-+91-9937148622 |

prerana_bgr@rediffmail.com |

  Saturday 3rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||      ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   (03-Oct-2026)       ||      ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (03-Oct-2026)       ||      ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ    (03-Oct-2026)       ||      ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   (03-Oct-2026)       ||      ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   (03-Oct-2026)       ||      ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   (03-Oct-2026)       ||      ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   (03-Oct-2026)       ||      *ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   (03-Oct-2026)       ||      ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ର ଦ୍ୱିତୀୟ ଦିବସ    (03-Oct-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   (02-Oct-2026)       ||      ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସେବା — ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି ଜନସମ୍ପର୍କ ଅଭିଯାନ।   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   (02-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   (02-Oct-2026)       ||      ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   (02-Oct-2026)       ||      ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   (02-Oct-2026)       ||      ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   (02-Oct-2026)       ||      ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    (02-Oct-2026)       ||     

HOME   ଜିଲ୍ଲା

ଆଦିବାସୀ ବିରୁଦ୍ଧରେ ଷଡଯନ୍ତ୍ର : କିସ୍ ଆଦିବାସୀ ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ ବିଜେପି ହୀନ ରାଜନୀତି ବନ୍ଦ କରୁ

24-Jun-2024



ବଲାଙ୍ଗିର(ପ୍ରେରଣା ଖବର ): କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଜାତି, ଓରାମ ଆଦିବାସୀ, ଆଦିବାସୀ କୋଟାରେ ବିଜେପି ଦଳର ସୁଦରଗଡ ଲୋକସଭା ସାଂସଦ ହୋଇଛନ୍ତି। ବିଜେପି ସରକାରରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ହୋଇଛନ୍ତି କିନ୍ତୁ ପୃଥିବୀର ପ୍ରଥମ କିସ୍ ଆଦିବାସୀ ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି। ବିଜେପିର ବୁଦ୍ଧିଭ୍ରଷ୍ଟ ହେଲାଣି। ଗୋଟିଏ ପଟେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି କରି ଦେଲୁ ବୋଲି ବାଃ ବାଃ ମାରୁଛନ୍ତି ତ କେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗୋଟିଏ ଆଦିବାସୀ ବିଧାୟକଙ୍କୁ କରି ଦେଲୁ ବୋଲି ଡିଙ୍ଗରା ପିଟୁଛନ୍ତି। ଯଦି ବିଜେପି ଦଳ ଆଦିବାସୀଙ୍କୁ ଏତେ ଗୁରୁତ୍ୱ ଦେଉଛନ୍ତି, ଆଦିବାସୀ ମାନଙ୍କ ବିକାଶ ଚାହୁଁଛି ତେବେ ଆଦିବାସୀ ମାନଙ୍କ ବିରୁଦ୍ଧରେ ଲାଗିଛି କାହିଁକି ? ଆଦିବାସୀ ସମାଜ ଗରିବ ଛାତ୍ରଛାତ୍ରୀ ବିରୁଦ୍ଧରେ ଲାଗିପଡିଛନ୍ତି କାହିଁକି ? କିସ୍ ପୃଥିବୀର ପ୍ରଥମ ନିଃଶୁଳ୍କ ଆବସିକ ଆଦିବାସୀ ବିଶ୍ୱବିଦ୍ୟାଳୟ। ଓଡିଶା, ଛାତିଶଗଡ, ଝାରଖଣ୍ଡ, ଆସାମର ଆଦିବାସୀ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଏମ. ଏ./ ଏମ. ଏସ. ସି. /ଏମ. କମ/ ଏମ ଟେକ,/ ଏଲ. ଏଲ. ଏମ. ପି ଏଜଡ଼ି ଡ଼ିଗ୍ରୀ ପ୍ରଯ୍ୟନ୍ତ ସମ୍ପୂର୍ଣ ମାଗଣାରେ ପଢୁଛନ୍ତି। ଫୁଟବଲ , ହକି, ଖୋଖୋ, ଭଲିବଲ, କବାଡି, ତୀର, କୁସ୍ତି, କ୍ରିକେଟ ସନ୍ତରଣ ସବୁ କ୍ରୀଡାରେ ଆର୍ନ୍ତଜାତୀୟ ସ୍ତରରେ କ୍ଷତି ଅର୍ଜନ କରିଛି କିସ୍ । କଳା, ସଂସ୍କୃତି, ଭାଷା, ଧର୍ମ, ନୃତ୍ୟ, ଗୀତ, ବାଦ୍ୟ, ସଂଗୀତ କ୍ଷେତ୍ରରେ ବିଶ୍ୱବିଜୟ କିସ୍ ଆଦିବାସୀ ଛାତ୍ରଛାତ୍ରୀ। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସମସ୍ତ ବିଭାଗରେ ଚାକିରୀ କରୁଛନ୍ତି କିସ୍ ଆଦିବାସୀ ଛାତ୍ରଛାତ୍ରୀ ବିଶ୍ୱର ବିଭିନ୍ନ ଦେଶର କମ୍ପାନୀ ମାନଙ୍କରେ ଚାକିରୀ କରୁଛନ୍ତି l ଦେଶ ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପଢୁଛନ୍ତି କିସ ର ଛାତ୍ରଛାତ୍ରୀ। ତେବେ କିସ୍ ଆଦିବାସୀ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ କଣ କ୍ଷତି କଲେ ବିଜେପି ଦଳର ବା ଜୁଏଲ ଓରାମଙ୍କ ଯେ କିସ ବିଶ୍ୱବିଦ୍ୟାଳୟ ଉପରେ ଚୌକି ରେ ବସୁ ବସୁ ନାଟକ କଲେ ବୋଲି ଆାଦିବାସୀ ମାନେ ପ୍ରଶ୍ନ କରିଛନ୍ତି l ଯଦି ସରକାରୀ ଜମିରେ କିମ୍ବା ସରକାରୀ ଜଙ୍ଗଲ ଜମିରେ କିସ୍ ଆଦିବାସୀ ବିଶ୍ୱବିଦ୍ୟାଳୟ ସ୍କୁଲ କରିଛି କିମ୍ବା କଲେଜ କରିଛନ୍ତି କିମ୍ବା ୟୁନିଭେର୍ସିଟି କରିଛନ୍ତି କିମ୍ବା ଖେଳ ପଡିଆ କରିଛନ୍ତି ତେବେ ବିଜେପି ଦଳର ଅସୁବିଧା କଣ? ଆଦିବାସୀ ଛାତ୍ରଛାତ୍ରୀ ପାଠ ପଢିଲେ କିମ୍ବା ଖେଳ ଅଭ୍ୟାସ କଲେ ଜୁଏଲ ଓରାମ ମନ୍ତ୍ରୀ ଙ୍କ ଅସୁବିଧା କଣ ? କିସ୍ ଭଳିଆ କେତେ ଆଦିବାସୀ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ କରିଛି ବିଜେପି । ମନ୍ତ୍ରୀ ଜୁଏଲ ଓରାମ ଆଦିବାସୀ କୋଟା ରେ ଦୀର୍ଘ ବର୍ଷ ମନ୍ତ୍ରୀ, ସାଂସଦ ପଦ ବିରେ ରହି ଆଦିବାସୀ ମାନଙ୍କ ଶିକ୍ଷା ର ବିକାଶ ପାଇଁ କେତୋଟି ନିଃଶୁକ୍ଳ ଅବାଷିକ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ କରିଛନ୍ତି ? କେତେ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ଦେଶ ବିଦେଶ ରେ ପାଠ ପଢ଼ାଉଛନ୍ତି ? ମନ୍ତ୍ରୀ ଜୁଏଲ ଓରାମଙ୍କୁ ତୁରନ୍ତ ଆଦିବାସୀ ମନ୍ତ୍ରୀ ପଦବୀରୁ ବହିଷ୍କାର କରାଯାଉ। ନଚେତ ରାଜ୍ୟବ୍ୟାପି ଆଦିବାସୀ ଆନ୍ଦୋଳନ କରାଯିବ। ବିଜେପିକୁ ଗାଡିଚ୍ୟତ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ହେବ। ବିଜେପି ବିରୁଦ୍ଧରେ ଆଇନ ଅମାନ୍ୟ ଆନ୍ଦୋଳନ ହେବ। ଆଇନ ବିପର୍ଯ୍ୟସ୍ତ ପାଇଁ ବିଜେପି ସରକାର ଦାୟୀ ରହିବ ବୋଲି ଆଦିବାସୀ ନେତ୍ରୀ ଶ୍ରୀମତୀ ବନଳତା ମାଝୀ, ଶ୍ରୀମତୀ ଲକ୍ଷ୍ମୀ ଶବର, ଶ୍ରୀମତୀ ଖେଳନ୍ତି ସମରଥ, ଶ୍ରୀମତୀ ସତ୍ୟଭାମା ମାଝୀ, ଶ୍ରୀମତୀ ସଂଯୁକ୍ତା ବରିହା, ଶ୍ରୀମତୀ ସନ୍ତୋଷିନୀ ବିଶି,ଶ୍ରୀମତୀ ପତ୍ରଙ୍ଗି ମାଝୀ, ଶ୍ରୀମତୀ ମିଥିଲା ମାଝୀ,ଶ୍ରୀମତୀ ନିରୁପମା ବିଶି,ଆଦିବାସୀ ନେତା ଅଚ୍ୟୁତ ଧରୁଆ, ପାଳେଶ୍ୱର ଭୋଇ, ସନ୍ତୋଷ ପୁଟା, ବିକ୍ରମ ଭୋଇ, ରସିକ ଧରୁଆ, ଚନ୍ଦ୍ରଶେଖର ବରିହା, ମନୋରଞ୍ଜନ ଭୋଇ, ସୁରଥ ଧରୁଆ, ଘନଶ୍ୟାମ ଭୋଇ, ଘାସିରାମ ମାଝୀ, ଭୁପାଳ ବିଶ୍ୱାଳ, ଯଦୁମଣି ବରିହା, ଜଗଜୀବନ ଭୋଇ, ଲଳିତ ମଳିକ, ଜଗନ୍ନାଥ ମାଝୀ, ଚକ୍ରଧର ଯାନୀ, ନରୋତ୍ତମ ମାଝୀ ପ୍ରମୁଖ ବିବୃତ୍ତି ରେ ଜଣାଇଛନ୍ତି l


News Comment




Photo in News

Advertisment
Lastest News
  ରାଜ୍ୟ  
ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ   03-Oct-2026
  ଜିଲ୍ଲା  
ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା   03-Oct-2026
  ଜିଲ୍ଲା  
ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   03-Oct-2026
  ଜିଲ୍ଲା  
ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   03-Oct-2026
  ଜିଲ୍ଲା  
ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   03-Oct-2026
  ଜିଲ୍ଲା  
ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   03-Oct-2026
  ଜିଲ୍ଲା  
ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   03-Oct-2026
  ଜିଲ୍ଲା  
ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   03-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   03-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ର ଦ୍ୱିତୀୟ ଦିବସ   03-Oct-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   02-Oct-2026

You Might Also Like