-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
26-Jan-2024
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ଠାରେ ପୁଷପୁନି ଉତ୍ସବ ପାଳନ ହୋଇଯାଇଛି l ଏହି ଅବସରରେ ଲୋଇସିଂହା ଠାରେ ପିଠାମଣ୍ଡା ବଣ୍ଟନ କରାଯାଇଥିଲା l ଏହା ଗତ କିଛିବର୍ଷ କଂଗ୍ରେସ ନେତା ନରସିଂହ ମିଶ୍ର ବଣ୍ଟନ କରି ଆସୁଥିବା ବେଳେ ଏଥର ତାଙ୍କ ଜ୍ୟେଷ୍ଠପୁତ୍ର ଅମରେନ୍ଦ୍ର ମିଶ୍ର ଏହି କାର୍ଯ୍ୟ ତୁଲାଇଛନ୍ତି l ଉକ୍ତ ପୀଠାମଣ୍ଡା କାର୍ଯ୍ୟକ୍ରମରେ ବ୍ଲକ କଂଗ୍ରସ ସଭାପତି ଅରବିନ୍ଦ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଟଙ୍କଧର ଗଡ଼ତିଆ, କଂଗ୍ରେସ ନେତା ଓମପ୍ରକାଶ କୁମ୍ଭାର, ପ୍ରକାଶଚନ୍ଦ୍ର ରାୟ, ରଣଜିତ ରାୟ, ଭୋଳାନାଥ ନାଏକ, ପୁଷପୁନି ଉତ୍ସବ ପରିଚାଳନା କମିଟି କର୍ମକର୍ତା ଭୂତନାଥ ନାଏକ, ଆନନ୍ଦ ପୁଟେଲ, ଚତୁର ଦଳାଇ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ l