-+91-9937148622 |
prerana_bgr@rediffmail.com |
Friday 31st July 2026 |
R.N.I. Regd No. ODIODI/2010/46693
Breaking News
27-Aug-2024
(ଡୋଲେଶ୍ଵର ବାଗ)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଖଇରା ଗ୍ରାମ ନିକଟସ୍ଥ ବିଜୁ ଏକ୍ସପ୍ରେସ୍ରେ ୱେ ବଜାର ଛକ ସଡ଼କ ଦୁର୍ଘଟଣା, ଗ୍ରାମବାସୀ ଉଦ୍ଧାର କରି ଏମ୍ବୁଲେନ୍ସ ରେ ଖଡିଆଳ କୁ ସ୍ଥାନାନ୍ତରିତ କରାଯାଇଅଛି। ଖଇରା ଗ୍ରାମ ରୁ ବିଜୁ ଏକ୍ସପ୍ରେସ କୁ ସଂଯୋଗ କରୁଥିବା ବଜାର ଛକରେ ବିପଦ ସଙ୍କୁଳ ଅବସ୍ଥା ରହିଅଛି। ଯେ କୌଣସି ବାଇକ୍ କିମ୍ବା ଚାରି ଚକିଆ ଯାନ ଭାରସାମ୍ୟ ହରାଇ ଦୁର୍ଘଟଣା ହେବା ଅନେକ ନଜର ରହିଅଛି। ତେଣୁ ଏହି ଦୁର୍ଘଟଣା ସ୍ଥାନ ରେ ଏକ ପାଚେରୀ ଏବଂ ଗାଡୱାଲ ନିର୍ମାଣ କରିବାକୁ ସ୍ବେଛାସେବୀ ମହେନ୍ଦ୍ର ସହ ଗ୍ରାମବାସୀ ମାନେ ଦାବୀ କରିଛନ୍ତି।