-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
31-May-2023
ବଲାଙ୍ଗିର (ଦେବାଶିଷ ବହିଦାର ):ପୃଥିରାଜ ହାଇସ୍କୁଲ ପୂର୍ବତନ ପ୍ରଧାନ ଶିକ୍ଷକ, ରୁଗୁଡି ପଡା ନିବାସୀ ତଥା ବଲାଙ୍ଗୀର ସହରରେ ବେସ୍ ଜଣାଶୁଣା ଚକାଡୋଳା ଔଷଧ ଦୋକାନର ପ୍ରତିଷ୍ଠାତା କଲ୍ୟାଣ ମିଶ୍ର ଆଉ ନାହାନ୍ତି। ସେ ଜଣେ ମେଳାପି, ସ୍ପଷ୍ଟବାଦୀ ଓ ସରଳ ସ୍ଵଭାବର ମଣିଷ ଭାବରେ ଭାବରେ ବେଶ୍ ଜଣାଶୁଣା ଥିଲେ। ତାଙ୍କ ବିଯୋଗ ର ଖବର ପ୍ରଚାରିତ ହେବା ପରେ ରୁଗୁଡି ପଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।