-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ଜିଲ୍ଲା

ଗୁମାଗଡ଼ ନୃସିଂହ ନାଥ ଯୁବକ ସଂଘର ଶ୍ରୀ ଗଣେଶ ପୂଜା ଅନୁଷ୍ଠିତ

09-Sep-2024



ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ) କନ୍ଧମାଳ ଜିଲ୍ଲା ସଦର ବ୍ଲକ ଫୁଲବାଣୀର ବିଭିର୍ଣ୍ଣ ଅଞ୍ଚଳରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହାଆଡମ୍ବରରେ ଶ୍ରୀ ଗଣେଶ ବିଘ୍ନ ବିନାଶକ ବିନାୟକ ଅଗ୍ରପୂଜ୍ୟ ଗଣନାଥଙ୍କ ପୂଜା ପାଳିତ ହୋଇଯାଇଛି । ଏହି ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ, ବିଦ୍ୟାଳୟ, ମହାବିଦ୍ୟାଳୟ ରେ ବିଦ୍ୟାର ଅଧିକାରୀ ଶ୍ରୀ ଗଣେଶଙ୍କ ପୂଜା ଅନୁଷ୍ଠିତ ହେଉଥିବା ବେଳେ ବିଶେଷ କରି  ଗ୍ରାମାଞ୍ଚଳରେ ବିଭିର୍ଣ୍ଣ ସାମାଜିକ ସଂଗଠନ ତଥା ଯୁବକ ସଂଘ, ସହିତ ପୁର ପଲ୍ଲୀରେ ମଧ୍ୟ ଶ୍ରୀ ଗଣେଶ ପୂଜାକୁ ଅତ୍ୟଧୂକ ଭକ୍ତି ଉତ୍ସାହରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି | ଏହା ଦ୍ୱାରା ଗ୍ରାମାଞ୍ଚଳ ସାଂସ୍କୃତିକ ତଥା ଧାର୍ମିକ ଭାବନା ଗଭୀର ଭାବରେ ଜାଗ୍ରତ ହେବା ସହିତ ଭକ୍ତି ଭାବ ମଧ୍ୟ୍ୟ ସୃଷ୍ଟି ହୋଇଥାଏ |  ଶ୍ରୀ ଗଣେଶ ଙ୍କ ପୂଜା ଦେଖିବାକୁ ଆଖପାଖ ଗାଁ ଓ ସହରରୁ ବହୁ ସଂଖ୍ୟାରେ ଜନସମାଗମ ହେଉଥିବାର ଵି ଦେଖିବାକୁ ମିଳୁଛି ଇ ସେହିପରି ନିକଟସ୍ଥ ଗୁମାଗଡ଼ ଗ୍ରାମ ପଂଚାୟତ ର ଯୁବକ ସଙ୍ଘ ଦ୍ୱାରା ଚଳିତ ବର୍ଷ ନିଆରା ଢଙ୍ଗରେ ଶ୍ରୀ ଗଣେଶ ଙ୍କର ପୂଜା ଅନୁଷ୍ଠିତ ହୋଇଥିବାର ଦେଖିବାକୁ ମିଳିଛି |

   ଗୁମାଗଡ଼ ଶ୍ରୀ ଶ୍ରୀ ନୃସିଂହ ନାଥ ଯୁବକ ସଙ୍ଘ ଦ୍ୱାରା ଆୟୋଜିତ ଶ୍ରୀ ଗଣେଶ ପୂଜାରେ ଏକ ଅଭିନଵ ନୂତନ କଳାତ୍ମକ ଶୈଳୀ ଏବଂ ଭକ୍ତି ପ୍ରତିଫଳିତ ହୋଇଥିଲା  । ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇବା ପାଇଁ ସ୍ଵତନ୍ତ୍ର ପ୍ରାର୍ଥନା ଓ ରୀତିନୀତି ସହିତ ସ୍ଥାନୀୟ ପୂଜା ମଣ୍ଡପ ରେ ଦିନସାରା ଭକ୍ତମାନଙ୍କର ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ଗୋଟିଏ ଦୁଇଦିନ ପରେ ଏହି ଉତ୍ସବରେ ଆରତୀ ଏବଂ ଗଣେଶ ମୂର୍ତ୍ତିଗୁଡ଼ିକୁ ସ୍ଥାନୀୟ ଜଳରାଶିରେ ବିସର୍ଜନ କରିବା ପାଇଁ ସ୍ଥିର କରାଯାଇଛି ।ଗଣେଶ ପୂଜାର ସଫଳ ସିଦ୍ଧାନ୍ତ ସହିତ ଗୁମାଗଡ଼ରେ ପୁଣି ଥରେ ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ନିଜ ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିଛି ଯାହା କି ଗୁମାଗଡ଼ କୁ ଏକ ସ୍ୱତନ୍ତ୍ର ଅଞ୍ଚଳରେ ପରିଣତ କରିଛି । ଏହି ପର୍ବ ଚିରସ୍ଥାୟୀ ବିଶ୍ଵାସ ଏବଂ ଏକତାର ସ୍ମାରକ  ଭାବରେ କାର୍ଯ୍ୟ କଲା ଯାହା ଏହି ଜୀବନ୍ତ ଅଞ୍ଚ ଅଞ୍ଚଳର ଲୋକଙ୍କୁ ପରିଭାଷିତ କରେ ।
        ଚଳିତ ବର୍ଷରେ ଅନୁଷ୍ଠିତ ହୋଇଥିବା ଗଣେଶ ପୂଜାର ବିଶେଷତ୍ୱ ହେଲା ପୂଜା କମିଟିର ସଦସ୍ୟ ମାନଙ୍କ ଦ୍ୱାରା ନିଜ ହାତରେ ବିଘ୍ନ ବିନାଶକ ବିଦ୍ୟାର ଅଧିକାରୀ ବିନାୟକ ଅଗ୍ରପୁଜ୍ୟ ଗଣନାଥ ଙ୍କର ମଣ୍ମୟ ମୂର୍ତ୍ତି କୁ ତିଆରି କରିଥିବାର ଦେଖିବାକୁ ମିଳିଛି | ନୃସିଂହ ନାଥ ଯୁବକ ସଂଘର ଦୁଇଜଣ କର୍ମକର୍ତ୍ତା ତଥା ଶିଳ୍ପୀ ରୁଦ୍ରାକ୍ଷ ବିଶ୍ୱାଳ ଓ ଉଦ୍ଧବ ପାତ୍ର ଦୀର୍ଘ ୮ ଫୁଟ ଉଚ୍ଚତା ବିଶିଷ୍ଟ ଶ୍ରୀ ଗଣନାଥ ଙ୍କର ଏକ ଅତ୍ୟନ୍ତ ମନଲୋଭା ସୁନ୍ଦର ମୂର୍ତ୍ତି ନିର୍ମାଣ କରିପାରିପାରିଛନ୍ତି, ଯାହାକି ଜଣେ ପେସାଦାର ମୂର୍ତ୍ତି କାରିଗର ଗଢି ଥିବା ମୂର୍ତ୍ତି ପରି ଦେଖିବାକୁ ମିଳିଛି | ଶ୍ରୀ ଗଣେଶଙ୍କର ପ୍ରକୃତ ଅଙ୍ଗ ବସ୍ତ୍ର ସହିତ ମୂର୍ତ୍ତିର ସର୍ବାଙ୍ଗରେ ଶାସ୍ତ୍ରୀୟ ବର୍ଣ୍ଣିତ ରୂପେ ଅତି  ସୁନ୍ଦରଓ ଚମତ୍କାର ରଙ୍ଗରେ ରଙ୍ଗୟିତ କରି ମୂର୍ତ୍ତିକୁ ଏକ ଜୀବନ୍ତ ରୂପ ଦିଆଯାଇଛି | ମୂର୍ତ୍ତି କାରିଗର ରୁଦ୍ରାକ୍ଷ ବିଶ୍ୱାଳ ଓ ଉଦ୍ଧବ ପାତ୍ର ଶ୍ରୀ ଗଣେଶ ଙ୍କର ଶରୀର ଗଠନ ରୁ ଆରମ୍ଭ କରି ଅଙ୍ଗ ବସ୍ତ୍ର ପରିପାଟି ଅଳଙ୍କାର ଆଭୂଷଣ ତିଳକ ସହିତ କାହିଁରେ କମି ରଖିନାହାନ୍ତି | ସତରେ ନିଜ ହାତ ଗଢ଼ା ଶ୍ରୀ ଗଣେଶଙ୍କୁ ଦେଖିଲେ ଆଖି ଲାଖି ରହୁଛି ଓ ଏକ ଆଧ୍ୟାତ୍ମିକ ଭାବନା ହୃଦୟ ମଧ୍ୟରେ ଜାଗ୍ରତ ହୋଇଉଠୁଛି |  ଆଗାମୀ ବର୍ଷରେ ମଧ୍ୟ୍ୟ ଗୁମାଗଡ଼ ରେ ଶ୍ରୀ ଗଣେଶ ପୂଜା ଅତି ଚମତ୍କାର ଓ ଅଭିନଵ ଢଙ୍ଗରେ ପାଳନ କରାଯିବ ବୋଲି ଶ୍ରୀ ଶ୍ରୀ ନୃସିଂହନାଥ ଯୁବକ ସଂଘର ସଭାପତି ବସନ୍ତ ନାୟକ ପ୍ରକାଶ କରିଥିବା ବେଳେ ସମ୍ପାଦକ ସମୀର ନାୟକ ଓ କୋଷାଧକ୍ଷ ପିଣ୍ଟୁ ସାହୁ ସମେତ ସଂଘର ଅନ୍ୟ ସମସ୍ତ କର୍ମକର୍ତ୍ତା, ସଦସ୍ୟ ମାନଙ୍କ ବଳିଷ୍ଠ ସହଯୋଗ ରେ ଗୁମାଗଡ଼ ରେ ଶ୍ରୀ ଗଣେଶ ଚତୁର୍ଥୀ ପୂଜା ଅତି ସୁନ୍ଦର ଓ ଶାନ୍ତି ଶୃଙ୍ଖଳା ର ସହିତ ଅନୁଷ୍ଠିତ ହୋଇପାରିଥିବା ଯୋଗୁଁ  ସଭାପତି ବସନ୍ତ ନାୟକ ସମସ୍ତଙ୍କୁ ପୂଜାର ସଫଳତା ପାଇଁ ଶ୍ରେୟ ଦେଇଛନ୍ତି |


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like