-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||     

HOME   ଜିଲ୍ଲା

ନେଟ ସ୍ଲୋ, ସୁଭଦ୍ରା ଯୋଜନା ଆବେଦନ ରେ ଅହେତୁକ ବିଳମ୍ବ, ପାଞ୍ଚ ଦିନରେ ମାତ୍ର 15 ଜଣ ପଞ୍ଜିକରଣ

08-Sep-2024



ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ )  କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ବ୍ଲକ ଅନ୍ତର୍ଗତ ବିଶିପଡା ଗ୍ରାମପଂଚାୟତ ରେ ଅଗଷ୍ଟ 5 ତାରିଖରୁ ମହିଳାମାନେ ସୁଭଦ୍ରା ଯୋଜନା ଆବେଦନ କରିବା ପାଇଁ ପ୍ରଶାସନ ତରଫରୁ ପଂଚାୟତ କାର୍ଯ୍ୟାଳୟ ରେ ସିଂଗିଲ ଉୟିଣ୍ଡୋ ୱେବସାଇଟ ର ବ୍ୟବସ୍ଥା କରାଯାଇଛି,ହେଲେ ସେହି ସିଂଗିଲ ଉୟିଣ୍ଡୋ କେନ୍ଦ୍ର ରେ ସରଭାଇବର ଡାଉନ ରହୁଥିବା ଯୋଗୁଁ ଆବେଦନ ପ୍ରକ୍ରିୟା ରେ ଅହେତୁକ ବିଳମ୍ବ ହେଉଛି | ଯାହା ଫଳରେ ଦିନକୁ ମାତ୍ର ହାତ ଗଣତି ଦୁଇରୁ ତିନି ଜଣ ଙ୍କର ଆବେଦନ ହେଇପାରୁଛି କି ନାହିଁ ସନ୍ଦେହ | ଏଭଳି କ୍ଷେତ୍ରରେ ସହସ୍ରାଧିକ ମହିଳା ମାନେ ପଂଚାୟତ କାର୍ଯ୍ୟାଳୟ କୁ ଆସି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଶେଷରେ ନିରାଶ ହୋଇ ଘରକୁ ଫେରିଯିବାର ଦେଖିବାକୁ ମିଳିଛି  | ଏଭଳି ପରିସ୍ଥିତି ରେ ୱେବ ସାଇଟ ରେ ପଞ୍ଜିକରଣ କରିବାକୁ ନିୟୋଜିତ ହୋଇଥିବା କର୍ମକର୍ତ୍ତା ମାନଙ୍କ କମ୍ପ୍ୟୁଟର ଚାଳନା ରେ ସିଦ୍ଧହସ୍ତ ବା ଅନଭିଂଜ୍ଞ ଡାଟା ଏଣ୍ଟ୍ରି କର୍ମକର୍ତ୍ତା ମାନଙ୍କ ପାଇଁ ଆଉ ଗୋଟାଏ ଅସୁବିଧା କେନ୍ଦ୍ରରେ ଦେଖିବାକୁ ମିଳୁଛି |  ଏଣେ ସୁଭଦ୍ରା ଯୋଜନା ପ୍ରଥମ କିସ୍ତି ଅର୍ଥ ରାଶି ହାତେଇବା ପାଇଁ ମହିଳା ମାନଙ୍କ ମନରେ ଏକ ପ୍ରକାର ଚଞ୍ଚଳତା ଦେଖିବାକୁ ମିଳୁଥିବା ବେଳେ ସିଂଗିଲ ଉୟିଣ୍ଡୋ କେନ୍ଦ୍ର ଗୁଡିକରେ ଏଭଳି ଅସୁବିଧା ଦେଖା ଦେଉଥିବା ଯୋଗୁଁ ସେମାନଙ୍କ ଉତ୍ସାହ ଆଗ୍ରହରେ  ଭଟା ପଡିଯାଉଛି | ସକାଳ 6 ଘଟିକାରୁ ଆସି ରାତ୍ରି  10 ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି, ଓ ଶେଷରେ ଅପେକ୍ଷା ରତ ମହିଳା ମାନେ ତୀବ୍ର ଆସନ୍ତାଷ ପ୍ରକାଶ ନିରାଶ ହୋଇ ଘରକୁ ଫେରିଯାଉଥିବା ଦେଖିବାକୁ ମିଳୁଛି |  ସତରେ ରାଜ୍ୟ ସରକାର ଯଦି ସୁଭଦ୍ରା ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରି ମହିଳା ମାନଙ୍କ ଆର୍ଥିକ କ୍ଷେତ୍ରରେ ପ୍ରଗତି ଆଣିବାକୁ ଚାଁହୁଚନ୍ତି ତାହେଲେ    ବ୍ୟବସ୍ଥିତ ସିଂଗିଲ ଉୟିଣ୍ଡୋ କେନ୍ଦ୍ର ଗୁଡିକରେ ଦେଖାଦେଉଥିବା ଦୂର ସଂଚାର ବା ସର୍ଭାଇବର ବ୍ୟବସ୍ଥାକୁ ସୁଦୃଢ କରିପାରିଲେ  ଦୈନନ୍ଦିନ ଶତାଧିକ ମହିଳା ମାନେ ଆବେଦନ କରିପରିବା ସହିତ ସରକାର ଙ୍କର ସୁଭଦ୍ରା ଯୋଜନା ସଫଳ ହୋଇପାରିବ ବୋଲି ଜନସାଧାରଣ ରେ ଆଲୋଚନା ହେଉଛି | ଏଣୁ  ଅଳ୍ପ ସମୟ ଭିତରେ ଯେମିତି ଅଧିକା ମହିଳା ମାନେ ସିଂଗିଲ ଉୟିଣ୍ଡୋ କେନ୍ଦ୍ର ଗୁଡିକରେ ନିଜ ନାମକୁ ପଞ୍ଜିକରଣ କରିପାରିବେ ଓ ସରକାର ଙ୍କର ସୁଭଦ୍ରା ଯୋଜନା ପାଇପାରିବେ ସେଥିପ୍ରତି ଦାୟିତ୍ୱରେ ଥିବା ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଧ୍ୟାନ ଦେଲେ, ଦୈନିକ ଶତାଧିକ ମହିଳା ଆବେଦନ କରି ପାରିବା ସହିତ ସରକାର ଙ୍କର ଯୋଜନା ମଧ୍ୟ୍ୟ ସଫଳ ହୋଇପାରିବ |  ଅବଶ୍ୟ ସୁଭଦ୍ରା ଯୋଜନା ପାଇ ଶେଷ ତାରିଖ ନିର୍ଧାରଣ କରାଯାଇ ନ ଥିବା ବିଷୟରେ ମାନ୍ୟବର ଉପମୁଖ୍ୟନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଘୋଷଣା କରିସାରିଛନ୍ତି | ଯାହାକି ଆବେଦନ କାରି ମହିଳା ମାନଙ୍କୁ ଟିକିଏ ଆଶ୍ବସ୍ତି ଆଣି ଦେଇଥିବା ଵି ଜାଣିବାକୁ ମିଳିଛି |
     ସିଂଗିଲ ଉୟିଣ୍ଡୋ କେନ୍ଦ୍ର ଗୁଡିକରେ ଦେଖା ଦେଇଉଥିବା ବୈଷୟିକ ତ୍ରୁଟିକି କିଭଳି ସୁଧାର ଅଣାଯାଇପାରିବ ସେଥିପ୍ରତି ଫୁଲବାଣୀ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ  ଫୁଲବାଣୀ ଶ୍ରୀ ପ୍ରତୀକ କୁମାର ସାହୁ ଓ ଜିଲ୍ଲାପାଳ ଶ୍ରୀ ଅମୃତ ଋତୁରାଜ  ବଳିଷ୍ଠ ପଦକ୍ଷେପ କରି ଦୈନିକ ଶତାଧିକ ମହିଳା ମାନଙ୍କୁ ଆବେଦନ କରିବା ପାଇଁ ବ୍ୟବସ୍ତା ଗ୍ରହଣ କରନ୍ତୁ ବୋଲି  ପଂଚାୟତ ବାସି ଅନୁରୋଧ ରଖିଛନ୍ତି | ଦେଖାଯାଉ ଏଭଳି ସିଂଗିଲ ଉୟିଣ୍ଡୋ କେନ୍ଦ୍ର ଗୁଡିକର ଅବସ୍ଥା କେବେ ସୁଧୁରୁଚି ଓ ଦୈନନ୍ଦିନ ଶତାଧିକ ମହିଳା ସୁଭଦ୍ରା ଯୋଜନା ଫର୍ମ ଅନଲାଇନ ପୂରଣ କରି ଲାଭବାନ ହୋଇପାରୁଛନ୍ତି ତାହା ତ ଆଗକୁ ଜଣା ପଡିବ |


News Comment




Photo in News

Advertisment
Lastest News
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026

You Might Also Like