-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
19-Oct-2025
ସୋନପୁର( ମନୋରଞ୍ଜନ ତ୍ରିପାଠୀ)
ଆଦର୍ଶ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ବାଇଗଣଜୁରୀ ପ୍ରାଥମିକ ବିଦ୍ୟାଳୟ ଠାରେ ସିଆରସିସି ଶ୍ରୀଯୁକ୍ତ ବ୍ରତାନନ୍ଦ ଭୋଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି |ବାବୁପାଲି ଉ. ପ୍ରା. ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶଶିଭୂଷଣ ନାୟକ, ମହେନ୍ଦ୍ରୀ ସାହୁ, ଶ୍ରୀମତୀ ମାନସୀ ମୁଦୁଲି,ଶ୍ରୀମତୀ ଯଶୋବନ୍ତୀ ମହାପାତ୍ର, ଶ୍ରୀମତୀ ବିନୋଦିନୀ ମହାପାତ୍ର, ଶ୍ରୀମତୀ ଅନୀତା ନାୟକ ଯୋଗଦେଇ ଶୈକ୍ଷିକ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଅକ୍ଟୋବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ପାଠ୍ୟ ଯୋଜନା, ଭାଷା ଓ ସଂଖ୍ୟା ଜ୍ଞାନ, ବର୍ଣ୍ଣାଳୀ, ଆସ ପଢିବା ଗଢିବା ଓଡିଶା, ଇତ୍ୟାଦି ଉପରେ ଆଲୋଚନା ହୋଇଥିଲା l ଶେଷରେ ଶିକ୍ଷୟିତ୍ରୀ ବିନୋଦିନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l