-+91-9937148622 |

prerana_bgr@rediffmail.com |

  Sunday 21st June 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ ବାର୍ତ୍ତା ନେଇ ଯୋଗ ଦିବସ ପାଳିତ    (21-Jun-2026)       ||      ମାୟାବର୍ହା ହାଇସ୍କୁଲ ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ   (21-Jun-2026)       ||      ବରପାଲିର ମହାନ ପୌରାଣିକ ଶୀତଲଷଷ୍ଠୀ ଉପଲକ୍ଷେ ଭୋଗ ବଣ୍ଟନ   (21-Jun-2026)       ||      ପ୍ରଖ୍ୟାତ ଓଡ଼ିଶୀ ନ୍ୟୁତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ମାତୃ ବିୟୋଗ    (21-Jun-2026)       ||      ପତଞ୍ଜଳି ପରିବାର ବୁର୍ଡା ଆନୁକୁଲ୍ୟ ରେ 12 ତମ ବିଶ୍ୱ ଯୋଗ ଦିବସ ଅନୁଷ୍ଠିତ   (21-Jun-2026)       ||      ବଲାଙ୍ଗିରରେ ଆଡମ୍ବର ସହକାରେ ପାଳିତ ହେଲା ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ   (21-Jun-2026)       ||      କଟକ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ର ସାଲେଭଟା ପଂଚାୟତ ରେ ହିତାଧିକାରୀ ଙ୍କ ସମ୍ମିଳନୀ ଅନୁଷ୍ଠିତ    (21-Jun-2026)       ||      ଅନ୍ତର୍ଜାତୀୟ ଯୋଗ ଦିବସରେ ବୌଦ୍ଧ ଅଭ୍ୟୁଦୟ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଯୋଗଦାନ   (21-Jun-2026)       ||      ରାଜେନ୍ଦ୍ର ପାର୍କରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ   (21-Jun-2026)       ||      ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡିଶା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ।   (21-Jun-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ‘ସଇବର ଲ’ ଆଣ୍ଡ୍ ଡିଜିଟାଲ୍ ଗଭର୍ଣ୍ଣେସ୍‌’ ଶୀର୍ଷକ ଆଲୋଚନାଚକ୍ର   (21-Jun-2026)       ||      *ଗୋଡ଼େଗାଁ ଗ୍ରାମରେ ତେଜିବାରେ ଲାଗିଛି ମଦ ବିରୋଧୀ ଅଭିଯାନ ବେଆଇନ ମଦ ବିକ୍ରି ବନ୍ଦ ପାଇଁ ମହିଳାଙ୍କ ଦାବି*   (21-Jun-2026)       ||      ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      ନର୍ଲା ବ୍ଲକ ସ୍ତରୀୟ ଆନ୍ତରଜାତୀୟ ଯୋଗ ଦିବସ ୨୦୨୬ ପାଳିତ   (21-Jun-2026)       ||      ସରକାର ଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ବିକଶିତ ଭାରତ ଜି. ରାମଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ    (20-Jun-2026)       ||      ଅମିତ ମେହେର ଙ୍କ ପାଇଁ କୁଲି ମେହେର ସମାଜ ଗର୍ବିତ    (20-Jun-2026)       ||      ବରିଷ୍ଠ ମୋହରି ଙ୍କ ପରଲୋକ   (20-Jun-2026)       ||      ବୋଡେ଼ନ ବ୍ଲକ ରେ ବିକାଶ ର ଧାରା ଓଡିଶା ସାରା ଚତୁର୍ଥ ଦିବସ   (20-Jun-2026)       ||      ବଲାଙ୍ଗୀର ପାୟୋନିଅର ୧୯ ବର୍ଷରୁ କମ୍ ଲିଗ୍ ଓ ନକଆଉଟ କ୍ରିକେଟ ଉଦ୍ଘାଟିତ   (20-Jun-2026)       ||     

HOME   ଜିଲ୍ଲା

ଗୋବିନ୍ଦପୁରରେ ଘୋର ପାଣି ସମସ୍ୟା , ପାଣି ଟୋପାଏ ପାଇଁ ୨ କିମି ରାସ୍ତା - ମେଗା ପ୍ରକଳ୍ପ କୁ ଅପେକ୍ଷା

02-Jun-2023



ବୀରମହାରାଜପୁର,( ବିନୋଦ ପାଣ୍ଡେ ) :  ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ୫ ବର୍ଷ ରୁ ଉର୍ଦ୍ଧ ହେବ ପିଇବା ପାଣିର ସମସ୍ୟା ‌ଲାଗି ରହିଛି। ୨୦୧୭ ମସିହାରେ  ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଲାଗି ଟାଙ୍କି ନିର୍ମାଣ ସହ ପାଇପ ଖଞ୍ଜାଯାଇ ଷ୍ଟାଣ୍ଡପାଷ୍ଟ ମାଧ୍ୟମରେ ୪ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳ ରେ  ଗ୍ରାମବାସୀ ଙ୍କୁ  ପାଣି ଯୋଗାଇ ଦିଆଯାଇଥିଲା। ତେବେ ନିର୍ମାଣ ସମୟରେ ଠିକାଦାର ଓ ଜେଇଙ୍କ ମଧୁଚନ୍ଦ୍ରିକା ତଥା ନିମ୍ନ ମାନର ଯନ୍ତ୍ରାଂଶ ଯୋଗୁଁ ଓ ପ୍ରଶାସନ ର ଦୂର ଦୃଷ୍ଟି ଯୋଗୁଁ ଏହି ପ୍ରକଳ୍ପ ୬ ମାସ ମଧ୍ୟରେ ବନ୍ଦ ହୋଇ ଦୀର୍ଘ ପାଞ୍ଚ ବର୍ଷ ବିତିଯିବା ସର୍ତ୍ତେ ଆଜି ପର୍ଯ୍ୟନ୍ତ ବନ୍ଦ ରହିଛି।‌ ଫଲରେ ଗ୍ରାମବାସୀ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି। ଦୀର୍ଘ ପାଞ୍ଚ ବର୍ଷ ହେଲା ପଞ୍ଚାୟତ କର୍ତ୍ତୁପକ୍ଷ ଙ୍କଠାରୁ ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଦାବି ସତ୍ତ୍ୱେ କୈାଣସି ପରିଣାମ ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ। ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରିନଥିବା ଅଭିଯୋଗ ହେଉଛି। ଅନୂରୂପ ଭାବେ ଷ୍ଟାଣ୍ଡ ପୋଷ୍ଟ ଗୁଡ଼ିକ ଏବଂ ପାଇପ ଗୁଡ଼ିକ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି।‌ ସରକାରଙ୍କ  କୋଟି କୋଟି ଟଙ୍କା ଖର୍ଚ୍ଚ କରି ବର୍ଷବର୍ଷ ବିତିଗଲେ ମଧ୍ୟ  ଲୋକଙ୍କ ସେବାରେ ଲାଗି ପାରୁନାହିଁ। ଗ୍ରାମର ମହିଳା ଓ ପୁରୁଷ ମାନେ ଦୁଇ କିମି ଦୂର ଟିକରାପଡା ଗ୍ରାମ ଠାରୁ ପିଇବା ପାଣି ଦୟନୀୟ ଅବସ୍ଥାରେ ପ୍ରତେକ ଦିନ ସକାଳ ଓ ସଞ୍ଜ ସମୟରେ ଆଣୁଥିବା ଦେଖିବାକୁ ମିଳିଛି। ଏନେଇ ଆରଡବ୍ଳୁଏସଏସ  କନିଷ୍ଠ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ମିଳିପାରିନାହିଁ। ଆଗକୁ ପାନୀୟ ଜଳ ସଙ୍କଟ ଆହୁରି ଜଟିଳ ହେବା ଆଶଙ୍କା ଦେଖାଦେଲାଣି। ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ ବାର୍ତ୍ତା ନେଇ ଯୋଗ ଦିବସ ପାଳିତ   21-Jun-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲ ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ   21-Jun-2026
  ଜିଲ୍ଲା  
ବରପାଲିର ମହାନ ପୌରାଣିକ ଶୀତଲଷଷ୍ଠୀ ଉପଲକ୍ଷେ ଭୋଗ ବଣ୍ଟନ   21-Jun-2026
  ଜିଲ୍ଲା  
ପ୍ରଖ୍ୟାତ ଓଡ଼ିଶୀ ନ୍ୟୁତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ମାତୃ ବିୟୋଗ    21-Jun-2026
  ଜିଲ୍ଲା  
ପତଞ୍ଜଳି ପରିବାର ବୁର୍ଡା ଆନୁକୁଲ୍ୟ ରେ 12 ତମ ବିଶ୍ୱ ଯୋଗ ଦିବସ ଅନୁଷ୍ଠିତ   21-Jun-2026
  ଜିଲ୍ଲା  
ବଲାଙ୍ଗିରରେ ଆଡମ୍ବର ସହକାରେ ପାଳିତ ହେଲା ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ   21-Jun-2026
  ଜିଲ୍ଲା  
କଟକ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ   21-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ର ସାଲେଭଟା ପଂଚାୟତ ରେ ହିତାଧିକାରୀ ଙ୍କ ସମ୍ମିଳନୀ ଅନୁଷ୍ଠିତ   21-Jun-2026
  ଜିଲ୍ଲା  
ଅନ୍ତର୍ଜାତୀୟ ଯୋଗ ଦିବସରେ ବୌଦ୍ଧ ଅଭ୍ୟୁଦୟ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଯୋଗଦାନ   21-Jun-2026
  ଜିଲ୍ଲା  
ରାଜେନ୍ଦ୍ର ପାର୍କରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ   21-Jun-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡିଶା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ।   21-Jun-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ‘ସଇବର ଲ’ ଆଣ୍ଡ୍ ଡିଜିଟାଲ୍ ଗଭର୍ଣ୍ଣେସ୍‌’ ଶୀର୍ଷକ ଆଲୋଚନାଚକ୍ର   21-Jun-2026

You Might Also Like