-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||     

HOME   ଜିଲ୍ଲା

କନ୍ଧମାଳ ଜିଲ୍ଲାପାଳଙ୍କ ସୁଭଦ୍ରା ଯୋଜନା ଆବେଦନ ଉପରେ ବାର୍ତା

06-Sep-2024



ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ) ରାଜ୍ୟ ସରକାର ଙ୍କର ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି  |  ଆସନ୍ତା 17 ତାରିଖରେ ସୁଭଦ୍ରା ଯୋଜନା ର ପ୍ରଥମ କିସ୍ତି ଅର୍ଥ ମହିଳା ମାନଙ୍କୁ ସରକାର ପ୍ରଦାନ କରିବେ  |  ଏଣୁ ରାଜ୍ୟରେ ମହିଳା ମାନଙ୍କ ମଧ୍ୟରେ ଏକ ଚଳ ଚଞ୍ଚଳ ଭାବ ଦେଖିବାକୁ ମିଳୁଛି | ପ୍ରତ୍ୟେକ ପୋଷ୍ଟ ଅଫିସ କିମ୍ବା ଜନ ସେବା କେନ୍ଦ୍ର ଗୁଡିକରେ ସକାଳୁ ରାତି ପର୍ଯ୍ୟନ୍ତ ଗହଳି ଲାଗିରହୁଛି  | ଏଣୁ ଏଭଳି ଘଟଣା କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଅମୃତ ଋତୁରାଜ ଙ୍କର ଦୃଷ୍ଟି ଗୋଚର ହେବାପରେ ସେ କନ୍ଧମାଳ ଜିଲ୍ଲାର ସମସ୍ତ ଜନସାଧାରଣ ଙ୍କ ପାଇଁ ଏକ ସୁନ୍ଦର ବାର୍ତା ଦେଇଛନ୍ତି ଯାହାକି ଆମେ ଆପଣ ମାନଙ୍କ ଗୋଚରଃର୍ଥେ ପ୍ରକାଶ କରୁଛୁ  | 
      କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଅମୃତ ଋତୁରାଜ ଙ୍କ ବାର୍ତା ହେଲା ;-  କନ୍ଧମାଳ ବାସୀଙ୍କୁ ମୋର ନମସ୍କାର ।  ଆପଣମାନେ ଜାଣିଥିବେ ସୁଭଦ୍ରା
ଯୋଜନାରେ ମହିଳାମା ମହିଳାମାନଙ୍କୁ ଆର୍ଥିକ ସହାୟତା ନିମନ୍ତେ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଯେଉଁ ଫର୍ମ  ପ୍ରଦାନ କରାଯାଇଛି ସେଗୁଡ଼ିକୁ ଅଙ୍ଗନୱାଡ଼ି କର୍ମୀ ମାଧ୍ୟମରେ ମା’ମାନଙ୍କୁ ଦିଆଯାଉଛି।
୨୧ ବର୍ଷ କିମ୍ବା ଅଧିକ ଏବଂ ୬୦ ବର୍ଷରୁ କମ୍ ଯେଉଁ ମହିଳାମାନେ ଅଛନ୍ତି ସେମାନେ ସୁଭଦ୍ରା ଯୋଜନା ପାଇବା ପାଇଁ ଯୋଗ୍ୟ ଅଟନ୍ତି । ତେବେ ଆଉ କେତେଗୁଡ଼ିଏ ଅଯୋଗ୍ୟ ମାନଦଣ୍ଡ ମଧ୍ୟ ଏହି ଯୋଜନାରେ ରହିଛି। ତେଣୁ, ଆପଣମାନେ କିଭଳି ସୂରୁଖୁରୁରେ ଫର୍ମ ପୂରଣ ଭରିକି ତା'କୁ ଦାଖଲ କରିବେ ଏବଂ ତା'କୁ ଡିଜିଟାଇଜେସନ କରିରିପାରିବେ ସେଥ‌ିପାଇଁ ଆମେ ଜିଲ୍ଲାର ନେଟ୍‌ଓ୍ୱାର୍କ ଥୁବା ବିଭିନ୍ନ ପଏଣ୍ଟରେ ସମୁଦାୟ ୧୬୧ ଗୋଟି ସିଙ୍ଗିଲ୍ ଉଇଣ୍ଡୋ କାଉଣ୍ଟର କରିଛୁ । ଗ୍ରାମ ପଞ୍ଚାୟତ ପଞ୍ଚାୟତ ସଦର ମହକୁମା କିମ୍ବା
ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଗୃହରେ ଏହିସବୁ ସିଙ୍ଗିଲ୍ ୱିଣ୍ଡୋ କାଉଣ୍ଟର କରାଯାଇଛି। ତା'ର ଲିଷ୍ଟ
ମଧ୍ୟ ଏଥିସହିତ ସଂଲଗ୍ନ କରାଯାଇଛି । ତା' ଛଡ଼ା ଯେଉଁ ଯେଉଁ ଯେଉଁ ଗ୍ରାମଗୁଡ଼ିକ ଏହି ସିଙ୍ଗିଲ୍ ୱିଣ୍ଡୋ
କାଉଣ୍ଟର ସହିତ ସଂଯୋଗ କରାଯାଇଛି ସେହି ସେହି ଗ୍ରାମର
ମା'ମାନେ ତାରିଖ ଅନୁଶାରେ
ସେଠାକୁ ଆସିବେ। ଯେଉଁ ଫର୍ମ ଆପଣମାନଙ୍କୁ ଦିଆଯାଇଛି ତା'କୁ ପୂରଣ କରି ସାଙ୍ଗରେ ନେଇକି 
ଆଣିଥିବେ । ଯଦି ବା କରି ନ ଥିବେ ସେହି ସିଙ୍ଗିଲ୍ ୱିଣ୍ଡୋ କାଉଣ୍ଟରରେ ଥିବା ସ୍ଵେଚ୍ଛାସେବୀମାନେ ସେହି 
ଫର୍ମ ପୂରଣ କରିବାରେ ସହାୟତା କରିବେ । ସେଠାରେ ଥୁବା ମୋ ସେବା କେନ୍ଦ୍ର ବା କମନ୍ ସର୍ଭିସ୍
ସେଣ୍ଟରର ଅଧିକାରୀମାନେ ତାଙ୍କର ସିଷ୍ଟମରେ ଆପଣଙ୍କ ଫର୍ମକ୍  ଡିଜିଟାଇଜେସନ କରିଦେବେ।
ତେଣୁ, ସେଠାକୁ ଆସିଲେ ଆପଣଙ୍କର ଫର୍ମ ପୂରଣ ସହିତ ଡିଜିଟାଇଜେସନ ମଧ୍ୟ ହୋଇପାରିବ।
ତା' ଛଡ଼ା ଗୋଟିଏ ଗୁରୁତ୍ବପୂର୍ଣ୍ଣ ସୂଚନା ଦେବାକୁ ଚାହିଁବି ଯେ, ଆମର ମୋବାଇଲ୍‌ରେ ଓଟିପି
ଆସିବା ପାଇଁ ମୋବାଇଲ୍ ସହିତ ଆଧାର ଲିଙ୍କ୍ ସମ୍ପୂର୍ଣ ବାଧ୍ୟତାମୂଳକ ନୁହେଁ। ଯଦି ଆପଣଙ୍କ
ମୋବାଇଲ୍ ସହିତ ଆଧାର ଲିଙ୍କ୍ ହୋଇନାହିଁ ତଥାପି ବି ଆପଣମାନେ ସେହି ସିଙ୍ଗିଲ୍ ୱିଣ୍ଡୋ
କାଉଣ୍ଟରରେ ଆପଣଙ୍କ ମୁହଁ ବା ଟିପର ବାୟୋମେଟ୍ରିକ ସ୍କାନ କରିକି ଆବେଦନ କରିପାରିବେ ।
               ଆଉ ଗୋଟିଏ ଗୁରୁତ୍ବପୂର୍ଣ ସୂଚନା ଦେବାକୁ ଚାହିଁବି ଯେ, ଚଳିତ ମାସ ୧୭ ତାରିଖ ଆବେଦନର
ଶେଷ ତାରିଖ ନୁହେଁ।  ଏଣୁ ଆପଣମାନେ ଆସନ୍ତୁ ଆପଣଙ୍କ ଗ୍ରାମକୁ ସଂଯୁକ୍ତ କରାଯାଇଥିବା ସିଙ୍ଗିଲ୍ ୱିଣ୍ଡୋ କାଉଣ୍ଟରରେ ଆବେଦନ କରେଇନିଅନ୍ତୁ। ଯଦିବା କେହି କୌଣସି ଡକ୍ୟୁମେଣ୍ଟ ନଥୁବା ହେତୁ ରହିଯିବେ ତେବେ ୧୭ ତାରିଖ ପରେ ମଧ୍ୟ ତାଙ୍କ ଆବେଦନ ଗ୍ରହଣ କରାଯିବ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯିବ । ତେଣୁ, ମୁଁ ଆଶା କରୁଛି ଆପଣମାନେ ଯେଉଁ ଫର୍ମ ପାଇଛନ୍ତି ତା'କୁ ଧରିକି ଆପଣଙ୍କ ଗ୍ରାମ ପାଖାପାଖି ସିଙ୍ଗିଲ୍ ୱିଣ୍ଡୋ କାଉଣ୍ଡରକୁ ଆସିବେ । ତା'ର ଲିଷ୍ଟ ଏଥିସହିତ ପ୍ରଦାନ କରିବା ସହିତ ମିଡିଆ ଭାଇମାନଙ୍କ ଅବଗତି ନିମନ୍ତେ ମଧ୍ୟ ପ୍ରଦାନ କରୁଛି। ତେବେ,ଆସନ୍ତୁ ଏବଂ ସୁଭଦ୍ରା ଯୋଜନାର ସଫଳ ପାଆନ୍ତୁ । ଧନ୍ୟବାଦ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026

You Might Also Like