-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
12-Dec-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ସୋନପୁର ମଝି ପଡ଼ା ରାମଜୀ ମନ୍ଦିର ଠାରେ ଜିଲ୍ଲା ଯାଦବ ସମାଜ ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି l ସମାଜ ର ଅବିବାହିତ ପୁଅ ଝିଅ ଙ୍କ ବିବାହ ଯୋଗ ସୂତ୍ର ଆଲୋଚନା ଥିଲା ଏହାର ମୂଳ ଲକ୍ଷ୍ୟ l ଶ୍ରୀ କ୍ଷୀର ମୋହନ ଅଦାବର ଙ୍କ ପୌରହିତ୍ୟ ରେ ଓ ମନ ବୋଧ ଭୋଇ, ଡ଼ା ସୌରୀ ନାରାୟଣ ଷlଣ୍ଢ ଙ୍କ ତତ୍ତ୍ଵl ବଧାନ ରେ ଏହି ସଭା ଅନୁଷ୍ଟିତ ହୋଇଥିଲା l ଯୁବ ଯାଦବ ସମାଜ ର ସଭାପତି ସୁରେଶ କୁମାର ଷlଣ୍ଢ, ଯାଦବ ସମାଜ ପୌରlଞ୍ଚଳ ସଭାପତି ପ୍ରଫୁଲ୍ଲ ନାଏକ, ଜିଲ୍ଲା ଯାଦବ ସମ୍ପାଦକ ପିତ ବାସ ଭୋଇ, କୋଷାଧ୍ୟକ୍ଷ ଅଭିମନ୍ୟୁ ବଗର୍ତ୍ତି , ବିଏମ୍ ପୁର ବ୍ଲକ ର ଇନ୍ଦ୍ର ଜିତ୍ ପରୁଆ, ବସନ୍ତ ମହାକୁଡ଼, ବିନିକା ବ୍ଲକ ର ଆଦିତ୍ୟ ବାଗ , ଉଲୁଣ୍ଡା ବ୍ଲକ୍ ର କନ୍ଦର୍ପ ବାଘ ପ୍ରମୁଖ ନିଜ ନିଜ ର ସୁ ଚିନ୍ତିତ ମତା ମତ ଦେଇଥିଲେ l ସମ୍ବଲପୁର ଜିଲ୍ଲା ର କୃଷ୍ଣ ଗୁରୁ ଆଦାବର୍, ହୀରାକୁଦ ର ଲକ୍ଷ୍ମଣ ପୋଡ଼ ଯୋଗ ଦେଇଥିବା ବେଳେ ମହିଳା ସଦସ୍ୟ ଶ୍ରୀମତୀ ସଂଯୁକ୍ତା ଆଦlବର୍, ସବିତା ଷlଣ୍ଢ, ପୁଷ୍ପାଞ୍ଜଳି ବାଘ୍, ଜୟନ୍ତୀ ନାଏକ, କଳ୍ପନା ଭୋଇ ପ୍ରମୁଖ ଆଲୋଚନା ରେ ଭାଗ ନେଇ ଥିଲେ l ସଭା ଶେଷରେ ଡ଼ା ନାରାୟଣ ନାଏକ ଧନ୍ୟ ବାଦ ଅର୍ପଣ କରିଥିଲେ l