-+91-9937148622 |

prerana_bgr@rediffmail.com |

  Thursday 7th May 2026 |

| | | |

R.N.I. Regd No. ODIODI/2010/46693

Breaking News

କୁରସୁଡରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ   (06-May-2026)       ||      ବନ ବିଭାଗ ଚଢ଼ଉ ବଦଳରେ ଚୁପ୍ ରହିବା ନେଇ ସନ୍ଦେହ   (06-May-2026)       ||      *ଉଲୁଣ୍ଡା ଅଞ୍ଚଳ ରେ ଗଞ୍ଜେଇ ଓ ମଦ ଜବତ*-   (06-May-2026)       ||      ପାର୍ବତୀଗିରି ମହିଳା କଲେଜ, ବରଗଡ଼ରେ ସୁସଂଗଠିତ ପୂର୍ବ ଛାତ୍ରୀ ତଥ୍ୟଭଣ୍ଡାର ଆରମ୍ଭ   (06-May-2026)       ||      ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ   (06-May-2026)       ||      ଖରିଫ ବିପଣନ ବର୍ଷ ୨୦୨୫-୨୬ ରେ ରବି ଧାନ ସଂଗ୍ରହ ପାଇଁ ବଲାଙ୍ଗୀର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ   (06-May-2026)       ||      ବିଧାୟିକା ସୋଫିଆଙ୍କ ଜନସମ୍ପର୍କ ପଦଯାତ୍ରା   (06-May-2026)       ||      ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ   (06-May-2026)       ||      *ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   (05-May-2026)       ||      ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   (05-May-2026)       ||      ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   (05-May-2026)       ||      ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   (05-May-2026)       ||      ବାତ୍ୟା ଆଶଙ୍କା । ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ସୃଷ୍ଟି    (05-May-2026)       ||      ଗୋଡଭଗାରେ ଡକ୍ଟର ଚିତ୍ତରଂଜନ ଜେନାକୁଂ ସମ୍ବର୍ଦ୍ଦନା ପ୍ରଦାନ କଲେ ଆଞ୍ଚଳିକ ସାହିତ୍ୟ ପରିଷଦ   (05-May-2026)       ||      ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ   (05-May-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୦ଟି ଦରଖାସ୍ତ ଗ୍ରହଣ, ୬ଟିର ତୁରନ୍ତ ସମାଧାନ   (05-May-2026)       ||      ବରପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ତ୍ରି ଦିବସୀୟ ସାମୁହିକ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ   (05-May-2026)       ||      ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍‌ଘାଟନ କଲେ ନରସିଂହ   (05-May-2026)       ||      ବୁଢୀପଦର ଠାରେ ଷୋହଳପ୍ରହରୀ ନାମଯଂଜ୍ଞ ଅନୁଷ୍ଠିତ   (05-May-2026)       ||      ବାଘ୍ ନାଇଁ ଦେଖଲେ ବିଲେଇ ଦେଖ   (05-May-2026)       ||     

HOME   ଜିଲ୍ଲା

ପଞ୍ଚମ ପାପକ୍ଷୟ ଲୋକ ମହୋତ୍ସବ ଉଦ୍‌ଘାଟିତ

13-Feb-2025



ବିନିକା(ହିମାଂଶୁ ପଟେଲ): ବିନିକା ମାଟିର କଳା ସଂସ୍କୃତିର ପ୍ରତୀକ ଭାବେ ପରିଚିତ ପଞ୍ଚମ ପାପକ୍ଷୟ ଲୋକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି l ଏହାକୁ ନେଇ ସହର ସମେତ ବିନିକା ଅଞ୍ଚଳ ଉତ୍ସବ ମୁଖରିତ ହୋଇଛି। ୧୧ରୁ ୧୪ ପର୍ଯ୍ୟନ୍ତ ୪ ଦିନ ଧରି ମହୋତ୍ସବ ଆୟୋଜିତ ହେବ । ଅଞ୍ଚଳର କଳାପ୍ରେମୀ ଯୁବକ ମଶାଲ ଧରି ପୂଣ୍ୟପୀଠ ପାପକ୍ଷୟରୁ ବାଇକ ଶୋଭାଯାତ୍ରାରେ ବିନିକା ଇଷ୍ଟଦେବୀ ମାଁ ନାରାୟଣୀ ମନ୍ଦିରକୁ ପହଞ୍ଚିଥିଲେ । ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା ପରେ ବିନିକାର ପାଲା, ବାଡ଼ିଖେଳ, କଇନ୍ତରାର କରମା, କରତଙ୍ଗର ପରଭା, ସକମାର ସଞ୍ଚାର, ଚଡ଼େଇପଙ୍କର ଘୁବୁକୁଡୁ ଆଦି ସାଂସ୍କୃତିକ ଅନୁଷ୍ଠାନ ସହ ୨୦୦ରୁ ଉର୍ଦ୍ଧ୍ବ କଳାକାର ପାଦରେ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ଶୋଭାଯାତ୍ରାରେ ବାହାରିଥିଲେ। ଶୋଭାଯାତ୍ରା l ସହର ପରିକ୍ରମା କଲା ପରେ ଡାକ୍ତରଖାନା ସମ୍ମୁଖ ମହୋତ୍ସବ ମଞ୍ଚରେ ପୂଜାର୍ଚ୍ଚନା କରାଯାଇଥିଲା। ସନ୍ଧ୍ୟାରେ ପାପକ୍ଷୟ ଲୋକ ମହୋତ୍ସବ ମଞ୍ଚ ଉଦ୍‌ଘାଟିତ ହୋଇଛି। ସନ୍ଧ୍ୟାରେ ମହୋତ୍ସବ ମଞ୍ଚକୁ କମିଟି କର୍ମକର୍ତ୍ତା ଓ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ବିନିକା ତହସିଲଦାର ସୀତାରାମ ଭୋଇ ଉଦ୍‌ଘାଟନ କରିଥିଲେ ବିନିକା ବିଡିଓ ମଣ୍ଟୁ ଖମାରୀ, ବରିଷ୍ଠ ଆଇନଜୀବୀ ତଥା ସାର୍ବଜନୀନ ଦୁର୍ଗା ପୂଜା କମିଟି ସଭାପତି ସନ୍ତୋଷ ପଣ୍ଡା, ବିନିକା ଓକିଲ ସଂଘ ସଭାପତି ସୁଧାଂଶୁ ଦାଶ, ଯୁବ ସଂଗଠକ ନବକୃଷ୍ଣ ଦନ୍ତା, ଉପସଭାପତି ପ୍ରଦୀପ ସେଠୀ, ଦେବରାଜ ମେହେର, ବିଜୟ ନାରାୟଣ ବରେଇ, ମହୋତ୍ସବ କମିଟି ସଭାପତି ପ୍ରଶାନ୍ତ ଦଣ୍ଡସନା, ସମ୍ପାଦକ ଧର୍ମେନ୍ଦ୍ର ସାହୁ, ଉମାକାନ୍ତ ଦୀପଙ୍କ ସହ  ବହୁ ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ସମ୍ମାନୀତ ଅତିଥି ଯୋଗଦେଇଥିଲେ l ସାଂସ୍କୃତିକ ସଂଧ୍ୟା ରେ ନୃତ୍ୟ ଗୁରୁ ସଂଗୀତା ଦାସ ଙ୍କ ନିର୍ଦ୍ଦେଶନାରେ ସଂଜ୍ୟୋତ୍ କଳା କେନ୍ଦ୍ର ବଲାଙ୍ଗିର ର କଳାକାର ମାନଙ୍କର ଲୋକ ନୃତ୍ୟ ଓ ଲୋକ ଗୀତ ରେ ଦୁଲୁକିଲା ମଞ୍ଚ । କଣ୍ଠ ଶିଳ୍ପୀ ନୁର ବେଗମ୍, ଶତ୍ରୁଘ୍ନ ଲୁହା ବରିଷ୍ଠ କଳାକାର ଅଞ୍ଚଳର  ମହୋତ୍ସବ କଳା ଓ କଳାକାରଙ୍କ ମଞ୍ଚ ବୋଲି ମତ ପ୍ରକାଶ ପାଇଥିଲା। ଲୋକ ମହୋତ୍ସବରେ ପ୍ରଥମ ଥର ପାଇଁ ପଲ୍ଲୀଶ୍ରୀ ମେଳା ଆୟୋଜିତ ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
କୁରସୁଡରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ   06-May-2026
  ରାଜ୍ୟ  
ବନ ବିଭାଗ ଚଢ଼ଉ ବଦଳରେ ଚୁପ୍ ରହିବା ନେଇ ସନ୍ଦେହ   06-May-2026
  ଜିଲ୍ଲା  
*ଉଲୁଣ୍ଡା ଅଞ୍ଚଳ ରେ ଗଞ୍ଜେଇ ଓ ମଦ ଜବତ*-   06-May-2026
  ଜିଲ୍ଲା  
ପାର୍ବତୀଗିରି ମହିଳା କଲେଜ, ବରଗଡ଼ରେ ସୁସଂଗଠିତ ପୂର୍ବ ଛାତ୍ରୀ ତଥ୍ୟଭଣ୍ଡାର ଆରମ୍ଭ   06-May-2026
  ରାଜ୍ୟ  
ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ   06-May-2026
  ରାଜ୍ୟ  
ଖରିଫ ବିପଣନ ବର୍ଷ ୨୦୨୫-୨୬ ରେ ରବି ଧାନ ସଂଗ୍ରହ ପାଇଁ ବଲାଙ୍ଗୀର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ   06-May-2026
  ଜିଲ୍ଲା  
ବିଧାୟିକା ସୋଫିଆଙ୍କ ଜନସମ୍ପର୍କ ପଦଯାତ୍ରା   06-May-2026
  ଜିଲ୍ଲା  
ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ   06-May-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   05-May-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   05-May-2026
  ଜିଲ୍ଲା  
ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   05-May-2026
  ରାଜ୍ୟ  
ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   05-May-2026

You Might Also Like