-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
04-Jan-2025
ନୁଆପଡ଼ା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ ସୁନାପୁର ଗ୍ରାମ ପଞ୍ଚାୟତ ର ବାଗବାହାଲ ଗ୍ରାମର ଭଜମନ ହାତୀ ର ଦଶ ଟି ଛେଳି କୁ ଆଜି ରାତ୍ରିରେ ଚିତା ବାଘ ମାରି ଖାଇଛି । ଏବଂ ଆଉ ଦଶଟି ଛେଳିକୁ ଆଘାତ କରିଛି । ସୂଚନା ଅନୁସାରେ ବନ ବିଭାଗ ର କର୍ମଚାରୀ ଏବଂ ପଶୁ ଡାକ୍ତର କର୍ମଚାରୀ ଗ୍ରାମକୁ ପହଂଛନ୍ତି।
ନୁଆପଡ଼ା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ