-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||     

HOME   ଜିଲ୍ଲା

ପ୍ରଭୁ ଶ୍ରୀ ବାହାଦି ଠାକୁରଙ୍କ ତେଲ, ହଳଦୀ ଯାତ୍ରା ସମାପନ

05-Jun-2023



କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା )
ବହୁ ପୂରାତନ କାଳରୁ ପରମ୍ପରା ଅନୁଯାୟୀ ଶ୍ରୀ ଶ୍ରୀ ବ।ହାଦି ଠାକୁର ଆସି ପ୍ରଥମେ ବାହା ଦି ପାହାଡ଼ରେ ପୂଜା ପାଇ ଆଶୁ ଥିଲେ , ପାହାଡ଼ ଉପରେ ଚଢି ଲେ ଜଣାଯାଏ ଯେ ସେଠାରେ ଏକ କୁଣ୍ଡ ରହିଛି  ସେହି କୁଣ୍ଡରେ ଦେବତା ମାନେ ଆସି ବ।ହାଦି ଠାକୁର ଙ୍କୁ ପୂଜାର୍ଚ୍ଚନା କରୁ ଥିଲେ  ,ଦିନେ ଜଣେ ଲୋକ ଦେଖି ବାରୁ ସମସ୍ତ ଦେବାଦେବୀ  ଉଭେଇ ଯାଇ ଥିଲେ, ରାତ୍ରୀରେ ପୂଜାରୀଙ୍କୁ ସପ୍ନ ରେ ଦର୍ଶନ ଦେଇ କହିଲେ ଓ ତାଙ୍କର ଖଣ୍ଡା ଫିଙ୍ଗି ଦେଇଥିବା କଥା ଜଣାଇଲେ ଓ ମୋର ଖଣ୍ଡା ଜେଉ ଠାରେ ପଡ଼ିଛି ମନ୍ଦିର ନିର୍ମାଣ କରି ପୂଜାକରି ବା  କଥା ଜଣାଇଲେ, ଏବଂ ଅଜିମଧ୍ୟ ପର୍ବତ ଉପରେ ନାଗର। ମହୁରୀ ଶଦ୍ଧ ଶୁଣିବାକୁ ମିଳେ, ପାହାଡ଼ ତଳେ ଦୁଇଟି ଜତ। ମଧ୍ୟ ଦେଖିବାକୁ ମିଳେ, ଆଚର୍ଯ୍ୟ ବିଷୟ ଏହାଜେ କେବେ ଗୋଟିଏ ଜତା ଥାଏ  କେବେ ଦୁଇଟି ଜତ। ଥାଏ ଏଭଳି ଅଦ୍ଭୁତ ଦୁଷ୍ୟ ଦେଖିବାକୁ ମିଳିଛି, କଲାହାଣ୍ଡି ଜିଲ୍ଲା , କୋକସରା ବ୍ଲକ ବଡ଼ପୋଡାଗୁଡା  ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ସର୍ଗିଗୁଡାଗ୍ରାମ ଠାରେ , ଏହି ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବାହାଦି ଠାକୁରଙ୍କ ତେଳ, ହଳଦୀ ଯାତ୍ରା  ଜେଷ୍ଟ ମାସ ର ଚାରୋଟି ରବିବାର ରେ ହୋଇଥାଏ, ଶେଷ ରବିବାର ଆଜି ସମାପନ ହୋଇଯାଇଛି l

ଏହି ଯାତ୍ରା କଲେ ଭଲ ବର୍ଷା ହେବା ଶହ ଚାଷ ମଧ୍ୟ ଭଲ  ହୋଇ ଥାଏ ବୋଲି ଭକ୍ତ ମାନଙ୍କ ବିଶ୍ୱାସ ରହିଛି । ଯାତ୍ରାରେ ରଏନଗୁଡା , ତଲାଗାଁ, ଦାବ୍ରିଗୁଡା , ସର୍ଗିଗୁଡା , ତେଳିଗୁଡା  ସମେତ ପୂଜା କାର୍ଯ୍ୟରେ  ସାମିଲ ହେ।ଉଥିଲେ   କୋକସରା ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ରାଜୀବ କୁମାର ଅଗ୍ରୱାଲ ଓ ଆମପାଣି ଜୋନ୍-୧ ଜିଲ୍ଲା ପରିଷଦ ସଦସ୍ୟ ହେମନ୍ତ ମାଝୀ ଯୋଗ ଦେଇଥିଲେ । ମୁଖ୍ୟ ପୁଝାରୀ ଦେବ ପୁଝାରୀ , ଶିରା ଚନ୍ଦ୍ର ମଣି ଭାଟି, ମୁକୁନ୍ଦ ବାଣୁଆ, ମଧୁ ମାଝୀ , ସଭାପତି  ଶ୍ରୀ ଯୁକ୍ତ ଧନବଳ ମାଝୀ, ସମ୍ପାଦକ ପ୍ରଫୁଲ୍ଲ ନାଏକ, କୋଷାଧ୍ୟକ୍ଷ ଶିବ ମାଝୀ, ଦୁର୍ଯନ ବାଗ, ଡମ୍ବରୁଧର ଧଙ୍ଗଡା ମାଝୀ, ଉଦ୍ଧବ ନାଏକ, ପରିକ୍ଷିତ ବେଶ୍ରା, ସହଦେବ ମାଝୀ,ତୁଲାରାମ ମାଝୀ, ସମେତଗ୍ରାମବାସୀ ମାନେ ସହଯୋଗ କରିଥିଲେ lଏବଂସରକାର ଙ୍କୁ ନିବେଦନ କରିଛନ୍ତି ଯେ ମନ୍ଦିର ଓ ରାସ୍ତା ନିର୍ମାଣ, କରିବାକୁ ଗ୍ରାମ ବାସି ଅନୁରୋଧ  କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026

You Might Also Like