-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଖେଳ

ସୁମନ୍ତ ମେମୋରିଆଲ ଭେଟେରାନ କ୍ରିକେଟମ୍ୟାଚ,ନବକିଶୋର ଭେଟେରାନଦଳ ବିଜୟୀ, ଶିବୁ ବାଘ ମେନ ଅଫଦି ମେଚ

05-Jan-2025



ବଲାଙ୍ଗୀର(ପ୍ରେରଣା ଖବର)-ଆଜି ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ ଠାରେ ପୂର୍ବତନ କ୍ରୀଡାସଂଗଠକ ସ୍ୱର୍ଗତ ସୁମନ୍ତ ଭୋଇଙ୍କ ସ୍ମୃତିରେ ଏକଦିବସୀୟ ଭେଟେରାନ କ୍ରୀକେଟମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗୀର ଭେଟେରାନ ୧୧ ଓ ରୁଗୁଡିପଡା ନବକିଶୋର ଭେଟେରାନ ଦଳ ମଧ୍ୟରେ ୧୫ ଓଭରର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ହୋଇଥିଲା । ଟସ ଜିଣି ନବକିଶୋର ଦଳ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୧୫ଓଭରରେ ଏହି ଦଳ ୬ଟି ୱିକେଟ ହରାଇ ୧୨୪ ରନ ସଂଗ୍ରହ କରିଥିଲା । ସେକେଣ୍ଡ ଇନିଙ୍ଗସରେ ବଲାଙ୍ଗୀର ଭେଟେରାନଦଳ ବ୍ୟାଟିଂକରି ୧୫ ଓଭରରେ ୭ଟି ୱିକେଟ ହରାଇ ମାତ୍ର ୬୮ରନ ସଂଗ୍ରହ କରିପାରିଥିଲେ । ଏହି ବନ୍ଧୁତ୍ୱପୂର୍ଣ୍ଣମ୍ୟାଚରେ ନବକିଶୋର କ୍ରିକେଟକ୍ଲବ ବିଜୟୀ ହୋଇଥିଲେ । ନବକିଶୋର ଭେଟେରାନ ଦଳର କ୍ୟାପଟେନ ଶିବୁ ବାଘ ସର୍ବାଧିକ ୬ଟି ଛକ୍କା ସହ ୫୨ ରନ ସଂଗହ କରି ମ୍ୟାନଅଫଦି

ମ୍ୟାଚ ଘୋଷିତ ହୋଇଥିଲେ । ଆଜି ଦିନ ୧୧ଟା ସମୟରେ ନବକିଶୋର ଭେଟେରାନ ଦଳର କ୍ୟାପଟେନ ଶିବୁ ବାଘ ଓ ବଲାଙ୍ଗୀର ଭେଟେରାନ ଦଳର କ୍ୟାପଟେନ କୃଷ୍ଣଚନ୍ଦ୍ର ଦାନୀଙ୍କ ମଧ୍ୟରେ ଟସ କରାଯାଇଥିଲା । ନବକିଶୋରଦଳ ଟସଜିଣି ବ୍ୟାଟିଂ କରିବାକୁ ନିଶ୍ପତ୍ତି ନେଇଥିଲେ। ପ୍ରାରମ୍ଭରେ ଜିଲ୍ଲା କ୍ରିଡା ସଂସଦର ବରିଷ୍ଠସଦସ୍ୟ ଶତୃଘ୍ନ ସିଂ, ଦେବେନ୍ଦ୍ର ମିଶ୍ର,ସ୍ୱର୍ଗତ ସୁମନ୍ତ ଭୋଇଙ୍କ ଧର୍ମପତ୍ନୀ ବୀଣାପାଣି ଭୋଇ,ପୁତ୍ର ସାର୍ଥକ ଭୋଇ ଓ ମଧୁଲିସା ପଟ୍ଟନାୟକ ଖେଳାଳିଙ୍କୁ ଟୋପିପିନ୍ଧାଇ ମ୍ୟାଚର ଉଦଘାଟନ କରିଥିଲେ । ବଲାଙ୍ଗୀର ଭେଟେରାନ ଦଳରେ କୃଷ୍ଣଚନ୍ଦ୍ର ଦାନୀଙ୍କ ନେତତ୍ୱରେ ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ,ବରିଷ୍ଠ ପୋଲିସ ଅଧିକାରୀ ଆନନ୍ଦବର୍ଦ୍ଧନ ଗୁରୁ,ବ୍ୟାଙ୍କ ଅଧିକାରୀ  ବଳରାମ ମହାପାତ୍ର,ପୂର୍ବତନ ରଂଜି ଖେଳାଳି ସୂର୍ଯ୍ୟନାରାୟଣ

ମିଶ୍ର,ମାନଭଞ୍ଜନ ଯୋଷୀ ପ୍ରମୁଖ ଖେଳିଥିଲେ । ଠିକ ସେହିପରି ନବକିଶୋର ଭେଟେରାନ ଦଳରେ ଶିବୁ ବାଘଙ୍କ ନେତୃତ୍ୱରେ ଡ.ବେଣୁଧର ପାଣ୍ଡେ,ଚେତନାନନ୍ଦ ପଣ୍ଡା,ନୟନ ମହାନ୍ତି,ଅମିତ ମହାନ୍ତି,ମନୋଜ ଚିନ୍ଦା,ହେମନ୍ତ ସାହାଣୀ,ଜିଭନ ବାଙ୍କ,ସୁନିଳ ବେହେରା,ନାଭ ବେହେରା,ମଦନ ହୋତା,ସଙ୍କେତ ବଗର୍ତ୍ତି,ରଂଜନ ଠାକୁର,ଗୋଲକ ସିଂଦେଓ ଖେଲୁଥିଲେ । ଖେଳରେ ପ୍ରଦୀପ ମହାନ୍ତି ଓ ପୃଥ୍ୱୀରାଜ ମିଶ୍ର ଅମ୍ପାୟାରିଂ କରିଥିଲେ । ଏହି ଅବସରରେ ବିଶିଷ୍ଟ କଣ୍ଠଶିଲ୍ପୀ ବ୍ୟାସଦେବ ପୁରୋହିତ,ଶିବାନନ୍ଦ ତ୍ରୀପାଠୀଙ୍କ ଟିମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ କମିଟିର ହରିନାରାୟଣ ପୂଜାହାରୀ,ମନୋରଂଜନ ଯୋଷୀ, ଶଶିଶେଖର ପଣ୍ଡା, ସୁଧିର ନନ୍ଦ,ଟୁକୁ ପଟ୍ଟନାୟକ, ଦୀପକ ନନ୍ଦ,ଲିଟୁ ପଟ୍ଟନାୟକ,ମୁନା ଶତପଥି,ରଜନୀକାନ୍ତ ସେଠ୍‌, ଭାଗୀରଥୀ ମହାକୁର, ପୂର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରମୁଖଙ୍କ ସହିତ ଶତାଧିକ ଲୋକ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like