-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
12-Dec-2024
ନର୍ଲା (ପ୍ରେରଣା ଖଵର)
ବୁଧବାର ସନ୍ଧ୍ୟା ପାଖା ପାଖି ଛଅ ଘଣ୍ଟା ସମୟ ରେ ନର୍ଲା ଥାନା ସମ୍ମୁଖରେ ଏକ ସାଇକଲ ଆରୋହୀ ଙ୍କୁ ଭବାନୀପାଟଣା ପଟୁଏକ ହାଇୱା ଗାଡି ନମ୍ବରOD08 U 2657 ଦ୍ରୁତ ଗତିରେ ସାଇକେଲ କୁ ଧକ୍କା ଦେଵା ଫଳରେ ସାଇକେଲ ଗୋଟି ଘଟଣା ସ୍ଥଳରେ ଭାଙ୍ଗି ଚୁରମାର ହୋଇଯାଇ ଥିବା ବେଳେ ଭାଗ୍ୟ ବଶତଃ ସାଇକେଲ ଆରୋହି ଅଳ୍ପକେ ବର୍ତ୍ତୀ ଯାଇଛନ୍ତି , ହାଇୱ। ଗାଡ଼ି ମାଲିକ ଆକାଶ ଅଗ୍ରୱାଲ ହୋଇଥିବା ବେଳେ ହାଇୱ। ଚାଳକ ବୟସ ୧୯ ବର୍ଷ ବୟସରେ ବିନା ଲାଇସେନ୍ସ ରେ ହାଇୱା ଗାଡ଼ି ଚଳାଚଳ କରୁଥିବା ଜଣାପଡିଛି । ଏ ନେଇ ସାଇକେଲ ଆରୋହୀ ଥାନାରେ ଅଭିଯୋଗ କରିନାହାନ୍ତି ବୋଲି ସୂଚନା ମିଳିଛି।