-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||     

HOME   ଜିଲ୍ଲା

ବରଗଡ଼ ଜିଲ୍ଲାରେ ଚାଷୀ ଏବଂ ବିଦ୍ୟୁତ ଗ୍ରାହକ ଶୁଣାଇଲେ ଚରମବାଣୀ

28-Aug-2024



ବରଗଡ଼(ନିରଞ୍ଜନ ତ୍ରିପାଠୀ)- ଆଜି ବରଗଡ଼ ଜିଲ୍ଲା ଘେଁସ ଗ୍ରୀଡ଼ ଅଞ୍ଚଳର ଚାଷୀ ଏବଂ ବିଦ୍ୟୁତ ଗ୍ରାହକ ସ୍ମାର୍ଟ ମିଟରରେ ବିଲ ଦେବୁ ନାହିଁ କହି ନିଜନିଜ ଘରେ ବା ଜମିରେ ଲାଗିଥିବା ସ୍ମାର୍ଟ ମିଟର ଖୋଲି ଆଣି ଗ୍ରୀଡ଼ ଠାରେ ଫେରାଇ ଦେଇଛନ୍ତି ଏବଂ ସବୁ ସ୍ମାର୍ଟ ମିଟର ଖୋଲି ଆଣିବାକୁ ଟାଟା ପାୱାର କର୍ମଚାରୀ ମାନଙ୍କୁ ଚେତାବନୀ ଦେଇଛନ୍ତି । ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ ଡାକରାରେ ମୁରଲୀ ଭୋଇଙ୍କ ନେତୃତ୍ୱରେ ବରଗଡ଼ ଜିଲ୍ଲାର ସବୁ ବ୍ଲକ କୃଷକ ସଂଗଠନ ମାନେ ଯୋଗ ଦେଇଥିଲେ। ପ୍ରଥମେ ହାଇସ୍କୁଲ ପଡିଆ ଠାରେ ସମସ୍ତ କର୍ମୀ ମାନେ ଏକତ୍ରିତ ହୋଇ ବୀର ସହିଦ ମାଧୋ ସିଂ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପରେ ହଜାର ହଜାର ବିଦ୍ୟୁତ ଉପଭୋକ୍ତା ମାନେ ଟାଟା କମ୍ପାନୀ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ବାହାରିଥିଲେ। ପାଖାପାଖି ୧୫ ଟି ପଞ୍ଚାୟତର ୩ ହଜାରରୁ ଉର୍ଦ୍ଧ୍ୱ ମିଟର ଆଣି ଗଣତାନ୍ତ୍ରିକ ଉପାୟ ରେ ଶାନ୍ତିପୂର୍ଣ୍ଣ ଭାବେ ଗ୍ରୀଡ଼ ସମ୍ମୁଖରେ ରଖିଦେଇଛନ୍ତି। ଗ୍ରୀଡ଼ ସମ୍ମୁଖରେ ଗୋଟିଏ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ସଦସ୍ୟ ରମେଶ ମହାପାତ୍ର, ଉତ୍ପନ୍ନ ଭୋଇ, ଅଜୀତ ଶତପଥୀ, କୌଶଳ ସେନା ସୁଶାନ୍ତ ମିଶ୍ର, କୁଦାର୍ଥ ପଧାନ,ଭେଡେନ କୃଷକ ସଂଗଠନରେ ସୁଦାମ ପାତ୍ର, କୃଷକ ପରିବାରର ଶାନ୍ତନୁ ମାଝୀ, ବିଜେପୁର କୃଷକ ସଂଗଠନର ସୁବାସ ପଧାନ, କେନ୍ଦ୍ରପାଲିର ଭଗବାନ ପଧାନ , ରାଜ ବୋଡାସମ୍ବର କୃଷକ ସଂଗଠନର ଅରବିନ୍ଦ ପଣ୍ଡା, ଲିଙ୍ଗରାଜ ପଧାନ, କୈଳାଶ ବାରିକ, କାହ୍ନୁ ମେହେର,ବୈଲୋଚନ ପଧାନ,ପ୍ରଭାତ ସାହୁ,ମୁରଲୀ ଭୋଇ , ପ୍ରେମରାଜ ସାହୁ, ଗୋରାଚାନ୍ଦ ଭୋଇ, ଚନ୍ଦ୍ରଶେଖର ପୁରୋହିତ,ରିତୁ ସାହୁ, ଯଶୋବନ୍ତ ପଧାନ,ଦିବ୍ୟ ଭୋଇ, ଉତ୍ତମ ଭୋଇ, ଗଣପତି ପଧାନ, ସଦାନନ୍ଦ ସାହୁ, ନିର୍ମଳ ପଟେଲ,ନେ‌ହେରୁ ପଟେଲ ,କାନ୍ତ ପଟେଲ, ଅମୃତ ପଧାନ, କୁଞ୍ଜବିହାରୀ ପଧାନ,ସଞ୍ଜିବ ପଧାନ, ବଳଦେବ ମଲ୍ଲିକ, କୃତାର୍ଥ ପଧାନ, ରାଜେଶ ନନ୍ଦ,କ୍ଷୀରସିନ୍ଧୁ ବାରିକ,ଲକ୍ଷପତି ସାହୁ, ମହେନ୍ଦ୍ର ନାଗ, ଅରକ୍ଷିତ ମହାକୁଡ଼, ଅମୃତ ଭାଇ ପ୍ରମୁଖ ଚାଷୀ ନେତା ମାନେ ବକ୍ତବ୍ୟ ରଖି ଏହି ଆନ୍ଦୋଳନକୁ ଆହୁରୀ ଦୁର୍ବାର ଏବଂ ପ୍ରଭାବ ଶାଳୀ କରିବା ପାଇଁ ନିବେଦନ କରିଛନ୍ତି। ବିଦ୍ୟୁତ ସମସ୍ୟା ନୁଆଁ ନୁହେଁ ବା ଏହି ଆନ୍ଦୋଳନ ପ୍ରଥମ ନୁହେଁ। ପ୍ରତ୍ୟେକ ସମୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋ ଭୋଲଟେଜ, ଅଘୋଷିତ ବିଦ୍ୟୁତ କାଟ ବା ସ୍ମାର୍ଟ ମିଟରକୁ ନେଇ ଆନ୍ଦୋଳନ, ଦାବିପତ୍ର ପ୍ରଦାନ, ଆଲୋଚନା ପ୍ରକ୍ରିୟା ହୋଇଅଛି। ବିଦ୍ୟୁତ ଗ୍ରାହକ ମାନେ ଆଣିଥିବା ସ୍ମାର୍ଟ ମିଟର ବିଦ୍ୟୁତ କଟିଯାଇଥିଲେ ମଧ୍ୟ୍ୟ ମିଟର ଚାଲୁଥିବା ଦେଖିବାକୁ ମିଳିଥିଲା ଏବଂ ଘରେ ଲାଗିଥିବା ମିଟର

ରେ ୧୦୦୦/ ୧୨୦୦ ଟଙ୍କା ବିଲ ଆସୁଥିବା ବେଳେ ଚାଷ ପାଇଁ ବିଦ୍ୟୁତ ବିଲ ୩ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଆସୁଥିବା ପ୍ରକାଶ କରିଛନ୍ତି । ପରେ ସହିଦ ମାଧୋ ସିଂ ନାଁ ରେ ଘେଁସ କଲେଜକୁ ନାମିତ କରିବା ପାଇଁ ଏକ ପ୍ରତିନିଧି ମଣ୍ଡଳୀ କଲେଜ ପ୍ରିନସିପାଲଙ୍କୁ ଭେଟି ପ୍ରସ୍ତାବ ପତ୍ର ଦେଇଛନ୍ତି ଏବଂ ଘେଁସ ଅଞ୍ଚଳକୁ ନୂତନ ବ୍ଲକ ଭାବେ ମାନ୍ୟତା ଦେବା ପାଇଁ ମଧ୍ୟ୍ୟ ସର୍ବସମ୍ବତ ପ୍ରସ୍ତାବ ମଧ୍ୟ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ଆରକ୍ଷକ ଅଧିକାରୀ ତପନ ମହାନ୍ତି, ପଦ୍ମପୁର ଏସଡିପିଓ ବିଭୁତି ଭୋଇଙ୍କ ସମେତ ତିନି ପ୍ଲାଟୁନ ପୋଲିସ ମୁତୟନ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026

You Might Also Like