାଜର ଉନ୍ନତି ଅସମ୍ଭବ ବୋଲି ବଖାଣିଲେ ଅତିଥିଗଣ l

28-Oct-2025



ସିନାପାଲି( ଚିନ୍ତାମଣି ନେତାମ )
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ରାଣିମୁଣ୍ଡା ଗ୍ରାମପଂଚାୟତର ରାଣିମୁଣ୍ଡା  ଓ  ଲିଟିସର୍ଗି ଗ୍ରାମର ମଧ୍ୟସ୍ଥଳରେ ଥିବା ପବିତ୍ର ଗିରିଗୋବର୍ଦ୍ଧନ ପୀଠ ଠାରେ  ସିନାପାଲି ବ୍ଲକ  ଯାଦବ ସମାଜ  ଆନୁକୂଲ୍ୟରେ ବ୍ଲକ୍ ସ୍ତରୀୟ ଯୁବ ଯାଦବ ସଂଗଠନର କର୍ମକର୍ତ୍ତା ଚୟନ  ପ୍ରକ୍ରିୟା  ଅଶେଷ ଉତ୍ସାହ, ଉଦ୍ଦୀପନା ଓ  ସଂଯମତାର ସହ ସମାପନ  ହୋଇଯାଇଛି  l  ସମାଜର ଭବ୍ୟ ଓ ସୁପରି କଳ୍ପିତ  ସଭା କାର୍ଯ୍ୟରେ  ବ୍ଲକ ସଭାପତି ଶ୍ରୀଯୁକ୍ତ ଲିଙ୍ଗରାଜ ଘିଭେଲା  ସଭାପତିତ୍ୱ କରିଥିଲେ  l   ମୁଖ୍ୟ ଅତିଥି ଭାବରେ  ନୂଆପଡା ଜିଲ୍ଲା ଯାଦବ ସମାଜର ସଭାପତି ଶ୍ରୀଯୁକ୍ତ ଭରତ ଲାଲ ରାଉତ,   ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଉପଦେଷ୍ଟା  ଶ୍ରୀଯୁକ୍ତ ଜୟରାମ ଜାଲ,ଶ୍ରୀଯୁକ୍ତ ନିତ୍ୟାନନ୍ଦ କଟା,ଜିଲ୍ଲା କାର୍ଯ୍ୟକାରି ସଭାପତି  ଶ୍ରୀଯୁକ୍ତ  ସତ୍ୟବ୍ରତ ଗହୀର,ଜିଲ୍ଲା ନିର୍ବାଚନ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଵିସ୍ଟୁ ପତି ବାଗ, ସମାଜ ସେବୀ  ମିଥୁନ ବାଗ, ତୁଳସୀରାମ ବାଗ, ଟଙ୍କଧର ବନ୍ଦିଛୋର , ଜଗଦିସ ନାଗ,ଦୈତାରି ହଂସ, ପିତବାସ କଟା, କୃତିବାସ ତେଜି, କୁମ୍ଭ ବାଗ, ଠାକୁର ନାଗ, ସନ୍ତୋଷ ବାଗ,ଅକାଳ ହଂସ, ଭଗବାନ ବନ୍ଦିଛୋର୍, ଟିକଚନ ଗହିର  ପ୍ରମୁଖ ଯୋଗଦାନ କରିଥିଲେ। ଜଗଦିଶ ନାଗ  ଅତିଥି ମାନଙ୍କୁ  ମଞ୍ଚକୁ ସ୍ୱାଗତ କରିବା ସହ  ପରିଚୟ ପ୍ରଦାନ କରିଥିଲେ  l ଵିଧି ଅନୁସାରେ ଯାଦବଙ୍କ  ଶ୍ରେଷ୍ଠ  ଶ୍ରୀଶ୍ରୀ କୃଷ୍ଣ  ମହାପ୍ରଭୁଙ୍କ  ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ ଓ ମାଲ୍ୟାର୍ପଣ  ପରେ ସଭାପତି  ଉଦ୍ୟେଶ ଜ୍ଞାପନ  କରିଥିଲେ  l   ଅତିଥି ଗଣ ଯୁବସଂଗଠନର କର୍ମକର୍ତ୍ତାଙ୍କର ଯୋଗ୍ୟତା,ଗୁଣ,ଧର୍ମ ଏବଂ ପଦବୀର ମର୍ଯ୍ୟାଦା  ରକ୍ଷା ବିଷୟରେ ଉଦବୋଧନ ଦେଇଥିଲେ l  ଏକତା, ସଂହତି,କଠୋର ପରିଶ୍ରମ ନିରସ୍ୱାର୍ଥ ପରସେବା ଓ ସମର୍ପଣ ଭାବ  ସମାଜ,ଜାତି  ଓ ଦେଶ ଗଠନର ମୂଳମନ୍ତ୍ର ବୋଲି ଅତିଥି ଗଣ    ଉଦବୋଧନ ଦେଇଥିଲେ  l ପରେ ପର୍ଯ୍ୟବେକ୍ଷକ ଏବଂ ବ୍ଲକ କୋଷାଧକ୍ଷ  ଶ୍ରୀଯୁକ୍ତ ଜଗଦିଶ ନାଗଙ୍କ ପରିଚାଳନାରେ ଯୁବ ଯାଦବ ସଂଗଠନର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା l   ସିନାପାଲି ଯୁବ ଯାଦବ ସଂଗଠନର  ସଭାପତି ଭାବେ ଗଣେଶ ପୋଢ଼, ଉପସଭାପତି ଯକ୍ତାନନ୍ଦ ନିଆଲ ଓ ସୁରେଶ ବାଗ, ସଂପାଦକ  ରମେଶ କଟା ଓ ଦିବାକର ସଗରିଆ, ଯୁଗ୍ମ ସଂପାଦକ ଜିତେନ୍ଦ୍ର ବାଗ, ଏବଂ କୋଷାଧ୍ୟକ୍ଷ ଭାବେ ନିରଞ୍ଜନ ଘିଭେଲା, ବ୍ଲକ ସଂଗଠକ ଭାବରେ  ଡୋଲାମଣି ଘିଭେଲା,ଜିଲ୍ଲା ପ୍ରତିନିଧି ଭାବରେ  ତୁଳସୀ ନିଆଲ, ଲକ୍ଷ୍ମୀ କାନ୍ତ ହଂସ, ନରହରି ହଂସ,ମେଡିଆ ସେଲ ଦିନେଶ ଛତ୍ରିଆ, ଝଙ୍କେଶ୍ୱର ବନ୍ଦିଛୋର,ହେରାମ୍ବ ବାଗ ଓ ଚିନ୍ତାମଣି ନେତାମଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଗଲା।  ଜିଲ୍ଲା କାର୍ଯକାରିଣୀ ସଭାପତି  ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର  ନବମନୋନୀତ  କର୍ମ କର୍ତ୍ତା ମାନଙ୍କୁ   ନିଜ ଦାୟିତ୍ୱ ଓ  କର୍ତ୍ତବ୍ୟ  ଜିଲ୍ଲା ସାମାଜିକ  ନିୟମାବଳୀ ଅନୁସାରେ   ତୁଲାଇବା ପାଇଁ  ଶପଥ ପାଠ  କରାଇଥିଲେ  l  ଶେଷରେ ନିତ୍ୟାନନ୍ଦ କଟା ଧନ୍ୟବାଦ  ଅର୍ପଣ କରିଥିଲେ  l  ଏହି ସଭାରେ  ପାଞ୍ଚ ଶହରୁ ଉର୍ଦ୍ଧ  ଯାଦବ ସମାଜର ବରିଷ୍ଠ କାର୍ଯ୍ୟ କର୍ତ୍ତା ଓ  ସମସ୍ତ ଆଞ୍ଚଳିକ ଯାଦବ ସମାଜର  ସଭାପତି / ସମ୍ପାଦକ  ଓ  ସଭ୍ୟବୃନ୍ଦ ଉପସ୍ଥିତ ରହିଥିଲେ  l ସମସ୍ତ ଯାଦବ କର୍ମ କର୍ତ୍ତା  ଗିରିଗୋବର୍ଧନ ପୂଜା ପୀଠର ଶ୍ରୀ ଶ୍ରୀକୃଷ୍ଣ ମହାପ୍ରଭୁଙ୍କ  ଠାରୁ  ସମାଜର ମଙ୍ଗଳ ପାଇଁ  କୃପା ଭିକ୍ଷା କରିଥିଲେ  l


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like