-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
05-Jun-2023
ବଲାଙ୍ଗିର (ପ୍ରେରଣା ଖବର ): ବାଲେଶ୍ୱର ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ପ୍ରତି ଗତକାଲି ବାଲାଙ୍ଗୀର ର ମାଁ ସମଲେଶ୍ୱରୀ ଆରତୀ ଭକ୍ତବୃନ୍ଦଙ୍କ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଓ ସେମାନଙ୍କର ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ବିଭିନ୍ନ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ସମସ୍ତ ଆହତ ଯାତ୍ରୀ କଂର ଆଶୁ ଆରୋଗ୍ୟ କାମନା ପାଇଁ ମା ସମଲେଇ ଙ୍କ ଠାରେ ଦୀପ ଦାନ କରି ପ୍ରାର୍ଥନା କରିଥିଲେ l