-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

୧୬ତମ ମଠଖାଇ ମହୋତ୍ସବ ଉଦଘାଟିତ, ପଥୋତ୍ସବରେ ଉଲ୍ଲସିତ ବଲାଙ୍ଗୀର

05-Jan-2025



ବଲାଙ୍ଗୀର (ପ୍ରେରଣା ଖବର): ଆଜି ସକାଳେ ସ୍ଥାନୀୟ ମଠଖାଇ ମନ୍ଦିରରେ ନାଟ୍ୟଦୀପର ପୂଜା କରି ଭୂମିକା ଓ ମଠଖାଇ ମହୋତ୍ସବର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ନାଟ୍ୟଦୀପକୁ କୋଶଲ କଳାମଣ୍ଡଲକୁ ଅଣାଗଲା | ସେହି ସ୍ଥାନରେ ମହୋତ୍ସବର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଓ ମହୋତ୍ସବର ଉପଦେଷ୍ଟା ମଧୁସୂଦନ ପତି ଏହି ନାଟ୍ୟଦୀପକୁ ସ୍ଥାପନ କଲେ |ଏହି କାର୍ଯ୍ୟକ୍ରମରେ ସନାତନ ଠାକୁର, ବିଜୟ ତ୍ରିପାଠୀ, ଟୁନା ମହାନ୍ତି, ଭବାନୀ ଶତପଥି, ପ୍ରହଲ୍ଲାଦ ଶତପଥି, ଭୂମିକାର ସଭାପତି ଅଶୋକ ଦାସ, ବରିଷ୍ଠ

ସଭ୍ୟ ରୁଦ୍ରଦେବ ପ୍ରଧାନ, ମହେନ୍ଦ୍ର ମଲ୍ଲିକ, ଚିତ୍ତରଞ୍ଜନ ଦାସ, ଅଖିଳ ହୋତା,  ବୀରେନ୍ଦ୍ର ବନଛୋର, ଧର୍ମେନ୍ଦ୍ର ନନ୍ଦ, ବ୍ୟାସଦେବ ନନ୍ଦ, ନୟନ ମହାନ୍ତି, ପ୍ରିୟ ବହିଦାର, କୃଷ୍ଣଚନ୍ଦ୍ର ମହାପାତ୍ର, ସୁରୁଲାଲ ମଟାରୀ, ଅଜୟ ବାଲି, ରାମ ଦାସ, ମୁରଲୀ ପତି, ଗୌର ମହାପାତ୍ର, ସଂଗ୍ରାମ ବହିଦାର, ଜୟକୃଷ୍ଣ ମିଶ୍ର, ବାସୁଦେବ ସା, ଲଳିତ ସାହୁ, ପ୍ରକାଶ ଦାସ, ଶକ୍ତି ମିଶ୍ର, ଚଗଲା ପରିଛା, ମାନସ ମହାନ୍ତି, ଟିଟୁ ରଣା, ଅଙ୍କିତ ସାହୁ, ବୁଲୁ ଦାନୀ ପ୍ରମୁଖ ସହଯୋଗ କରିଥିଲେ | ଏହାପରେ କୋଶଲ କଳାମଣ୍ଡଲରୁ ଏକ ବାଇକ ଶୋଭାଯାତ୍ରା ବାହାରି ସହରର ରୁଗୁଡ଼ିପଡ଼ା, ତୁଳସୀନଗର ପୂଜା ମଣ୍ଡପ, ପେଲେସ ଲାଇନ ପୂଜା ମଣ୍ଡପ, କଲେଜ ଛକ ପୂଜା ମଣ୍ଡପ, ସରକାରୀ ବସ୍ ଷ୍ଟାଣ୍ଡ, ପାଟଣେଶ୍ୱରୀ ମନ୍ଦିର ଓ ବିକ୍ରମ ଛକ ପୂଜା ମଣ୍ଡପରେ ଅନୁଷ୍ଠିତ ପଥୋତ୍ସବ କାର୍ଯ୍ୟକ୍ରମକୁ ପରିଦର୍ଶନ କରିଥିଲେ | ମଠଖାଇ ମହୋତ୍ସବର ପଥୋତ୍ସବ ଉପଲକ୍ଷେ ୫ ତାରିଖ ସକାଳୁ ସହରର ବିଭିନ୍ନ ସ୍ଥାନରେ ମଲମୁଣ୍ଡା ବଜାଶାଲ

ଅନୁଷ୍ଠାନର ଦୂଲଦୁଲି, ଭାଲେର ସମଲେଶ୍ୱରୀ କଳାପରିଷଦର ଡାଲଖାଇ, କୁଟେନପାଲି ଭବାନୀଶଙ୍କର କଳାପରିଷଦର ଦଣ୍ଡ ନାଚ, ଝାରମୁଣ୍ଡା ଆଞ୍ଚଳିକ କଳାପରିଷଦର କଂସ ଦରବାର, ଆର ଆର କଲୋନୀର କରମସାନି, ଆଦିବାସୀ କଲୋନୀ ବାରପୁଡୁଗିଆର ମହିଳା ସଂକୀର୍ତନ ମଣ୍ଡଳୀ ଓ ବଲାଙ୍ଗୀର ପଞ୍ଚମ ଅନୁଷ୍ଠାନ ତରଫରୁ ବିଭିନ୍ନ ନୃତ୍ୟ ଓ ସଂଗୀତର କାର୍ଯ୍ୟକ୍ରମ ପରିବେଶଣ ହୋଇଥିଲା | ଏହାଦ୍ୱାରା ସହରରେ ମହୋତ୍ସବର ଏକ ଭିନ୍ନ ବାତାବରଣ ପରିଲକ୍ଷିତ ହୋଇଥିଲା | ସନ୍ଧ୍ୟାରେ କୋଶଲି ନାଟକ ଅଦମଖୋର ପଦମପୁର ଲୁ ନାଟ୍ୟସଂସ୍ଥା ତରଫରୁ ଓ ଡାଲଖାଇ ନାଚ ପରିବେଷିତ ହେବ ବୋଲି ଭୂମିକାର ସଭାପତି ଅଶୋକ ଦାସ ପ୍ରକାଶ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like