-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
23-Jan-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,)
ପାପଡା ହାଣ୍ଡି ବ୍ଳକ ର ସେମଳା ଆଂଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡୁମୁରି ପଦର ପ୍ରଧାନ ଶିକ୍ଷକ ନଳିନୀ ପ୍ରଭା, ସହକାରୀ ଶିକ୍ଷକ ମିନତି ମାଝୀ, ଛାତ୍ର ଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ଙ୍କ ଗହଣରେ ରେ ନେତାଜୀ ସୁଵାଷ ବୋଷ ଜୟନ୍ତୀ ପାଳନ ଅବସରରେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ଯୋଗଦାନ କରିଥିଲେ। ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ତରଫରୁ ବକ୍ତବ୍ୟ ରେ ନେତାଜୀ ଉଦଭଦନ ରେ ଦେଶ ସ୍ବାଧୀନ ହେବାରେ ଓ ଲୋକଙ୍କୁ ଏକତ୍ର କରିବା ପାଇଁ "ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ଵାଧୀନତା ଦେଵି " । ଇଂରାଜୀ ରେ YOU give me blood ,I will give YOU free dom ନେତାଜୀ ସୁଵାଷ ବୋଷ ଜୀବନ ରେ ସ୍ୱାଧୀନତା ସଂଗ୍ରାମୀ କଥା ଆଲୋଚନା ସହ ପିଲାମାନଙ୍କୁ ନେତାଜୀ କ ଭଳି ହେବାକୁ ଉଦଭଦନ ଦେଇଥିଲେ। ନେତାଜୀ ର ଡାକରା କର ଵା ମର , ଆଜାଦ୍ ହିନ୍ଦ୍ ଫୈଜ ର ଲୋକଙ୍କ ବୀରତ୍ୱର ଭାବରେ ପିଲାମାନଙ୍କୁ ସଚେତନତା କରିଥିଲେ। ସରକାରୀ ପ୍ରାଥମିକ ବିଦ୍ୟାଳୟ ପକନା ଗୁଡା, ସରକାରୀ ପ୍ରାଥମିକ ବିଦ୍ୟାଳୟ ଭଗତ ଗୁଡା, ସରକାରୀ ପ୍ରାଥମିକ ବିଦ୍ୟାଳୟ ଖୁଡି ଗୁଡା, ସରକାରୀ ପ୍ରାଥମିକ ବିଦ୍ୟାଳୟ ୟୁ ଦିଶାରୀ ଗୁଡା ରେ ମଧ୍ୟ ନେତାଜୀ ସୁଵାଷ ବୋଷ ଜୟନ୍ତୀ ପାଳନ ହୋଇଛି।ପ୍ରଧାନ ଶିକ୍ଷକ ନଳିନୀ ପ୍ରଭା ସମସ୍ତ ଛାତ୍ରଛାତ୍ରୀଙ୍କୁ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ କୁ ଧନ୍ୟବାଦ ଅର୍ପଣ କରି ଶୋଭା ସମାପ୍ତ ଘୋଷଣା କରିଥିଲେ। ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ତରଫରୁ ବିଦ୍ୟାଳୟ ପରିଦର୍ଶନରେ ଓ ଦିବସ ପାଳନ ରେ ଯୋଗଦାନ କରି ସଚେତନତା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଓ ବୁଦ୍ଧିଜୀବୀମାନେ ମହଲରେ ପ୍ରଶଂସା କରିଥିଲେ।