-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
12-Dec-2024
କଳାହାଣ୍ଡି,କୋକସରା (ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡlଗୁଡା ଗ୍ରାମ ପଂଚାୟତ ସର୍ଗିଗୁଡ଼ା ଗ୍ରାମ ରେ ଚଳିତ ବର୍ଷ ଗ୍ରାମ୍ୟ କମିଟି ପକ୍ଷରୁ ମହା ଲକ୍ଷ୍ମୀ ପୂଜା ଧୁମ ଧାମ ରେ ପାଳିତ ହୋଇ ଯାଇଛି l ଏହି ପୂଜା କାର୍ଯ୍ୟକ୍ରମ ଯଜମାନ ମାନ ଭାବରେ ନକୂଳ ମାଝୀ ଧର୍ମପତ୍ନୀ ରାଧା ରାଣୀ ମାଝୀ ରହି ଥିବା ବେଳେ ଗ୍ରାମର ଭଦ୍ର ବ୍ୟକ୍ତି ମାନେ ହେଲେ କୁର୍ତ୍ତିବାସ ମାଝୀ, ହିରଣ ମାଝୀ, ରୁଷି ମାଝୀ, ଲଳିତ ନାୟକ, ଶିବ ମାଝୀ, ଡମ୍ବରୁ ଧର ମାଝୀ, ପବିତ୍ର ମାଝୀ, ଗବ୍ର ମାଝୀ, ସନୁ ମାଝୀ, ଲକପତି ମାଝୀ, ଲଚ୍ଚିମ ମାଝୀ,କିରତନ ରାଉତ, ମସ୍ତ ରାମ ମାଝୀ, ମଧୁ ମାଝୀ,ଙ୍କ ନେତୃତ୍ୱ ରେ ମହା ଆଡମ୍ବର ସହକାରେ ମା ମହା ଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ ହୋଇଥିଲା l ଏହି ପୂଜାରେ ଗାଁ ର ସମସ୍ତ ପୁରୁଷ ଓ ମହିଳା. ଯୁବକ,ଯୁବତୀ ଓ ଆଖ ପାଖ ଅଞ୍ଚଳ ର ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇ ଥିଲେ l ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l