-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

କର୍ତ୍ତବ୍ୟନିଷ୍ଠ ଶିକ୍ଷକ ମାନସିକ ନିର୍ଯାତନାର ଶିକାର (ମାନବିକ ଅଧିକାର କମିଶନଙ୍କ ଦ୍ୱାରସ୍ଥ)

07-Jun-2023



ବିନିକା(ହିମାଂଶୁ ଶେଖର ପୁଟେଲ): ଜଣେ କର୍ତ୍ତବ୍ୟନିଷ୍ଠ ଆଦର୍ଶ ଶିକ୍ଷକ ନିଜର ସ୍ୱଷ୍ଠବାଦିତା ସଚ୍ଚୋଟତା ଓ ନିର୍ଭୀକତା ସତ୍ତ୍ବେ ବରାବର ପ୍ରଶାସନିକ ଆକ୍ରୋଶର ଶିକାର ହୋଇ ଏବେ ବାରଦୁଆର ଶୁଣ୍ଡିପିଣ୍ଡା ହେଉଥିବାର ସମ୍ବେଦନଶୀଳ ଖବର ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ପାଲଟିଛି ।ଚାକିରୀରୁ ତାଙ୍କୁ ବହିଷ୍କୃତ କରାଯିବା ପରେ ସେ ମାନବିକ ଅଧିକାର କମିଶନର ଙ୍କ ଦ୍ୱାରସ୍ଥ ହୋଇଛନ୍ତି ।ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଅଦ୍ୟାବଧି ନୀରବ ଦ୍ରଷ୍ଟା ସାଜିଥିବା ଜଣାପଡିଛି ।ଶିକ୍ଷକ ଜଣକ ହେଉଛନ୍ତି ପଣ୍ଡିତ କପିଳାସ ଚନ୍ଦ୍ର ଦାଶ । ଶ୍ରୀ ଦାଶ ନବେ ଦଶକରେ ପ୍ରଥମେ ଦୈନିକ ଖବରକାଗଜ ସମ୍ବାଦର ବିନିକା ପ୍ରତିନିଧି ଓ ପରେ ପ୍ରଜାତନ୍ତ୍ର ସାପ୍ତାହିକୀର ସୋନପୁର ଜିଲ୍ଲା ପ୍ରତିନିଧି ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ ।ସେହି ସମୟରେ ତାଙ୍କ ରିପୋଟୀଙ୍ଗ ଦକ୍ଷତା ଓ ନିର୍ଭୀକତା ପାଇଁ ସେ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଆଦରର ପାତ୍ର ହୋଇଥିଲେ । ବଂଧୁ ମାନଙ୍କ ଓ ପରିବାରର ଚାପରେ ସେ ରିପୋର୍ଟିଙ୍ଗ ଛାଡ଼ି ୧୯୯୬ ମସିହାରେ ପ୍ରାଥମିକ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ ।ସାକ୍ଷାତକାର ପରୀକ୍ଷାରେ ରାଜ୍ୟରେ ସର୍ବୋଚ୍ଚ ନମ୍ବର ରଖିଥିଲେ ।ସେ ପ୍ରଥମେ ବିନିକା ବ୍ଲକ ଅନ୍ତର୍ଗତ ସିଲାଟୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ ।ମାତ୍ର ତାଙ୍କର ସ୍ୱଷ୍ଠବାଦିତା ଓ ନିର୍ଭୀକ ସମାଲୋଚନା ପାଇଁ ପ୍ରାରମ୍ଭରୁ ପ୍ରଶାସନିକ ଆକ୍ରୋଶର ଶିକାର ହୋଇଥିଲେ । ସୋନପୁର ଟ୍ରଷ୍ଟଫଣ୍ଡ ଦୁର୍ନୀତିର ସି.ବି.ଆଇ ତଦନ୍ତ ଦାବୀରେ ସୋନପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପ୍ତାହ ବ୍ୟାପି ଅନଶନରେ ବସିଥିଲେ ।ସାମ୍ବାଦିକତାରୁ ସମ୍ପୁର୍ଣ୍ଣ ସନ୍ନ୍ୟାସ ନେଇ ନପାରି ପରୋକ୍ଷ ଭାବରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ପାଇଁ କାର୍ଯ୍ୟ କରି କେତେକ ଦୁର୍ନୀତିଖୋର ବ୍ୟକ୍ତିଙ୍କ ନିଦ ହଜାଇ ଦେଇଥିଲେ ।ସେହିପରି କେତେକ କୁଚକ୍ରୀ ଗୋଷ୍ଠିର ଚକ୍ରାନ୍ତରେ ମାନସିକ ଚାପଗ୍ରସ୍ତ ହୋଇପଡ଼ିଲେ ।ବର୍ଷାଧିକ କାଳ ସେ ମାନସିକ ସ୍ଵାସ୍ଥ୍ୟ ପାଇଁ ଚିକିତ୍ସାଧୀନ ହେବା ହେତୁ କର୍ତ୍ତବ୍ୟ କାର୍ଯ୍ୟରେ ଯୋଗଦେଇ ପାରିନଥିଲେ । ଏବେ ସେ ସମ୍ପୂର୍ଣ ସୁସ୍ଥ ଓ ସୁସ୍ଥତାର ପ୍ରମାଣପତ୍ର ଦାଖଲ କରିଛନ୍ତି। ବିନିକା ଗୋଷ୍ଟି ଶିକ୍ଷା ଅଧିକାରୀ ଗଣେଶ କିଶାନ ତାଙ୍କୁ ଚାକିରୀରୁ ବହିସ୍କୃତ କରିଛନ୍ତି ।ପ୍ରଶାସନର ଅବିଚାର ବିରୁଦ୍ଧରେ ଶ୍ରୀ ଦାଶ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ଏହାର ବିଚାର କରି ମାନ୍ୟବର ଅଦାଲତ ତାଙ୍କୁ ତିନି ମାସ ଭିତରେ ତାଙ୍କ ଆବେଦନ ମୁତାବକ ପୁନଃ ନିଯୁକ୍ତି ଦିଆଯିବାକୁ ନିର୍ଦ୍ଦେଶ ଦେଇଥିଲେ ।ହେଲେ ତିନି ମାସ ପୁରି ଯାଇଥିଲେ ମଧ୍ୟ ଏୟାବତ ତାଙ୍କୁ ନିଯୁକ୍ତି ମିଳିନାହିଁ । ଯାହା ଫଳରେ ସେ ବର୍ତ୍ତମାନ ମାନବିକ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦୀର୍ଘ ସାତ ବର୍ଷ ହେଲା ଶ୍ରୀ ଦାଶ ଦରମା କିମ୍ବା ଅନ୍ୟ କୌଣସି ସରକାରୀ ସହାୟତା ପାଇ ନଥିବା ଜଣାପଡିଛି ।ସୂଚନା ଯୋଗ୍ୟ ଯେ ଶ୍ରୀ ଦାଶ ଯେତେବେଳେ ଗଙ୍ଗାଧର ମେହେର ଓ ରାଜେନ୍ଦ୍ର କଲେଜ ଠାରେ ଅଧ୍ୟୟନ କରୁଥିଲେ ସେହି ସମୟରେ କଲେଜ ତରଫରୁ ଆୟୋଜିତ ଅନେକ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।ନିଜ ବ୍ୟକ୍ତିତ୍ୱର ଅନେକ ଆଲୋକମୟ ଦିଗ ଥିବା ସତ୍ତ୍ବେ ସେ ଏବେ ଅଫିସ ରୁ ଅଫିସ ଦୋୖଡି ନୟାନ୍ତ ହେଉଛନ୍ତି ।ତୁରନ୍ତ ତାଙ୍କୁ ପୁନଃ ନିଯୁକ୍ତି ଦିଆଯାଇ ଯୋଗ୍ୟ ପ୍ରତିଭାଙ୍କୁ ସମ୍ମାନ ଦେବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବୀ ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like