-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
28-May-2023
ଡୁଙ୍ଗୁରିପାଲି (ଅରବିନ୍ଦ ମିଶ୍ର ): ଶିବଙ୍କ ଗଳାରେ ଜିବୀତ ନାଗ ସାପ ।ଦେଖିବାକୁ ଲାଗିଛି ଭକ୍ତଙ୍କ ପ୍ରବଳ ଗହଳି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସ୍ଥିତ କପିଳେଶ୍ବର ଶିବ ମନ୍ଦିରରେ ମହାଦେବ ମହାପ୍ରଭୁଙ୍କ ବେକରେ ଦିର୍ଘ ସମୟ ଧରି ଏକ ନାଗ ସାପ ଥିବା ଦେଖିବାକୁ ମିଳିଛି । ଯାହାକୁ ଦେଖିବା ପାଇଁ ମନ୍ଦିରରେ ଶତାଧିକ ଭକ୍ତଙ୍କ ଭିଡ ଲାଗି ରହିଥିଲା ।