-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ଭିଜିଲାନ୍ସ ଜାଲରେ କୋଟଗଡ ଥାନାର ଏ ଏସ ଆଇ ରଜନୀକାନ୍ତ ଦାସ

30-Aug-2024



କନ୍ଧମାଳ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ )  ରାଜ୍ୟରେ ବିଭିନ୍ନ ପଦବୀରେ କାର୍ଯ୍ୟରତ ସରକାରୀ କର୍ମଚାରୀ ମାନେ ମୋଟା ଅଙ୍କର ଦରମା ସହିତ ଅନେକ ସରକାରୀ ସୁବିଧା, ବୋନସ ଇତ୍ୟାଦି ପାଉଥିବା ସତ୍ୱେ ମଧ୍ୟ୍ୟ ସେମାନଙ୍କ ପାଇଁ ବୋଧେ ସରକାର ଯୋଗାଉ ଥିବା ସୁବିଧା ସନ୍ତୋଷ ଜନକ ଜୋଇପାରୁନି, ତେଣୁ ନିଜର କର୍ତ୍ତବ୍ୟ, ଦାୟିତ୍ୱ ର ଚରମ ସୀମା କୁ ଉଲଘଂନ କରିବାକୁ ମଧ୍ୟ୍ୟ ପଛାଉ ନାହାନ୍ତି କି ଆଇନ କାନୁନ କି ମଧ୍ୟ୍ୟ ସେମାନଙ୍କର ଭୟ ଭ୍ରାନ୍ତି ବୋଲି କିଛି ଵି ନ ଥାଏ |  ତେଣୁ ସେମାନେ ଅନ୍ୟାୟ ଉପାର୍ଜିତ ଅର୍ଥ ରୋଜଗାର କରିବା ପାଇଁ ସାଧାରଣ ଜନତା ଙ୍କ ଠାରୁ ଉତକୋଚ ଗ୍ରହଣ କରିବାକୁ ମିଥ୍ୟାର ଆଶ୍ରୟ ନେଇଥାନ୍ତି  |
       ଯେମିତିକି କନ୍ଧମାଳ ଜିଲ୍ଲାର ସୀମାନ୍ତବର୍ତ୍ତୀ କୋଟଗଡ ଥାନାରେ କାର୍ଯ୍ୟରତ ଏ ଏସ ଆଇ ଶ୍ରୀ ରଜନୀକାନ୍ତ ଦାସ ଗତ 27/08/2024 ତାରିଖରେ ଭିଜିଲାନ୍ସ ଜାଲରେ ଧରାପଡି ଛଟ ପଟ ହେଉଛି |  ପୋଲିସ ସୂତ୍ରରୁ ପ୍ରକାଶ ଯେ, ଏ ଏସ ଆଇ ଶ୍ରୀ ଦାସ ଏକ କେଶର ତଦନ୍ତ କରି ଅଧିକାରୀ ଭାବେ ରେଜିଷ୍ଟ୍ରେସନ କରି ଅଭିଯୁକ୍ତ ଙ୍କୁ ସାହାଯ୍ୟ କରିବାପାଇଁ  କାଳୀ ମନ୍ଦିର ପାର୍ଶ୍ଵରେ. ଅଭିଯୁକ୍ତ ର ଜୈନିକ ସାଙ୍ଗ ହାତରୁ ନଗଦ 15000 /-ଟଙ୍କା ଲାଞ୍ଚ ନେଉଥିବା ସମୟରେ ଯୋଜନା ମୁତାବକ ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ କାବୁ କରିନେବା ସହିତ ତାଙ୍କ ହାତରୁ  ସମସ୍ତ ଲାଞ୍ଚ ନେଉଥିବା ଟଙ୍କା ମଧ୍ୟ୍ୟ ଜବତ କରିବାରେ ସଫଳ ହୋଇଛନ୍ତି ଓ ଶ୍ରୀ ରଜନୀକାନ୍ତ ଦାସ ଙ୍କ ନାମରେ ଭିଜିଲାନ୍ସ କେଶ ନଂ 14/2024 U / s 7,  P, C, (Amendment ) Act 2018 ପ୍ରକାରେ ଏକ ମାମଲା ରଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି |
     ପୋଲିସ ଅଧିକାରୀ ମାନେ ନିରୀହ, ନିର୍ଯ୍ୟାତିତ, ଅସହାୟ ଜନସାଧାରଣ ଙ୍କର ସମାଜିକ ସୁରକ୍ଷା,, ଏବଂ ନ୍ୟାୟ ପ୍ରଦାନ କରିବା, ଦୋଷୀକୁ ଦଣ୍ଡ ବିଧାନ କରି ନିର୍ଦୋଷ ଜନତାକୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରି ସମାଜରେ ଆଇନ ଶୃଙ୍ଖଳା କୁ ରକ୍ଷା କରିବା ପରିବର୍ତ୍ତେ ଯଦି ଅଭିଯୁକ୍ତ ଦୋଷୀ, ଅପରାଧୀ ମାନଙ୍କୁ ସାହାଯ୍ୟ କରିବା ପାଇଁ ଅଭିଯୁକ୍ତ ଙ୍କ ପକ୍ଷରୁ ମୋଟା ଅଙ୍କର ଲାଞ୍ଚ ଗ୍ରହଣ କରିବା ଦ୍ୱାରା ଧୀରେ ଧୀରେ ପୋଲିସ ଉପରୁ ସାଧାରଣଙ୍କର ବିଶ୍ୱାସ ଭରସା ତୁଟିବାରେ ଲାଗିଛି | ଏଇଥି ପାଇଁ କେବଳ କେତେକ ନ୍ୟସ୍ତସ୍ୱାର୍ଥ  ବ୍ଯକ୍ତି ମାତ୍ର କେତେଜଣ ଅସାଧୁ ପୋଲିସ କର୍ମଚାରୀ ମାନଙ୍କ ପାଇଁ ସମଗ୍ର ପୋଲିସ ବିଭାଗ ନିନ୍ଦିତ ହେବାକୁ ଯିବା ସହିତ ଖାକି ବର୍ଦି ଉପରେ କଳା ଦାଗ ଲାଗିବାକୁ ଯାଉଛି | ଖାଲି ତ ଖାକି ବର୍ଦି ଉପରେ ନୁହଁ ସାଦା ପୋଷାକ ଧାରୀ ଅଧିକାରୀ ମାନଙ୍କ ଉପରେ ଵି ଏମିତି ଉତକୋଚ ନେଇଥିବାର ଲାଗିଥିବା କଳା ଦାଗ ଏ ଦୁନିଆ ବକ୍ଷରୁ ଦୂର ହୋଇପାରିବ ତ ?  ଆଉ କିଏ ଓ କଣ କରିବା ଦ୍ୱାରା ସବୁଦିନ ପାଇଁ ସମଗ୍ର ଦେଶରୁ  ଲୋପ ପାଇବ ଏ ଦୁର୍ନୀତିର ମାଡ଼ି ଯାଇଥିବା ଲମ୍ବା ଚେରକୁ କିଏ ମୁଳୁତ୍ପାଟନ କରିବ ? ଏହାହିଁ ବର୍ତମାନ ର ଏକ ବଡ଼ ପ୍ରଶ୍ନ ବାଚୀ ହୋଇ ଠିଆ ହୋଇଛି ଦେଶରେ, ? କିଏ ? କିଏ କରିବ ଏହାର ମୁଳୋଉତ୍ପାଟନ ?


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like