-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ଭବ୍ଯ ଦୁର୍ଗା ପୂଜାମଣ୍ଡପ ପ୍ରତିଷ୍ଠା ପାଇଁ ପୁରା ସିନ୍ଧେକେଲା ଉତ୍ସବ ମୁଖର, କଳସଯାତ୍ରା ରେ ସାମିଲ ହେଲେ ଶହଶହ ମହିଳା ଓ ପୁରୁଷ

28-May-2023



ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ ): ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ହାଟପଦା ଠାରେ ଚାଳିଥିବା ନବନିର୍ମିତ ଭବ୍ଯ ମାଁ ଦୁର୍ଗା ପୂଜାମଣ୍ଡପ ପ୍ରତିଷ୍ଠା ପାଇଁ ପୁରା ସିନ୍ଧେକେଲା ଉତ୍ସବ ମୁଖର ହୋଇପଡିଛି। ଶୁକ୍ରବାର ଅଙ୍କୁରାରୋପଣ, ମଣ୍ଡଳୀକରଣ ପରେ ଶନିବାର ସକାଳ ୮ ଟା ୪୦ ମିନିଟ ସମୟରେ ଜଳଯାତ୍ରା ବା କଳସଯାତ୍ରା ପାଇଁ ଶହଶହ ମହିଳା ସିନ୍ଧେକେଲା ଅଞ୍ଚଳର ଅଧୀଷ୍ଠାତ୍ରୀ ଦେବୀ ମାଁ ଦ୍ବାରସେହ୍ନୀ ମନ୍ଦିର ପ୍ରାଙ୍ଗଣରେ ଥିବା ପବିତ୍ର ପୁଷ୍କରିଣୀ

ବାଣୀଭଗାର ରୁ ମୁଖ୍ଯ ପୂଜକ ପଣ୍ଡିତ ଛନ୍ଦା ଚରଣ ମିଶ୍ର ପୂଜାର୍ଚ୍ଚନା କରିଥିଲେ। ଶାନ୍ତ ମଣି ମିଶ୍ର , ସୁଲଭ ଦାସ, ରଜନୀକାନ୍ତ ଠାକୁର, କୃଷ୍ଣ ପ୍ରସାଦ ତ୍ରିପାଠୀ,ଭରତ ତ୍ରିପାଠୀ , ଲଲିତ ମୋହନ ମିଶ୍ର, ଦେବବ୍ରତ ରଥ ପ୍ରମୁଖ ବେଦମନ୍ତ୍ର ସହ ପୂଜାର୍ଚ୍ଚନା କରିିଥିଲେ । ଜଳପୂର୍ଣ୍ଣ କଳସ ଧରି ସର୍ବପ୍ରଥମେ ଅଧିଷ୍ଠାାତ୍ରୀ ଦେବୀ ମାଁ ଦ୍ବାରସେହ୍ନୀ ଙ୍କ ମନ୍ଦିର କୁ ଯାଇ ସେଠାରେ ମନ୍ଦିର ପୂଜକ ବିକ୍ରମ ଥନାପତୀ ଦେବୀଙ୍କ ଠାରେ ପୂଜାର୍ଚ୍ଚନା କରି ଦେବୀଙ୍କ ଆଜ୍ଞାମାଲ ଦେବାପରେ ପବିତ୍ର ଜଳ କଳସ ଧରି ଏକ ବିରାଟ ପଟୁଆର ରେ ନବନିର୍ମିତ ଦୁର୍ଗା ମଣ୍ଡପ କୁ ପହଞ୍ଚି କଳସ ସ୍ଥାପନ କରିଥିଲେ। ହେବାକୁଥିବା ପଞ୍ଚକୁଣ୍ଡିୟ ଯଜ୍ଞ ର ମୁଖ୍ଯକର୍ତ୍ତା ଭାବରେ ସରୋଜ ଜୈନ ଓ ତାଙ୍କ ଧର୍ମପତ୍ନୀ ସଞ୍ଜୁଦେବୀ ଜୈନ, ଅନ୍ୟତମ କର୍ତ୍ତାା ଭାବରେ ସଞ୍ଜୟ ସିଂଦେଓ ଓ ତାଙ୍କ ଧର୍ମପତ୍ନୀ ରାଜଶ୍ରୀ ସିଂଦେଓ, ଜୟନ୍ତ ଖମାରୀ ଓ ତାଙ୍କ ଧର୍ମପତ୍ନୀ ମନିଷା ଖମାରୀ, ଡମ୍ବ ପାତ୍ର ଓ ତାଙ୍କ ଧର୍ମପତ୍ନୀ ଚମ୍ପା ପାତ୍ର, ଅଖିଳ ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ସଞ୍ଜୁକ୍ତା ପଣ୍ଡା, ସୁବାଷ ଜୈନ ଓ ତାଙ୍କ ଧର୍ମପତ୍ନୀ ଶୋଭା ଜୈନ, ସୁନିଲ ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ପ୍ରଭାସିନୀ ପଣ୍ଡା ପ୍ରମୁଖ ପୂଜାକାର୍ଯ୍ୟ ତୁଲାଉଥିବା ବେଳେ ୧୬ ପ୍ରହର ନାମଯଜ୍ଞ ରେ ପୂଜକ ଭାବେ ସୁରୁ ରଥ ଏବଂ କର୍ତ୍ତା ଭାବରେ ବିଜୟ ପାଣ୍ଡିଆ

ଓ ତାଙ୍କ ସହଧର୍ମିଣୀ ସୁମିତ୍ରା ପାଣ୍ଡିଆ ଦାୟୀତ୍ବ ତୁଲାଉଛନ୍ତି। ଏଥିରେ ପୂଜାକମିଟିର ସମସ୍ତ କର୍ମକର୍ତ୍ତାଙ୍କ ସହ ଗ୍ରାମବାସୀଙ୍କ ସହଯୋଗ ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ କଳସ ଯାତ୍ରା ସମୟରେ ପାରମ୍ପାରିକ ବାଦ୍ୟଦଳ , କୀର୍ତ୍ତନ ଦଳ ଓ ଘଣ୍ଟବାଦ୍ୟର ତାଳେ ତାଳେ ପୁରା ସିନ୍ଧେକେଲା ମାଁ ଦୁର୍ଗାଙ୍କ ଜୟ ଜୟକାର ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ୨୬ ତାରିଖ ରୁ ଚାଳିଥିବା ପୂଜା କାର୍ଯ୍ୟକ୍ରମ ୩୦ ତାରିଖ ଶେଷହେବ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like