-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
30-Aug-2024
ବଲାଙ୍ଗୀରର ଅଗ୍ରଣୀ ସ୍ବେଚ୍ଛସେବୀ ସଙ୍ଗଠନ ମାହେଶ୍ଵରୀ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ପ୍ରତିନିଧି ଦଳ ଭୁବନେଶ୍ବର ଠାରେ ସାକ୍ଷାତ କରି ଅଞ୍ଚଳ ର ଅନେକ ଗୁଡେ ସାମ୍ପ୍ରତିକ ସମସ୍ୟା ଉପରେ ଆଲୋଚନା କରିବା ସହ ସେହି ସଂକ୍ରାନ୍ତିୟ ସମାଧାନ ପାଇଁ ଆଲୋଚନା କରିଥିଲେ। ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଗୁରୁତ୍ଵ ସହିତ ବିଷୟକୁ ନେଇ ସରକାରୀ ସ୍ତର ରେ ଏହି ସବୁ ଆଲୋଚ୍ୟ ବିଷୟ ଉପରେ ସହାୟତା ପାଇଁ ଆଶ୍ଵାସନା ଦେଇଛନ୍ତି। ସାକ୍ଷାତ ସମୟରେ ମାହେଶ୍ଵରୀ ସଙ୍ଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ, ସଭାପତି ଶୋଭନ କୁମାର ଅଗ୍ରୱାଲ, ସକ୍ରିୟ ସଦସ୍ୟ ତୁଷାର ରଞ୍ଜନ ଦାସ, ବିବେକାନନ୍ଦ ପଟେଲ ଉପସ୍ଥିତ ଥିଲେ।