-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
12-Mar-2025
ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ଡାବୁଗାଁ କନ୍ୟା ଆଶ୍ରମ ନିକଟରେ ଜେ ରାଜଶେଖର ରାଓ ଙ୍କ "ଲାଇଫ ଷ୍ଟାଇଲ" ଦୋକାନ ଉନ୍ମୋଚିତ ହୋଇ ଯାଇଛି। ଏହି ଅବସରରେ ଜି ଗୋପାଳ କ୍ରିଷ୍ଣା ରାଓଙ୍କ କର କମଳ ରେ ଦୋକାନ ଉନ୍ମୋଚିତ ହୋଇ ଯାଇଛି। ଅତିଥି ଭାବେ ଡାବୁଗାଁ ତହସିଲଦାର ହରିଓମ୍ ଭୋଇ, ବିଡ଼ିଓ ଶରତ ମାଝୀ, ବିଜେପି ରାଜ୍ୟ ସଂପାଦକ ରମେଶ ଚନ୍ଦ୍ର ସାହୁ ଓ ପୂର୍ଣ୍ଣିମା ନାୟକ, ବରିଷ୍ଠ ଆଇନଜୀବୀ ଜୟନ୍ତ କୁମାର ପାତ୍ର, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ସୋମନାଥ ପୂଜାରୀ, ସୁରେଶ ପାତ୍ର , ନରେଶ ସିଂ ଲାଲ୍ , ପ୍ରେସ କ୍ଲବ ସଂପାଦକ ମିହିର ଶଙ୍କର ପାତ୍ର, ଜି କିରଣ କୁମାର, କଂଗ୍ରେସ ନେତା ଜି ସାଇ ରାଜୁ, ବିଜେଡ଼ି ର ବରିଷ୍ଠ ନେତା ଏମ୍ ଆପା ରାଓ ଓ ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଷୟୀ, ସାମ୍ବାଦିକ ବାବୁଲି ପାଳ, ଭୀମସେନ ଜେନା, କ୍ଷେତ୍ରମୋହନ ପାତ୍ର, ଧନୁର୍ଜୟ ବେହେରା, ରତନ କଲାର, ଶ୍ୟାମା କଲାର, ବନ୍ଧୁ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।