-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||     

HOME   ଜିଲ୍ଲା

ଟିକାବାଲି ଜୀବିକା ମିଶନ ବିପିଏମ ଭାଗିରଥି ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା

25-Aug-2024



ଟିକାବାଲି (କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ) ଦୁନିଆରେ ଜନ୍ମ ହେଲେ ଦିନେ ଯେମିତି ମୃତ୍ୟୁ ସୁନିଶ୍ଚିତ ସେମିତୀ ମଣିଷ ଜୀବନରେ ସରକାରୀ ଚାକିରୀ କଲେ ବଦଳି ଓ ଅବସର ସୁନିଶ୍ଚିତ ଅଟେ, ଏହି ଚିରାଚରିତ ପ୍ରକ୍ରିୟାକୁ କେହି ବଦଳେଇ ଦେଇ ପାରିବେନି ଯାହାକି ଆଜି ଭାଗିରଥି ପୃଷ୍ଟି ଙ୍କୁଦୁଃଖର ସହିତ ସରକାର ଙ୍କର ଆଇନ ର ନିର୍ଦେଶ କୁ ମାନିବାକୁ ପଡିଲା ଓ ନିଜ ର ଦାୟିତ୍ୱ ସମ୍ପାଦନ କରିଥିବାର ସ୍ୱାଦକୁ ଅନୁଭବ କରିବାକୁ ପଡିଲା |  ଘଟଣା ଟି ହେଲା କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଜୀବିକା ମିଶନ ବିପିଏମ ଶ୍ରୀ ଭାଗିରଥି ପୃଷ୍ଟି ଦାୟିତ୍ୱ ନେବା ଦିନ ଠାରୁ ବଦଳି ହେବା ପର୍ଯ୍ୟନ୍ତ ଗତ 16 / 10 2000 ଠାରୁ ଚଲିତ 16 /08/ 2024 ଦୀର୍ଘ  3 ବର୍ଷ 10 ମାସ ମହିଳା ମାନଙ୍କର ସେବା କରିବା ସହିତ ସରକାର ଙ୍କ ଦାୟିତ୍ୱ କୁ ସୁଚାରୁରୂପେ ସମ୍ପାଦନ କରିଆସିଛନ୍ତି |  ଶ୍ରୀ ପୃଷ୍ଟି ସରକାର ଙ୍କର ବିଭିର୍ଣ୍ଣ ଯୋଜନା ମହିଳା ମାନଙ୍କ ଉର୍ନ୍ନତି କ୍ଷେତ୍ରରେ  ବା ମହିଳାମାନେ କିଭଳି ଏଇ ଯୋଜନା ମାଧ୍ୟମରେ ରୋଜଗାର କ୍ଷମ ହୋଇ ସ୍ୱାବଲମ୍ବୀ ହୋଇପାରିବେ ସେ କ୍ଷେତ୍ରରେ ନିଷ୍ଠାପର ଭାବେ କାର୍ଯ୍ୟ କରି  ସ୍ୱୟଂ ସହାୟକ ଦଳ ରେ ଅନ୍ତର୍ଭୁକ୍ତ ହୋଇଥିବା ମହିଳା ମାନଙ୍କୁ ସହଯୋଗ କରୁଥିଲେ | କେବଳ ସେତିକି ନୁହଁ ସେ ବ୍ୟକ୍ତିଗତ ଭାବେ ଆନ୍ତରିକତା ର ସହିତ ପ୍ରତ୍ୟେକ ଗାଁ କୁ ଯାଇ ଏସ ଏଚ ଜି ର ମହିଳା ମାନଙ୍କୁ ପ୍ରେରଣା ଯୋଗାଉ ଥିଲେ | ଯାହାକି ତାଙ୍କର ଅନ୍ୟତ୍ର ବଦଳି ହେବା ପରେ ଟିକାବାଲି ଜୀବିକା ମିଶନ ଶକ୍ତିରେ କାର୍ଯ୍ୟ କରୁଥିବା ଏମ୍ବିକେ, ସିଆରପି  ମହିଳା ମହାସଂଘର ସଭାପତି ସମ୍ପାଦିକା ଓ ସ୍ୱୟଂ ସହାୟକ ଦଳର କର୍ମକର୍ତ୍ତା ମାନଙ୍କ ବିଦାୟୀକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରୁ ଅନୁମାନ କରାଯାଇପାରୁଥିଲା | 
   ପ୍ରକାଶ ଥାଉକି ଶ୍ରୀ ପେଷ୍ଟିଙ୍କର ଟିକାବାଲିରୁ ହେଡ଼ କୁ୍ୱାଟର କାର୍ଯ୍ୟାଳୟ କୁ ବଦଳି ହୋଇଥିବା ଜଣାପଡିଛି |  ହେଲେ ତାଙ୍କ ର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଥିବା ଏମ୍ବିକେ, ସିଆରପି  ମହିଳା ମହାସଂଘର ସଭାନେତ୍ରୀ ଓ ସ୍ୱୟଂ ସହାୟକ ଦଳର କର୍ମକର୍ତ୍ତା ମାନଙ୍କର ଦୁଃଖରେ ଆଖି ଛଳ ଛଳ ହେବାର ଦେଖାଯାଇଥିଲା, ଓ ସମସ୍ତଙ୍କ ମନ ହୃଦୟରେ ଏକ ଅଦ୍ଭୁତ ଭାବାବେଗ ସୃଷ୍ଟି ହୋଇ ଥିବା ରୁ କିଛି କ୍ୟାଡର ମହିଳା ଙ୍କ କଣ୍ଠ ରୁଦ୍ଧ ହୋଇ ଯାଇଥିଲା ଓ ସେମାନେ ଶ୍ରୀ ଭାଗିରଥି ପୃଷ୍ଟିଙ୍କର ଅତୀତ ଦିନର କାର୍ଯ୍ୟ ଶୈଳୀ କୁ ମନେ ପକେଇ କହିଥିଲେ କି ଆଗାମୀ ଭବିଷ୍ୟରେ ଆମ ଟିକାବାଲି ବ୍ଲକ ଜୀବିକା ମିଶନ ଶକ୍ତି କାର୍ଯ୍ୟାଳୟ ରେ ଆଉ ଏଭଳି ବିପିଏମ ଆମେ ପାଇବୁକି ନାହିଁ ସନ୍ଦେହ ବୋଲି ଟିକାବାଲି ଏମ୍ବିକେ ଶ୍ରୀମତୀ ଗୀତାଞ୍ଜଳି ସ୍ୱାଇଁ, କଇଁଝର ଏମ୍ବିକେ ଶ୍ରୀମତୀ ପୁଷ୍ପାଞ୍ଜଳି ବେହେରା,ପବୁରିଆ ଏମ୍ବିକେ ଶ୍ରୀମତୀ ଶୁଭଶ୍ରୀ  ଦେହୁରୀ ସମେତ ଉପସ୍ଥିତ ଥିବା ଅନ୍ୟ ସ୍ୱୟଂ ସହାୟକ ଦଳର ମହିଳା କ୍ୟାଡର ମାନେ ଅତି ଦୁଃଖର ସହିତ ପ୍ରକାଶ କରିଥିଲେ ଓ ଶ୍ରୀ ପୃଷ୍ଟିଙ୍କର ଆଗାମୀ ଉଜ୍ଜଳ ଭବିଷ୍ୟତ ର କର୍ମମୟ ଜୀବନ କାମନା କରିଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026

You Might Also Like