-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
03-Oct-2020
ବଲାଙ୍ଗିର କଦମପଡ଼ାରେ ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲରେ ଭର୍ତ୍ତି । ଗୁରୁତର ଗାନ୍ଧିନଗରପଡ଼ାର ତୁଷାର ପାଢ଼ୀ ଓ ରାଜୀବନଗରର ଗରିବ ପାଣ୍ଡେ । ପୂର୍ବ ଶତ୍ରୁତାରୁ ଆକ୍ରମଣ ସନ୍ଦେହ, ପୋଲିସର ତଦନ୍ତ ଜାରି!