-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||     

HOME   ଜିଲ୍ଲା

 ଗ୍ରାମ୍ୟ ଉନ୍ନୟନ ସଂଘର ଅଭିଯୋଗ; ସ୍ଵଚ୍ଛଳ ପରିବାରକୁ ଘରଡିହ ଚିହ୍ନଟ କାହା ସ୍ବାର୍ଥରେ ?  

03-Oct-2020




ନର୍ଲା, 03/10, (ସଞ୍ଜୀବ ଦାସ) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବାସହୀନ ପରିବାରକୁ ଆବାସ ଯୋଜନାରେ ଅର୍ଥ ଯୋଗାଇ ଦେଇ ଆସୁଛନ୍ତି।  ପ୍ରଥମେ  ଭୂମିହୀନ ଗରିବଙ୍କ ପ୍ରତି ୦.୦୪ ଡି. ଲେଖାଏଁ ଜାଗା ଯୋଗାଇ ଦେବାକୁ ବ୍ୟବସ୍ଥା କରିଥିବା ବେଳେ ସରକାରୀ ସ୍ତରରେ ଗ୍ରାମପଞ୍ଚାୟତ, ରାଜସ୍ଵ ବିଭାଗର କର୍ମଚାରୀ ମାନେ ହିତାଧିକାରୀ ଚୟନ ପ୍ରଥମ ପର୍ଯ୍ୟାୟରେ ଗ୍ରହଣ କରି ଚିହ୍ନଟ କରିଥାନ୍ତି। ତେବେ କାହା ସ୍ବାର୍ଥରେ ସ୍ଵଚ୍ଛଳ ପରିବାରକୁ ଘରଡିହ ଚିହ୍ନଟ ହୋଇଥିବା ନେଇ ଏବେ ଅଭିଯୋଗ ହୋଇଛି। ଅଭିଯୋଗ ମତେ ନର୍ଲା ବ୍ଳକ ରୁପ୍ରାରୋଡ ରାଜସ୍ଵ ଅଧିନରେ ଆସୁଥିବା ମୁରସିଂ ଗ୍ରାମରେ ଗତ  ୧୨/୯/୨୦୨୦ ରିଖ ଦିନ ରୁପ୍ରାରୋଡ ରାଜସ୍ଵ ନୀରିକ୍ଷକଙ୍କ ନିର୍ଦ୍ଦେଶରେ ହିତାଧିକାରୀ ମାନଙ୍କୁ ୦.୦୪ଡି. ଲେଖାଏଁ ଘରଡିହ ଚିହ୍ନଟ କରାଯାଇଛି। ଗ୍ରାମର ବିବେକାନନ୍ଦ ଗ୍ରାମ୍ୟ ଉନ୍ନୟନ ସଂଘର ଅଭିଯୋଗ କ୍ରମେ ୨୦୦୫ ମସିହାରେ ଉକ୍ତ ଗ୍ରାମର ଅନେକ ଲୋକ ଘରଡିହ ପଟ୍ଟା ପାଇଛନ୍ତି। ସେମାନଙ୍କର ଆବଶ୍ୟକତାଠାରୁ ଅଧିକ ନିଜସ୍ୱ ଘରଡିହ ଥିବାରୁ ସେମାନେ ନିଜ ଜାଗାରେ ଘରକରି ସ୍ଥାୟୀ ଭାବରେ ରହି ଆସୁଛନ୍ତି। ପୁଣି କେତେକ ମୁଷ୍ଟିମେୟ  ଲୋକ ଏକର ଏକର ସରକାରୀ ଜାଗାକୁ ଅକ୍ତିଆର କରି ରଖିଥିବା ଅଭିଯୋଗ ହୁଏ। ଏ ସବୁ ସତ୍ତ୍ୱେ ଗ୍ରାମର ପାହାଡ ଉପରେ ଘରଡିହ ଚିହ୍ନଟ କରାଯିବା ଯୋଗୁଁ ପ୍ରାକୃତିକ ବୃକ୍ଷରାଜି ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ଦେଖାଯାଇଛି। ଅଯୋଗ୍ୟ ହିତାଧୀକାରୀ ଘରଡିହ ଫାଇଦା ନେଉଥିବାରୁ ତେଲିଆ ମୁଣ୍ଡରେ ତେଲ ନ୍ୟାୟରେ ଧନୀ ଲୋକ ଧନୀ ଗରିବ ଲୋକ ଗରିବ ହୋଇ ରହୁଛି। ଏଥିପାଇଁ ଉଚିତ ହିତାଧିକାରୀ ଚିହ୍ନଟ ସହ ଅଯୋଗ୍ୟ ହିତାଧୀକାରୀ ଙ୍କୁ ପ୍ରଦତ୍ତ କରାଯାଇଥିବା ପଟ୍ଟା ରଦ୍ଧ କରି ସରକାରୀ ଖାତାକୁ ଫେରାଇ ନେବାକୁ ମୁରସିଂ ବିବେକାନନ୍ଦ ଗ୍ରାମ୍ୟ ଉନ୍ନୟନ ସଂଘର ସଭାପତି ମନୋରଞ୍ଜନ ମିଶ୍ର ଓ ସଂପାଦକ ହେମନ୍ତ ଭୋଇ ତଥା ଗ୍ରାମ୍ୟ କମିଟି ବୃନ୍ଦ ଲିଖିତ ଭାବରେ ନର୍ଲା ତହସିଲଦାରଙ୍କ ଠାରେ ଜଣାଇଥିବା ପ୍ରକାଶ କରିଛନ୍ତି। ଗତ ୨୦୧୩ ମସିହାରେ ଗାଁର ଗୋଚର ଜମିକୁ ଜବରଦଖଲ କରି ରଖିଥିବା ଲୋକଙ୍କ ଠାରୁ ସରକାରୀ ଖାତାକୁ ଫେରାଇ ନେବାରେ ବିବେକାନନ୍ଦ ଗ୍ରାମ୍ୟ ଉନ୍ନୟନ ସଂଘର ପ୍ରଚେଷ୍ଟା ସେହି ସମୟରେ ବେଶ୍ ପ୍ରଶଂସନୀୟ ହୋଇ ପାରିଥିଲା। ବର୍ତ୍ତମାନ ଗ୍ରାମରେ ଦେଖାଯାଇ ଥିବା ଅଶାନ୍ତି ବାତାବରଣର ଶୀଘ୍ର ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ  ଗ୍ରାମ୍ୟ ଉନ୍ନୟନ ସଂଘ ଓ ବରିଷ୍ଠ ନାଗରିକଗଣ ଦାବି କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026

You Might Also Like