-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ଘଣ୍ଟାପଡା ପୋଲିସକୁ ମିଳିଛି ବଡ଼ ସଫଳତା– ନୂଆମୁଣ୍ଡା ଗ୍ରାମର ବ୍ୟାସ ବାରିକ ହତ୍ୟା ଘଟଣା; ୭ ଅଭିଯୁକ୍ତ ଗିରଫ ଓ ଦେଶୀ ପିସ୍ତଲ, ଜୀବନ୍ତ ଗୁଳି,ଭୁଜାଲି, ଷ୍ଟିଲ ପାଇପ ଓ ଗୋଟିଏ ବୋଡ଼କିନ ଜବତ 

10-Feb-2025



କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା  ଘଣ୍ଟାପଡ଼ା ଥାନା ଅଧିନ ନାରାୟଣପ୍ରସାଦ-ବରଗାଁ ରାସ୍ତା ପତ୍ରଫଡି ନିକଟରେ ଗତ ଚାରିମାସ ତଳେ ହୋଇଥିବା ହତ୍ୟା ଘଟଣାରେ ୭ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ହତ୍ୟା ଘଟଣାରେ ବ୍ୟବହୃତ ଦୁଇଟି ଦେଶୀ ପିସ୍ତଲ, ୧୬ଟି ଜୀବନ୍ତ ଗୁଳି, ରକ୍ତ ଲାଗିଥିବା ଗୋଟିଏ ଷ୍ଟିଲ ରଡ଼, ରକ୍ତ ଲାଗିଥିବା ଗୋଟିଏ ଭୁଜାଲି ସହ ଗୋଟିଏ ବୋଡ଼କିନ ଅଭିଯୁକ୍ତ ମାନଙ୍କ ଠାରୁ ଜବତ କରିବା ସହ ହତ୍ୟା ଓ ବେଆଇନ ମାରଣାସ୍ତ୍ର ନିଷେଧ ଆଇନ ରେ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଏକ ପ୍ରେସବିବୃତି ଜରିଆରେ ଜଣାଇଛି ଘଣ୍ଟାପଡା ପୋଲିସ  l  ସୂଚନାମତେ ଗତ ତା ୦୮.୧୦.୨୦୨୪ରିଖ ରାତି ପ୍ରାୟ ୭ଘଣ୍ଟା ସମୟରେ କିଛି ଅଜଣା ଦୁର୍ବୃତ୍ତ ଘଣ୍ଟାପଡା ଥାନା ନାରାୟଣପ୍ରସାଦ ର ନୁଆଁମୁଣ୍ଡା ଗ୍ରାମର କୁଶଳେଶ୍ୱର ବାରିକଙ୍କ ଏକ ମାତ୍ର ପୁଅ ବ୍ୟାସ ବାରିକ (୨୫)ଙ୍କୁ ବନ୍ଧୁକରେ ଗୁଳି କରିବା ସହ ଧାରୁଆ ଅସ୍ତ୍ର

ସାହାଯ୍ୟରେ ଅତି ନିର୍ମମ ଭାବେ ହତ୍ୟା କରି ନାରାୟଣପ୍ରସାଦ-ସେଲlମାଲ ରାସ୍ତା ନିକଟ ପତ୍ରଫଡି ପାଖ ଏକ ବିଲରେ ଫିଙ୍ଗିଦେଇଥିବା ନେଇ ଘଣ୍ଟାପଡା ଥାନାରେ ସିଲେଟପଡ଼ା ଗ୍ରାମର ଦିବ୍ୟ ବାରିକ (୩୧)ଅଭିଯୋଗ କରିଥିଲେ  l  ଅଭିଯୋଗ କୁ ଆଧାର କରି ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଙ୍କ ପ୍ରତ୍ୟେକ୍ଷ୍ୟ ତତ୍ୱାବଧାନରେ ଘଣ୍ଟାପଡା ଥାନାଧିକାରୀ ସବଇନ୍ସପେକ୍ଟର ନରସିଂହ ମହାପାତ୍ର ଘଟଣାର ତଦନ୍ତ ଆରମ୍ଭ କରି ତା୧୧.୧୦.୨୦୨୪ରେ ନାରାୟଣପ୍ରସାଦ ଗ୍ରାମର କିରତି ବାଘ ଓରଫ ଦିନେଶ (୨୫)କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣା ସହ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ କେସ ନଂ ୧୨୯/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରି ଶେଷରେ ବଡ଼ ସଫଳତା ପାଇଥିଲେ l  ରବିବାର ତା ୦୯. ୦୨. ୨୦୨୫ରିଖ ଦିନ  ଘଣ୍ଟାପଡା ଥାନା ଦେଢ଼େନମାଲ ଆଦିବାସୀ ପଡିଆ ସ୍ଥିତ କ୍ଲବ ଘର ଠାରେ ଅଭିଯୁକ୍ତ ମାନେ ରାଜ୍ୟ ବାହାରକୁ ଖସି ଚାଲିଯିବାକୁ ଯୋଜନା କରୁଥିବା ନେଇ ସୂଚନା ପାଇ ଘଣ୍ଟାପଡା ଥାନାଧିକାରୀ ନରସିଂହ ମହାପାତ୍ର ଏକ ପୋଲିସ ଟିମ ସହ ଚତୁରତାର ସହ ଚଢ଼ାଉ କରି ୭ଜଣ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ   l   ଅଭିଯୁକ୍ତ ମାନେ ଘଣ୍ଟାପଡା

ଥାନା ନାରାୟଣପ୍ରସାଦ ର ମନ୍ଦିର ସାହି ର ଜିତେନ୍ଦ୍ର ମହାକୁଡ଼ (୨୮), ରଥପଡା ଗ୍ରାମର ବିକାଶ ଷlଣ୍ଢ (୨୮), ଜଗନ୍ନାଥ ମନ୍ଦିର ସାହି ର ରାଜେଶ ବାଘ ଓରଫ ଗୁଣ୍ଠି (୨୦),ସାନଖୋଲି ର ଶ୍ରୀଧର ସାହୁ (୨୧), ତଳସାହି ଗ୍ରାମର ଶେଷ ପ୍ରଧାନ (୨୪), ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଜଣ୍ଟିପଦର ଗ୍ରାମର ରତନ ପ୍ରଧାନୀ ଓରଫ ହଲୁ (୨୧)ବର୍ତମାନ ବାସସ୍ଥାନ ଘଣ୍ଟାପଡା ଥାନା ନାରାୟଣପ୍ରସାଦ ତଳିସାହି ଗ୍ରାମ ଓ ପୁରୀ ଜିଲ୍ଲା ପିପିଲି ଥାନା ମଙ୍ଗଳପୁର ଗ୍ରାମର ଲିଟୁନା ବିଶ୍ଵାଳ ଓରଫ ରାଜା (୩୧) ହୋଇଥିବା ପୁଲିସ ସୂଚନା ଦେଇଛି  l  ଗଞ୍ଜେଇ ବ୍ୟବସାୟ କୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ହୋଇଥିବା କଳି ଓ ଝଗଡା କୁ ନେଇ ନାରାୟଣପ୍ରସାଦର ବ୍ୟାସ ବାରିକକୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ନେଇ ଅଭିଯୁକ୍ତମାନେ ପୁଲିସ ତଦନ୍ତ ସମୟରେ ନିଜ ବୟାନରେ ସ୍ୱୀକାର କରିଥିଲେ  l ଅଭିଯୁକ୍ତ ମାନେ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ୨ଟି ଦେଶୀ ପିସ୍ତଲ, ରକ୍ତଲଗା ଷ୍ଟିଲ ପାଇପ, ଭୁଜାଲି,୧୬ଟି ଜୀବନ୍ତ ଗୁଳି ଓ ଗୋଟିଏ ବୋଡ଼କିନ ଉଦ୍ଧାର କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପ୍ରେସ ବିଜ୍ଞାପ୍ତି ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ପୋଲିସ  l


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like