-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ନର୍ଲା ଆସନ ଦଖଲ କରି ପାରନ୍ତି ଚର୍ଚ୍ଚିତ ଚେହେରା ଫାୟର ବ୍ରାଣ୍ଡ ଭକ୍ତ ଦାସ

04-May-2024



ନର୍ଲା (ଚିନ୍ତାମଣି ନାଏକ )
କଳାହାଣ୍ଡି ହଟ ସିଟ ପାଇଁ ନର୍ଲା ରେ ଚାଲିଛି ୨୦୨୪ ମହା ସଂଗ୍ରାମ ନିର୍ବାଚନ ପାଇଁ ମାତ୍ର ଆଉ ଅଳ୍ପ କିଛିଦିନ ରହିଛି ନେତାଙ୍କ ଭାଗ୍ୟ ନିର୍ଧାରଣ ହେବ ଏହି ଲଢେଇ ରେ ଶାସକ ବିଜେଡି ନର୍ଲା ବ୍ଲକ ରୁ ଦୁଇ ଦୁଇ ଥର ଅଧକ୍ଷା ପଦରେ ଥିବା ମନୋରମା ମହାନ୍ତି ଙ୍କୁ ମିଶନ ଶକ୍ତି ସାହାରା ରେ ଟିକେଟ ପ୍ରଦାନ କରି ମହିଳା ଭୋଟ କୁ ସପକ୍ଷରେ ନେବା ପ୍ରୟାସ କରୁଥିବା ବେଳେ ବିଜେପି ମଧ୍ୟ ଏଥର ମାନ୍ୟବର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଲୋକପ୍ରିୟତା କୁ ଭରସା କରି ପୁଣି ଥରେ ଅନିରୁଦ୍ଧ ପଧାନ ଙ୍କୁ ରଣାଙ୍ଗଣ ରେ ଓହ୍ଲାଇଛି ଏ ଦୁଇ ନେତା ଓ ନେତ୍ରୀ ଅନାଶୟ ରେ ନିର୍ବାଚନୀ ବୈତରଣୀ ପାର ହୋଇଯିବା ଆଶା ବାନ୍ଧିଥିବା ବେଳେ ଅଚାନକ ଏ ଦୁଇ ଙ୍କ ଭିତରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କଳାହାଣ୍ଡି ର ଚର୍ଚ୍ଚିତ ଚେହେରା ଆବିର୍ଭାବ ହୋଇ ରାଜନୈତିକ ଗଣିତ କୁ ବିଗାଡି ଦେଇଥିବା ଆଲୋଚନା ହେଉଛି ବର୍ତ୍ତମାନ ନର୍ଲା ଭୋଟର ଏହି ତିନି ପ୍ରମୁଖ ପ୍ରାର୍ଥୀ ଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ପ୍ରଥମେ ଆସିବା ଶାସକ ବିଜେଡି ପ୍ରାର୍ଥୀନୀ ମନୋରମା ମହାନ୍ତି ଆଠବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ବ୍ଲକ ଅଧକ୍ଷା ପଦବୀ ରେ ଥିବା ସମୟରେ ସାଧାରଣ ଲୋକଙ୍କ ସମସ୍ୟା ବୁଝିଲେ ନାହିଁ କିମ୍ବା ଶୁଣିଲେ ନାହିଁ ତାଙ୍କ ପାୱାର କୁ ସ୍ବାମୀ ଦୁର୍ଗା ପ୍ରସାଦ ମହାନ୍ତି ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ବ୍ୟବହାର କରି ଆସୁଥିବା ଏବଂ  କେବଳ ଠିକା ବିକା ରେ ନିରନ୍ତର କୋଡ଼ିଏ ପ୍ରତିଶତ ପିଶି ନେଇ ବ୍ଲକ ର ଚବିଶ ଗୋଟି ଗ୍ରାମ ପଞ୍ଚାୟତ ର ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ ବିଜୁଳି ଭଳି ମୌଳିକ ସୁବିଧା ରୁ ଲୋକେ ବଞ୍ଚିତ ହେଉଥିବା କହିଛନ୍ତି ଏବଂ ଖୋଦ୍ ନର୍ଲା ବ୍ଲକ ହେଡ୍ କ୍ଵାଟର କଲେଜ ଛକ ଠାରୁ ଭେଟ୍ନାରୀ ଛକ ପର୍ଯ୍ୟନ୍ତ ଆଠ ବର୍ଷ ଭିତରେ ରୋଡ ଲାଇଟ୍ ଟିଏ ଲାଗିପାରିଲା ନାହିଁ କିମ୍ବା ବ୍ଲକ ରେ କୌଣସି ପ୍ରକାର ଆତ୍ମ ନିର୍ଭରଶୀଳ ବୈଷୟିକ ଶିକ୍ଷା ଅନୁଷ୍ଠାନ ଟିଏ ମଧ୍ୟ ହେଲା ନାହିଁ ଏଭଳି ସ୍ବାମୀ ସ୍ତ୍ରୀ ପାୱାର ରେ ରହି କେବଳ ନିଜ ଉନ୍ନତି ଛଡ଼ା ଅନ୍ୟ ଚିନ୍ତା କରି ନ ଥିବା ଜନତା ଦନାର୍ଦନ ପ୍ରକାଶ କରିଛନ୍ତି ଅନ୍ୟ ପକ୍ଷରେ ବିଜେପି ପ୍ରାର୍ଥୀ ଅନିରୁଦ୍ଧ ପଧାନ ଙ୍କ ପ୍ରତି ଲୋକଙ୍କ ଆସ୍ଥା ନ ଥିବା ବେଳେ ତାଙ୍କର ଦଳୀୟ ଇସ୍ତାହାର କୁ ସାଧାରଣ ଲୋକେ ପ୍ରତ୍ୟାଖାନ କରୁଥିବା ଚର୍ଚ୍ଚା ହେଉଛି ଏହାରି ଭିତରେ କଂଗ୍ରେସ ର ରାଷ୍ଟ୍ରୀୟ ଚର୍ଚ୍ଚିତ ଚେହେରା ଫାୟର ବ୍ରାଣ୍ଡ ଭକ୍ତ ଦାସ ଙ୍କ ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ବାସ ଦିନକୁ ଦିନ ପ୍ରବଳ ମାତ୍ରାରେ ବଢ଼ି ଚାଲିଛି ଏବଂ ଶ୍ରୀ ଦାସ ନିଶ୍ଚିତ୍ ବିଜୟ ହେବେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସ୍ ନେତା ଓ କର୍ମୀ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like