-+91-9937148622 |

prerana_bgr@rediffmail.com |

  Thursday 13th August 2026 |

| | | |

R.N.I. Regd No. ODIODI/2010/46693

Breaking News

ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||     

HOME   ଜିଲ୍ଲା

*ଶୋକାକୁଳ ପରିବେଶ ରେ ହେଲା ସ୍ବର୍ଗତ ଦଶରଥ ମେହେର ଙ୍କ ଅନ୍ତିମ ସଂସ୍କାର*- *ସୋନପୁର ଠାରେ ଯୋଗ ସେବା ସମିତି ପକ୍ଷରୁ ଦେଲେ ଶ୍ରଦ୍ଧାଞ୍ଜଳୀ*-

23-Oct-2025



ସୋନପୁର( ମନୋରଞ୍ଜନ ତ୍ରିପାଠୀ)
 ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ସାଗର ପାଲି ଗାଁ ର ବିଶିଷ୍ଟ ବ୍ୟକ୍ତି ତଥା ବୁଣାକାର ଦଶରଥ ମେହେର (୭୪ ) ଙ୍କ ଭୁବନେଶ୍ୱର ସମ୍ ହସପିଟାଲ ରେ ଚିକିତ୍ସାଧିନ ଅବସ୍ଥାରେ ଗତ ୨୧ ତାରିଖ ପୂର୍ବାହ୍ନ ରେ ପରଲୋକ ଘଟିଛି l ଶ୍ରୀ ମେହେର ଜଣେ ଶାନ୍ତ, ସରଳ, ଅମାୟିକ ବ୍ୟକ୍ତିତ୍ଵ ଥିବା ବେଳେ ସେ ଜଣେ ସଫଳ ଚାଷୀ, ରାମାୟଣ ପାଠକ, ଓ ବାନ୍ଧ କଳାରେ ନିପୂଣ  ଥିଲେ l ଏ ଖବର ପହଁଚିବା ପରେ ସାଗର ପାଲି ଗାଁ ସମେତ ସୋନପୁର ର ମାଣିକେଶ୍ଵରୀ ପ୍ଲଟ, ଉଦୟ ନଗର ଅଞ୍ଚଳ ରେ ଓ ଫରେଷ୍ଟ ପାର୍କ ର ଦିବ୍ୟ ଉର୍ଯ୍ୟା ଯୋଗ ସେବା ସମିତି ଓ ବିଭିନ୍ନ ସ୍ବେଛାସେବୀ ସଂଗଠନ ରେ ଶୋକ ଖେଳି ଯାଇଛି l  ଭୁବନେଶ୍ୱର  ହସ୍ପିଟାଲ୍ ରୁ ଫେରିବା ବେଳେ ୨୧ ତାରିଖ ରାତି ୧୦ ଟା ବେଳେ ସୋନପୁର ବ୍ଲକ ଛକ ଠାରେ ଯୋଗ ସେବା ସମିତି, ରକ୍ତ ଦାତା ସଂଘ, ସ୍ଵଚ୍ଛ ଭାରତ ସଙ୍ଗଠନ କର୍ମକର୍ତା ଓ ଉପସ୍ଥିତ ବହୁ ବୁଦ୍ଧିଜୀବୀ ସ୍ବର୍ଗତ ମେହେର ଙ୍କୁ ଅନ୍ତିମ ଦର୍ଶନ ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ l ଓ ଯୋଗ ସେବା ସମିତି ର ସକ୍ରିୟ ସଦସ୍ୟ ତଥା ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୁର୍ଯୋଧନ ମେହେର ଙ୍କ ଧାରଣା ପତ୍ନୀ ରୁକ୍ମିଣୀ ମେହେର ଙ୍କୁ ଅନୁଷ୍ଠାନ ପକ୍ଷରୁ ସମବେଦନା ଜଣାଇଥିଲେ l ଶ୍ରୀମତୀ ମେହେର ନିଜ ସଙ୍ଗଠନ ର ଆତ୍ମୀୟ ସ୍ୱଜନ ଙ୍କୁ ଦେଖି ପିତା ଙ୍କୁ ହରାଇଥିବା ଦୁଃଖ ରେ ରାସ୍ତା ଉପରେ ଜୋର୍ ରେ କାନ୍ଦି ପକାଇଥିଲେ ଓ ବାପା ଙ୍କୁ ଶେଷ ସମ୍ମାନ ଦେଇ ଥିବାରୁ ସଂଗଠନ ପାଖରେ ମୁଁ ଋଣି ହୋଇ ରହିବି ବୋଲି କହିଥିଲେ l ଅନୁଷ୍ଠାନ ର କର୍ମକର୍ତା ମଧ୍ୟ ଏ ଦୁଃଖରେ ଭାଙ୍ଗି ପଡ଼ି ଶ୍ରୀମତୀ ମେହେର ଙ୍କୁ ସାନ୍ତ୍ଵନା ଜଣାଇ ସଂଘ ପକ୍ଷରୁ ସାହସ ଯୋଗାଇଥିଲେ l ସାଗର ପାଲି ଗାଁ ରେ ସ୍ୱର୍ଗତ ମେହେର ଙ୍କ ମରଶରୀର ପହଁଚିବା ପରେ ଏକ ଶୋକାକୁଳ ପରିବେଶ ରେ ଶହ ଶହ ଲୋକେ ଶ୍ରୀ ମେହେର ଙ୍କୁ ଅନ୍ତିମ ଦର୍ଶନ କରିଥିଲେ l ବାଗଦୁଲି ନିକଟସ୍ଥ କୁକୁଡ଼ା ଜୋର ଶ୍ମଶାନ ଘାଟରେ ସ୍ୱର୍ଗୀୟ ମେହେର ଙ୍କ ଅନ୍ତିମ ସଂସ୍କାର କରା ଯାଇଥିଲା l  ଅନ୍ତିମ ସଂସ୍କାର ରେ ବଡ଼ ପୁଅ ଆନନ୍ଦ ମେହେର ପିତା ଙ୍କୁ ମୁଖାଗ୍ନୀ ଦେଇଥିଲେ l


News Comment




Photo in News

Advertisment
Lastest News
  ରାଜ୍ୟ  
ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା   13-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   12-Aug-2026
  ଜିଲ୍ଲା  
ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   12-Aug-2026
  ଜିଲ୍ଲା  
ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    12-Aug-2026
  ଜିଲ୍ଲା  
ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   12-Aug-2026
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026

You Might Also Like