-+91-9937148622 |

prerana_bgr@rediffmail.com |

  Sunday 21st June 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିରରେ ଆଡମ୍ବର ସହକାରେ ପାଳିତ ହେଲା ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ   (21-Jun-2026)       ||      କଟକ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ର ସାଲେଭଟା ପଂଚାୟତ ରେ ହିତାଧିକାରୀ ଙ୍କ ସମ୍ମିଳନୀ ଅନୁଷ୍ଠିତ    (21-Jun-2026)       ||      ଅନ୍ତର୍ଜାତୀୟ ଯୋଗ ଦିବସରେ ବୌଦ୍ଧ ଅଭ୍ୟୁଦୟ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଯୋଗଦାନ   (21-Jun-2026)       ||      ରାଜେନ୍ଦ୍ର ପାର୍କରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ   (21-Jun-2026)       ||      ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡିଶା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ।   (21-Jun-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ‘ସଇବର ଲ’ ଆଣ୍ଡ୍ ଡିଜିଟାଲ୍ ଗଭର୍ଣ୍ଣେସ୍‌’ ଶୀର୍ଷକ ଆଲୋଚନାଚକ୍ର   (21-Jun-2026)       ||      *ଗୋଡ଼େଗାଁ ଗ୍ରାମରେ ତେଜିବାରେ ଲାଗିଛି ମଦ ବିରୋଧୀ ଅଭିଯାନ ବେଆଇନ ମଦ ବିକ୍ରି ବନ୍ଦ ପାଇଁ ମହିଳାଙ୍କ ଦାବି*   (21-Jun-2026)       ||      ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      ନର୍ଲା ବ୍ଲକ ସ୍ତରୀୟ ଆନ୍ତରଜାତୀୟ ଯୋଗ ଦିବସ ୨୦୨୬ ପାଳିତ   (21-Jun-2026)       ||      ସରକାର ଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ବିକଶିତ ଭାରତ ଜି. ରାମଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ    (20-Jun-2026)       ||      ଅମିତ ମେହେର ଙ୍କ ପାଇଁ କୁଲି ମେହେର ସମାଜ ଗର୍ବିତ    (20-Jun-2026)       ||      ବରିଷ୍ଠ ମୋହରି ଙ୍କ ପରଲୋକ   (20-Jun-2026)       ||      ବୋଡେ଼ନ ବ୍ଲକ ରେ ବିକାଶ ର ଧାରା ଓଡିଶା ସାରା ଚତୁର୍ଥ ଦିବସ   (20-Jun-2026)       ||      ବଲାଙ୍ଗୀର ପାୟୋନିଅର ୧୯ ବର୍ଷରୁ କମ୍ ଲିଗ୍ ଓ ନକଆଉଟ କ୍ରିକେଟ ଉଦ୍ଘାଟିତ   (20-Jun-2026)       ||      ଧର୍ମପରାୟଣା ମହିଳା କ୍ଷୀରୋଦ୍ରୀ ଯୋଶୀଙ୍କ ପରଲୋକ   (20-Jun-2026)       ||      *ସୁବର୍ଣ୍ଣପୁର ଠାରେ ସହରାଞ୍ଚଳ ଜନ ସଂପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ଯ କ୍ରମ*-   (20-Jun-2026)       ||      ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡିଶା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ।   (20-Jun-2026)       ||      ବଲାଙ୍ଗୀର ସହରର ବେହେରାପାଲି, କରଙ୍ଗାକଟା ଓ ନରସିଂ ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ    (20-Jun-2026)       ||      ଶୀତଳ ଷଷ୍ଠୀରେ ମାନବସେବାର ଅନନ୍ୟ ଦୃଷ୍ଟାନ୍ତ: ଜିଲ୍ଲା ଜୁନିଅର ରେଡ଼କ୍ରସ ପକ୍ଷରୁ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଦହିପଣା ବଣ୍ଟନ    (20-Jun-2026)       ||     

HOME   ଜିଲ୍ଲା

ଶିଶୁ ବିକାଶ କେନ୍ଦ୍ରରେ ବିଶ୍ୱ ଶିଶୁ ଦିବସ ପାଳନ- ଶିଶୁ କ୍ଷୁଦ୍ର ନୁହେଁ ବିରାଟ ସମୁଦ୍ର

02-Jun-2023



ବଲାଙ୍ଗିର(ପ୍ରେରଣା ଖବର)- ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ର ତରଫରୁ ବିଶ୍ୱ ଶିଶୁ ଦିସ ଟିକ୍ରାପଡା ରାମ ମନ୍ଦିର ଠାରେ ଅନୁଷ୍ଠାନର ଉପଦେଷ୍ଟା ତଥା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଆୟୋଜକମାନେ ଶିଶୁ କ୍ଷୁଦ୍ର ନୁହେଁ ସେ ଏକ ବିରାଟ ସମୁଦ୍ର ଓ ତାର ଶାରିରୀକ ଓ ମାନସିକ ବିକାଶ ଠିକ୍ ଭାବରେ ହୋଇ ପାରିଲେ ସେ ଅସୀମ କିତ୍ତିର ଅଧିକାରୀ ହୋଇ ସୁସ୍ଥ ସମାଜ ନିର୍ମଣାରେ ସହାୟକ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ବରିଷ୍ଠ ଶିକ୍ଷାବିତ୍ ଧର୍ମବ୍ରତ ରଥ ଶିଶୁ ହସିଲେ ଦୁନିଆ ହସେ, ଡାକ୍ତର ଲକ୍ଷ୍ମୀପ୍ରିୟା ସେଠି ଶିଶୁ ଯତ୍ନ ଓ ସ୍ୱାସ୍ଥ୍ୟ ଓ ସାମାଜିକ କର୍ମୀ ଅରୁଣ ଖୁଅସ ଶିଶୁର ଅଧିକାର ଓ ଯୋଜନା ସଂପର୍କରେ ଆଲୋଚନା କରିଥିଲେ । ସଭାକୁ ପରିଚାଳନା କରିଥିଲେ କସ୍ତୁରୀ ରଥ । ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପଶାୟତ, ତପସ୍ୱିିନୀ ପଶାୟତ, ଦୁର୍ଗା ଚରଣ ସାହୁ, ଧିରେନ୍ଦ୍ର ନାରାୟଣ ସିଂହଦେଓ, କପିଳ ପତି, ହୃଷୀକେଶ ପୁରୋହିତ,ନୀହାରିକା ମିଶ୍ର, ମାଳତି ଉଦ୍‌ଗାତା, ଚୁଡେନ୍ଦ୍ର କୁମାର ବେହେରା, ସୀତାଂଶୁ ଶେଖର ନାୟକ, ସଂଯୁକ୍ତା ମିଶ୍ର, କବିତା ମିଶ୍ର, ଜ୍ୟୋତି ରଂଜନ ମିଶ୍ର, ସୁନାଧର ବନଛୋର ଓ ମଦନ ମୋହନ ରଥ ସହଯୋଗ କରିଥିଲେ । ଶେଷରେ ମଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିରରେ ଆଡମ୍ବର ସହକାରେ ପାଳିତ ହେଲା ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ   21-Jun-2026
  ଜିଲ୍ଲା  
କଟକ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ   21-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ର ସାଲେଭଟା ପଂଚାୟତ ରେ ହିତାଧିକାରୀ ଙ୍କ ସମ୍ମିଳନୀ ଅନୁଷ୍ଠିତ   21-Jun-2026
  ଜିଲ୍ଲା  
ଅନ୍ତର୍ଜାତୀୟ ଯୋଗ ଦିବସରେ ବୌଦ୍ଧ ଅଭ୍ୟୁଦୟ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଯୋଗଦାନ   21-Jun-2026
  ଜିଲ୍ଲା  
ରାଜେନ୍ଦ୍ର ପାର୍କରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ   21-Jun-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡିଶା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ।   21-Jun-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ‘ସଇବର ଲ’ ଆଣ୍ଡ୍ ଡିଜିଟାଲ୍ ଗଭର୍ଣ୍ଣେସ୍‌’ ଶୀର୍ଷକ ଆଲୋଚନାଚକ୍ର   21-Jun-2026
  ଜିଲ୍ଲା  
*ଗୋଡ଼େଗାଁ ଗ୍ରାମରେ ତେଜିବାରେ ଲାଗିଛି ମଦ ବିରୋଧୀ ଅଭିଯାନ ବେଆଇନ ମଦ ବିକ୍ରି ବନ୍ଦ ପାଇଁ ମହିଳାଙ୍କ ଦାବି*   21-Jun-2026
  ରାଜ୍ୟ  
ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   21-Jun-2026
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ଆନ୍ତରଜାତୀୟ ଯୋଗ ଦିବସ ୨୦୨୬ ପାଳିତ   21-Jun-2026
  ଜିଲ୍ଲା  
ସରକାର ଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ବିକଶିତ ଭାରତ ଜି. ରାମଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ   20-Jun-2026
  ଜିଲ୍ଲା  
ଅମିତ ମେହେର ଙ୍କ ପାଇଁ କୁଲି ମେହେର ସମାଜ ଗର୍ବିତ   20-Jun-2026

You Might Also Like