-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ଆଉ କେତେବର୍ଷ ରହିଥିବେ ପ୍ରମୋଟୀରେଞ୍ଜର ?

08-Jul-2023



କଣ୍ଟାବାଞ୍ଜି(ଆନନ୍ଦ ମୋଟେ ): ବଲାଙ୍ଗୀର ବନବିଭାଗ ଅଧୀନସ୍ଥ ଗୁରୁତ୍ୱପୂର୍ଣ୍ଣ କଣ୍ଟାବାଞ୍ଜି ରେଞ୍ଜ୍ ରେ ଜଣେ ଗାର୍ଡରୁ ପଦୋନ୍ନତି ପାଇ ପାଇ ଆସି ଡେପୁଟିରେଞ୍ଜରରୁ ରେଞ୍ଜର ହୋଇଥିବା ବାରମ୍ବାର ଦୁର୍ନୀତିଅଭିଯୁକ୍ତ ଅଧିକାରୀଙ୍କୁ ଦୀର୍ଘ ପ୍ରାୟ ୫ ବର୍ଷପରେ ଆଉ କେତେବର୍ଷ ବଦଳି କରା ନଯାଇ ଅବସ୍ଥାପିତ କରି ରଖାଯାଇଥିବ ବୋଲି ଜନସାଧାରଣଙ୍କ ପକ୍ଷରୁ ପ୍ରଶ୍ନ ପଚରାଯାଇଛି ବିଭାଗୀୟ ମନ୍ତ୍ରୀ ତଥା ଡିଏଫଓଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନଙ୍କୁ । ଉଲ୍ଲେଖନୀୟ ଯେ ଏହି ଅଧିକାରୀ ଜଣକ ପାଟଣାଗଡ କେନ୍ଦୁପତ୍ର ଡିଭିଜନର ଧଣ୍ଡାମୁଣ୍ଡା - ଶାନ୍ତିପୁର କେନ୍ଦୁପତ୍ର ରେଞ୍ଜ୍ ରେ ରେଞ୍ଜର ଥିଲାବେଳେ ଫଡିପୋଡି ସମେତ ବିଭିନ୍ନ ଗୁରୁତର ଅଭିଯୋଗ ଓ ଅନିୟମିତତାକୁ ଚପାଇ ଦିଆଯାଇଥିଲା । ଏହାପୂର୍ବରୁ ତାଙ୍କ ବିରୋଧରେ ଅନ୍ୟତ୍ର ଅନ୍ୟାନ୍ୟ ଅନିୟମିତତାର ଅଭିଯୋଗମାନ ବି ଥିଲା । ତେବେ ସେ କଣ୍ଟାବାଞ୍ଜି ପରି ବନବିଭାଗର ମୂଲ୍ୟବାନ୍ ଶାଗୁଆନ୍ ପ୍ଲାଣ୍ଟେସନ୍ ରହିଥିବା ଏବଂ ବେଆଇନ୍ କାଠଚୋରି ନିମନ୍ତେ କୁଖ୍ୟାତ କଣ୍ଟାବାଞ୍ଜି ରେଞ୍ଜ୍ ରେ ପ୍ରଥମେ ଡେପୁଟି ରେଞ୍ଜର ଓ ପରେ ପୁଣି ସେଇଠି ରେଞ୍ଜର ଭାବରେ ଅବସ୍ଥାପିତ କରି ରଖାଯାଇ ଆସିଛି । ତାଙ୍କ ବିରୁଦ୍ଧରେ କିଛିଦିନତଳେ ପୂର୍ବତନ ଡିଏଫଓଙ୍କ ଅମଳରେ ଏକ ଦଶଚକିଆ ଡମ୍ଫର୍ ରେ ତାଙ୍କ ଉପସ୍ଥିତିରେ ବେଲପଡା- କଣ୍ଟାବାଞ୍ଜି ରାସ୍ତାର କାନୁଟ୍ ନିକଟରେ ଖୋଦ୍ ଡିଏଫଓ ଯାଇ ଖଇରକାଠ ଚୋରାଚାଲାଣକୁ ଧରିଥିଲେ । ଏକ ଆନ୍ତଃରାଜ୍ୟ କାଠମାଫିଆଙ୍କ ସହ ମିଶି ସେ ମଧ୍ୟ ଏହି ରାକେଟରେ ଜଡିତ ରହିଥିବା ଅଭିଯୋଗ ସତ୍ତ୍ୱେ ଏହା ତାଙ୍କରି ହେପାଜତ୍ ରେ ଦିଆଯାଇଥିଲା ଓ ଶେଷରେ ଦଫାରଫା କରିଦିଆଯାଇଥିଲା । ଏହାପରେ ତୁରେକେଲା ବିଟ୍ ର ମହୁଲପାଟି ନିକଟରେ ଖବର ପାଇ ଲାଠୋର ରେଞ୍ଜର ଧରି ତାଙ୍କୁ ଏକ ଖଇରଚୋରାକାଠ ଭର୍ତ୍ତି ଟ୍ରାକ୍ଟରକୁ ତାଙ୍କୁ ହସ୍ତାନ୍ତର ପରେ ତାହାର ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଶୁଣିବାକୁ ମିଳିଥିଲା । ଏହାସହିତ ସଲଣ୍ଡିର ବୃକ୍ଷରୋପଣ ଯୋଜନାରେ ତାଙ୍କର ଅନିୟମିତତାର ସମ୍ପୃକ୍ତି ଗଣମାଧ୍ୟମରେ ଲୋକଲୋଚନକୁ ଆସିଥିଲା । ଏହିପରି ତାଙ୍କ ବିରୁଦ୍ଧରେ ବହୁ ଅଭିଯୋଗକୁ ଡିଏଫଓ ନୀତିଶକୁମାର ନଜରଅନ୍ଦାଜ୍ କରିଦେଉଥିବା ଚର୍ଚ୍ଚା ହୋଇଆସୁଛି । ଏଣୁ ଜାଣିଶୁଣି ଏଠାରେ କାଠଚୋରିକୁ ସୁହାଇବା ସହିତ କୋଟି କୋଟି ଟଙ୍କାର ମନରେଗା , ମୋ ଜଙ୍ଗଲ ଯୋଜନା , କାମ୍ପା ଇତ୍ୟାଦି ବିଭିନ୍ନ ସରକାରୀଯୋଜନାରେ ବାଟମାରଣାକୁ ସୁଗମ କରି ତାଙ୍କ ମୁଣ୍ଡରେ ଅଠାବୋଳିଦେବାକୁ ବିଭାଗର ବଡପଣ୍ଡା ଓ ଅସାଧୁ ତଳିଆ ବନକର୍ମଚାରୀଙ୍କ ଅବାଧ ଦୁର୍ନୀତି ନିମନ୍ତେ ତାଙ୍କୁ ଏଠାରେ ଥାପନା କରାଯାଇଥିବା ଲୋକେ ଆଲୋଚନା କରୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like