-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
19-Oct-2025
ଇଲାଙ୍ଗିର ବଲାଙ୍ଗିରନିକଟସ୍ତକଅଗାଁଶ୍ରୀଶ୍ରୀ ଧବଳେଶ୍ୱରମନ୍ଦିରପରିସରରେସଂକ୍ରାନ୍ତିଜାଗରଣଏବଂସତ୍ସଙ୍ଗ୍କାର୍ଯ୍ୟକ୍ରମଅନୁଷ୍ଠିତହୋଇଯାଇଛି । ୨୦୦୬ ମସିହାରୁ ପ୍ରତ୍ୟେକସଂକ୍ରାନ୍ତି ଦିବସରେହୋଇ ଆସୁଥିବାଏହିକାର୍ଯ୍ୟକ୍ରମକୁଭଗବତପ୍ରେମୀଗୁରୁ ପ୍ରସାଦ ମେହେରବକ୍ତାଭାବେ ଆସିଥିବାବେଳେରାଜିବଲୋଚନ ପୁଟେଲ, ଜୁଗଲ ଚନ୍ଦନ, ରତନ ମେହେରସହଯୋଗକରିଥିଲେ । ସଂଗଠନ ର ସଭାପତିତ୍ରିଲୋଚନ ମିଶ୍ର ଓ ସଂପାଦକ ଉଜ୍ୱଳ ପ୍ରସାଦ ସିଂହଙ୍କ ତତ୍ୱାବଧାନରେସୁପରିଚାଳନାହେଉଥିବାବେଳେକର୍ତ୍ତାରମାଇଁସିଂହଏବଂସହଧର୍ମିଣୀସୁନୀତାସିଂହଙ୍କ ସହ ଅନେକଶ୍ରଦ୍ଧାଳୂଉପସ୍ଥିତ ଥିଲେ ।