-+91-9937148622 |

prerana_bgr@rediffmail.com |

  Saturday 2nd May 2026 |

| | | |

R.N.I. Regd No. ODIODI/2010/46693

Breaking News

ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ଭାବେ ପାଳନ କଲା ବଲାଙ୍ଗୀର ଓୟୁଜେ ଶାଖା   (02-May-2026)       ||      ସମ୍ବଲପୁର ମହାନଗର ନିଗମ, ଶ୍ରମିକ ଦିବସରେ ସଫେଇ ଅଭିଯାନର ଶୁଭାରମ୍ଭ    (02-May-2026)       ||      *ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅର୍ନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳିତ*   (02-May-2026)       ||      ପାତଲଗଙ୍ଗା ଠାରେ ପବିତ୍ର ବୈଶାଖ ମେଳା ଅନୁଷ୍ଠିତ ପାଇଁ ବ୍ୟାପକ ପ୍ରସ୍ତୁତି, ଶ୍ରଦ୍ଧାଳୁଙ୍କ ପାଇଁ ସୁବନ୍ଧୋବସ୍ତ ବ୍ୟବସ୍ଥା   (02-May-2026)       ||      ଶ୍ରମିକ ଛଟେଇ ହେଲେ ଆନ୍ଦୋଳନ ହେବ : ପ୍ରମୋଦ ମିଶ୍ର    (02-May-2026)       ||      ଶ୍ରମିକ ଦିବସ ପାଳିତ, ଶ୍ରମିକ ଛଟେଇ ହେଲେ ଆନ୍ଦୋଳନ ହେବ- ପ୍ରମୋଦ ମିଶ୍ର   (02-May-2026)       ||      ଓଡ଼ିଶା ଭିନ୍ନକ୍ଷମ କ୍ରିକେଟ ଦଳରେ ବାଗବାଡିର ଧୀରେନ୍ଦ୍ର ମେହେର ସାମିଲ   (01-May-2026)       ||      କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   (01-May-2026)       ||      କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଆର୍ନ୍ତଜାତିକ ଶ୍ରମିକ ଦିବସ”ପାଳନ   (01-May-2026)       ||      ଶ୍ରମିକ ଚାଲାଣକୁ ରୋକିବା ପାଇଁ ଜନ ସଚେତନତା, ବାଲାଙ୍ଗୀର ପୋଲିସ ପକ୍ଷରୁ ସହରରେ ବାଇକ୍ ରେଲି    (01-May-2026)       ||      ବଲାଙ୍ଗିର ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ    (01-May-2026)       ||      ସୁବର୍ଣ୍ଣପୁର ରୁ ରାଜଧାନୀ ଯାଏ ଲମ୍ବିଛି ଠକ ସରୋଜ କୁମ୍ଭାରର ଜାଲ    (01-May-2026)       ||      ସୁପ୍ରିୟା ମାର୍ଗ ର ୨୫ତମ ରୌପ୍ୟ ଜୟନ୍ତୀ ରଥଯାତ୍ରା ପ୍ରସ୍ତୁତି ବୈଠକ    (01-May-2026)       ||      ଜେଏସ୍ ଏମ୍ କଲେଜ ପକ୍ଷରୁ ଭଗବାନ ବୁଦ୍ଧ ଜୟନ୍ତୀ ପାଳିତ   (01-May-2026)       ||      *ସୁବର୍ଣ୍ଣପୁର ରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୬ ପାଳିତ*- *ଶ୍ରମିକ କଲ୍ୟାଣ ପାଣ୍ଠି ରୁ ୩ କୋଟି ୬୦ ଲକ୍ଷ ୭୬ ହଜାର ସହାୟତା - ପ୍ରଦାନ*-   (01-May-2026)       ||      ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ସାହିତ୍ୟ ଅକାଦେମିର ଆଲୋଚନାଚକ୍ର- ଓଡ଼ିଆ ନାରୀ ସ୍ବାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦ   (01-May-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା କମିଟି ସଂସ୍କୃତି ମନ୍ତ୍ରୀ ସୂର୍ଜ ବଂଶୀ ସୁରଜଙ୍କୁ ଭେଟି ନିମନ୍ତ୍ରଣ ସହ ଆଲୋଚନା କଲେ   (01-May-2026)       ||      କଟକ କଲେକ୍ଟରେଟ କର୍ମଚାରୀ ଷ୍ଟାଫ୍ କମିଟିର ନିର୍ବାଚନ   (01-May-2026)       ||      ଗନ୍ଧମାର୍ଦ୍ଧନ ପାହାଡ଼ରେ ହୁତୁହୁତୁ ହୋଇ ଜଳୁଛି ନିଆଁ, ଅନ୍ୟପଟେ ହରିଶଙ୍କରରେ ଜମୁଛି ବୈଶାଖୀ ମେଳା    (01-May-2026)       ||      ଲ୍ୟାପଟପ୍ ଧରି ଗାଁ କୁ ଯାଅ - ବିଡ଼ିଓ ସିନାପାଲି   (30-Apr-2026)       ||     

HOME   ଜିଲ୍ଲା

ବଲାଙ୍ଗିରରେ କଳିକେଶଙ୍କ ସଂକଳ୍ପ ସମ୍ମିଳନୀ ଅନୁଷ୍ଠିତ

04-May-2024



ବଲାଙ୍ଗୀର:- ସ୍ଥାନୀୟ ରେନବୋ ମେରେଜ୍ ପେଲେସ ଠାରେ ବଲାଙ୍ଗୀର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ ନିକଟରେ ଥିବା ନିର୍ବାଚନକୁ ନେଇ ଏକ ସଂକଳ୍ପ ସମ୍ମିଳନୀର ଆୟୋଜନ କରିଥିଲେ।ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ଵ ପ୍ରତି ବର୍ଗର ଲୋକ ଉପସ୍ଥିତ ରହି କଳିକେଶ ନେଇଥିବା ସଂକଳ୍ପକୁ ଶୁଣିଥିଲେ। ଏହି ସମ୍ମିଳନୀ ରେ ବଲାଙ୍ଗୀର ସହରର ଅଗ୍ରଣୀ ଅନୁଷ୍ଠାନ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ନିମନ୍ତ୍ରିତ ହୋଇଥିଲେ।ବଲାଙ୍ଗୀର ସହରକୁ ଏକ ମଡେଲ ସହର ରେ ପରିଣତ କରିବାର ରୂପରେଖ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ। ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି କଳିକେଶ ବଲାଙ୍ଗୀର ସହରର ସର୍ବାଙ୍ଗୀନ ଉନ୍ନତି କରିବା ବିଷୟରେ ଏକ ସଂକଳ୍ପପତ୍ର - ୨୦୨୪ ଉନ୍ମୋଚନ କରିଥିଲେ।
ଉନ୍ମୋଚିତ ସଂକଳ୍ପପତ୍ରରେ ବଲାଙ୍ଗୀର ସହରକୁ ଏକ ମଡେଲ ସହର ଭାବେ ପରିଗଣିତ କରିବା ପାଇଁ ଅନେକ ଯୋଜନା ଗୁଡ଼ିକ ସର୍ବସମ୍ମୁଖରେ ଉପସ୍ଥାପନ କରିଥିଲେ।ସେହି ଯୋଜନା ମାନଙ୍କ ମଧ୍ୟରେ ବଲାଙ୍ଗୀର ସହରକୁ ଜିରୋ ଟଳରେନ୍ସ କ୍ରାଇମ୍ ଜୋନରେ ପରିଣତ କରିବା, କ୍ରାଇମ୍ କଣ୍ଟ୍ରୋଲ ପାଇଁ ପ୍ରତି ୱାର୍ଡ ରେ ସିସିଟିଭି କ୍ୟାମେରା ଲଗାଇବା, ଉନ୍ନତ ମାନର ଷ୍ଟ୍ରିଟ ଲାଇଟ୍ ସହ ୨୪×୭ ଜରୁରୀକାଳୀନ ହେଲ୍ପ ଲାଇନ ନମ୍ବର ଯୋଗେ ସମସ୍ତ ଜରୁରୀ ଆବଶ୍ୟକତା ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଓ ଅଭିଯୋଗର ସମାଧାନ କରାଯିବ ବୋଲି ସଂକଳ୍ପ ନେଇଥିଲେ।
କୋଶଲାଞ୍ଚଲ୍ ରେ ବସବାସ କରୁଥିବା ଲୋକଙ୍କ ଭାଷାଭାଷୀ କୁ ଅଷ୍ଟମ ଅନୁସୂଚୀରେ ସ୍ଥାନିତ କରିବା, କୋଶଳ କଳା ମହୋତ୍ସବ ଆୟୋଜନ କରିବା, କୋଶଳ ସାଂସ୍କୃତିକ କେନ୍ଦ୍ର ସ୍ଥାପନ କରିବା, ସହରରେ ଥିବା ଧାର୍ମିକ ପୀଠ ତଥା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ନେଇ ଏକ ଟୁରିଜମ ସର୍କିଟ ସ୍ଥାପନ କରିବା, ସ୍ବାସ୍ଥ୍ୟ ସେବାକୁ ଆହୁରି ପ୍ରଶସ୍ତିକରଣ କରିବା, ୨୪ ଘଣ୍ଟା ସହରର ସମସ୍ତ ଘରକୁ ଶୁଦ୍ଧ ପାନୀୟ ଜଳ ସଂଯୋଗ, ପୋଖରୀ ଗୁଡ଼ିକର ପୁନଃରୁଦ୍ଧାର ଓ ସୋନ୍ଦର୍ଯ୍ୟକରଣ କରିବା, ଭିଜନ ଫୋରମ୍ ପ୍ରତିଷ୍ଠା, ପୌର ପରିଷଦକୁ ପୌର କର୍ପୋରେସନ କରିବା, ସହରରେ ମାଷ୍ଟର ଡ୍ରେନେଜ୍ ଯୋଜନା, ସମସ୍ତ ୱାର୍ଡ ରେ ପାର୍କ ନିର୍ମାଣ, ପଟ୍ଟାହିନଙ୍କୁ ପଟ୍ଟା ପ୍ରଦାନ, ମେଧାବୀ ଛାତ୍ରୀ ମାନଙ୍କୁ ବାର୍ଷିକ ଛାତ୍ରବୃତ୍ତି ଯୋଜନାରେ ସାମିଲ କରିବା, ବଲାଙ୍ଗୀର ସହରରେ ମହିଳା ମାନଙ୍କ ମନୋରଂଜନ ପାଇଁ ମହିଳା କ୍ଳବ୍ ପ୍ରତିଷ୍ଠା କରିବା,ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ପାଠ୍ୟକ୍ରମ ବୃଦ୍ଧି, କେନ୍ଦ୍ରୀୟ ଡିଜିଟାଲ ପାଠାଗାର ନିର୍ମାଣ, ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି କେନ୍ଦ୍ର, ସମନ୍ୱିତ କ୍ରୀଡା ଭିତ୍ତିଭୂମିର ବିକାଶ, ବିମାନ ଯୋଗାଯୋଗ ଓ ବୈମାନିକ ତାଲିମ, ପ୍ରୟାଗରାଜ୍ ଓ ଦିଲ୍ଲୀ ପାଇଁ ସିଧାସଳଖ ରେଳ ସୁବିଧା, ବଲାଙ୍ଗୀର ଖୋର୍ଦ୍ଧା ଲାଇନ୍ ସମ୍ପୂର୍ଣ୍ଣ କରିବା,କୃଷି ଅନୁସନ୍ଧାନ କେନ୍ଦ୍ର ଓ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା,କୃଷି ପାଇଁ ଦୁଇ ଥର ଜଳ ସେଚନ ବ୍ୟବସ୍ଥା,ସୂତା,କେନ୍ଦୁପତ୍ର ଓ ହସ୍ତତନ୍ତ ର ରପ୍ତାନି ର ସୁବିଧା କରିବା,ସ୍ଥାନୀୟ ଉତ୍ପାଦନ ସାମଗ୍ରୀ ର ବିକ୍ରି ପାଇଁ ବ୍ୟବସାୟ ସହାୟତା କେନ୍ଦ୍ର ର ପ୍ରତିଷ୍ଠା,ବୃତ୍ତିଗତ ତାଲିମ ସହ ସ୍ଥାନୀୟ ଯୁବକ ମାନଙ୍କୁ ସଶକ୍ତ କରି ସ୍ଥାନୀୟ ବ୍ୟବସାୟ କୁ ସହାୟତା ଦିଆଯିବା, ଶିଳ୍ପ ପାର୍କ ସ୍ଥାପନ କରିବା, ଆମ୍ବେଦକର ଭବନ ନିର୍ମାଣ କରିବା, ସମସ୍ତ ସମ୍ପ୍ରଦାୟର ଅନୁଷ୍ଠାନକୁ ସହାୟତା ଦେବା, ଡ୍ରାଇଭର ମାନଙ୍କ ପାଇଁ କାର୍ଯ୍ୟାଳୟ ସହ ଦୁର୍ଘଟଣାଜନିତ କ୍ଷୟକ୍ଷତି ପାଇଁ ବିମା ର ସହାୟତା,ବରିଷ୍ଠ ଲୋକଙ୍କ ପାଇଁ ତୀର୍ଥ ଯାତ୍ରା, ବୁଲା ଗାଈ ଗୋରୁ, କୁକୁରଙ୍କ ପାଇଁ ଆଶ୍ରୟ ଗୃହ ନିର୍ମାଣ  ତଥା ବୃକ୍ଷ ରୋପଣ କରାଯାଇ ବଲାଙ୍ଗୀର ସହରକୁ ସବୁଜ ସୁନ୍ଦର ବଲାଙ୍ଗୀର ଭାବରେ ପରିଣତ କରିବାକୁ ଉପସ୍ଥିତ ବଲାଙ୍ଗୀର ସହରବାସୀ ଙ୍କ ସମ୍ମୁଖରେ କଳିକେଶ ନାରାୟଣ ସିଂଦେଓ ଦୃଢ଼ ସଂକଳ୍ପ ନେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ଭାବେ ପାଳନ କଲା ବଲାଙ୍ଗୀର ଓୟୁଜେ ଶାଖା   02-May-2026
  ଜିଲ୍ଲା  
ସମ୍ବଲପୁର ମହାନଗର ନିଗମ, ଶ୍ରମିକ ଦିବସରେ ସଫେଇ ଅଭିଯାନର ଶୁଭାରମ୍ଭ   02-May-2026
  ଜିଲ୍ଲା  
*ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅର୍ନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳିତ*   02-May-2026
  ଜିଲ୍ଲା  
ପାତଲଗଙ୍ଗା ଠାରେ ପବିତ୍ର ବୈଶାଖ ମେଳା ଅନୁଷ୍ଠିତ ପାଇଁ ବ୍ୟାପକ ପ୍ରସ୍ତୁତି, ଶ୍ରଦ୍ଧାଳୁଙ୍କ ପାଇଁ ସୁବନ୍ଧୋବସ୍ତ ବ୍ୟବସ୍ଥା   02-May-2026
  ଜିଲ୍ଲା  
ଶ୍ରମିକ ଛଟେଇ ହେଲେ ଆନ୍ଦୋଳନ ହେବ : ପ୍ରମୋଦ ମିଶ୍ର   02-May-2026
  ଜିଲ୍ଲା  
ଶ୍ରମିକ ଦିବସ ପାଳିତ, ଶ୍ରମିକ ଛଟେଇ ହେଲେ ଆନ୍ଦୋଳନ ହେବ- ପ୍ରମୋଦ ମିଶ୍ର   02-May-2026
  ଜିଲ୍ଲା  
ଓଡ଼ିଶା ଭିନ୍ନକ୍ଷମ କ୍ରିକେଟ ଦଳରେ ବାଗବାଡିର ଧୀରେନ୍ଦ୍ର ମେହେର ସାମିଲ   01-May-2026
  ଜିଲ୍ଲା  
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   01-May-2026
  ଜିଲ୍ଲା  
କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଆର୍ନ୍ତଜାତିକ ଶ୍ରମିକ ଦିବସ”ପାଳନ   01-May-2026
  ଜିଲ୍ଲା  
ଶ୍ରମିକ ଚାଲାଣକୁ ରୋକିବା ପାଇଁ ଜନ ସଚେତନତା, ବାଲାଙ୍ଗୀର ପୋଲିସ ପକ୍ଷରୁ ସହରରେ ବାଇକ୍ ରେଲି   01-May-2026
  ଜିଲ୍ଲା  
ବଲାଙ୍ଗିର ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   01-May-2026
  ଜିଲ୍ଲା  
ସୁବର୍ଣ୍ଣପୁର ରୁ ରାଜଧାନୀ ଯାଏ ଲମ୍ବିଛି ଠକ ସରୋଜ କୁମ୍ଭାରର ଜାଲ   01-May-2026

You Might Also Like