-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
06-May-2024
ବଲାଙ୍ଗୀର, (ପ୍ରେରଣା ଖବର) ପାଟଣାଗଡ଼ ବ୍ଲକ ବାଲିପଟା ପଂଚାୟତ ର ପୂର୍ବତନ ବିଜେପି ସମିତି ସତ୍ୟ ନାଗ ସହିତ ୧୫ ଜଣ କର୍ମୀ ବିଜେପି ଛାଡି ବିଜେଡି ରେ ସାମିଲ ହୋଇଛନ୍ତି l ବିଧାୟକ ପ୍ରାର୍ଥୀ ସରୋଜ ମେହେର ସମସ୍ତଙ୍କୁ ସ୍ୱାଗତ ଜଣାଇଛନ୍ତି l ଏହି ଅବସରରେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ସରୋଜ ମେହେର ସମସ୍ତ କର୍ମୀଙ୍କୁ ସ୍ୱାଗତ ଜଣାଇଥିଲେ l ବିଧାୟକ ପ୍ରାର୍ଥୀ ସରୋଜ ମେହେରଙ୍କ କାର୍ଯ୍ୟଦକ୍ଷତା ଓ ବିକାଶମୁଖୀ ପଦକ୍ଷେପ ଦ୍ୱାରା ଅନୁପ୍ରାଣିତ ହୋଇ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନ ପ୍ରତି ଆକୃଷ୍ଟ ହୋଇ ସେମାନେ ବିଜେଡ଼ିରେ ସାମିଲ୍ ହେଲୁ ବୋଲି କର୍ମୀ ମାନ କହିଛନ୍ତି l