-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
14-Aug-2024
ବରଗଡ଼/ଗାଇସିଲେଟ(ନିରଞ୍ଜନ ତ୍ରିପାଠୀ)-ଦିର୍ଘଦିନର ବ୍ୟବଧାନ ପରେ ଗାଇସିଲେଟ ବ୍ଲକ ନାଗରିକ ସଂଘର ସ୍ୱପ୍ନ ପୁରଣ ହୋଇଛି।ଆଜି ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଜମିଦାର ସନତ କୁମାର ଗଡତୀୟାଙ୍କ ବିଜେପୁର ଅଞ୍ଚଳ ଗ୍ରସ୍ତ ସମୟରେ ବରିଷ୍ଠ ନାଗରିକ ସଂଘର ନିମନ୍ତ୍ରଣ କ୍ରମେ ଏକ ଗୃହକୁ ଅସ୍ଥାୟୀ ଭାବେ କାର୍ଯ୍ୟରମ୍ଭ କରିବା ପରିପ୍ରେକ୍ଷୀରେ ନିଜ କୋମଳ ହସ୍ତରେ ଉଦଘାଟନ କରିଛନ୍ତି। ପ୍ରାରମ୍ଭରେ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବିଧାୟକ ଜମିଦାର ଶ୍ରୀମାନ ଗଡତୀୟାଙ୍କୁ ଉପଢ଼ୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।ତାଙ୍କ ଗହଣରେ ବିଧାୟକ ଶ୍ରୀଯୁକ୍ତ ଗଡତୀୟାଙ୍କୁ ପାଇ ବେଶ ସମସ୍ତ କାର୍ଯ୍ୟକର୍ତ୍ତା ସମେତ ସମସ୍ତ ସଦସ୍ୟ ବେଶ ଖୁସି ଅନୁଭବ କରିଛନ୍ତି।