-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||     

HOME   ଜିଲ୍ଲା

ରାଷ୍ଟ୍ରୀୟ କବି ସଙ୍ଗମ, ଓଡିଶାର  ତୃତୀୟ ପ୍ରାନ୍ତୀୟ ଅଧିବେଶନ 

27-May-2023



ରାଷ୍ଟ୍ରୀୟ ଚେତନାକୁ ସମଗ୍ର ବିଶ୍ୱରେ ବ୍ଯପ୍ତ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ କବି ସଙ୍ଗମ ସବୁବେଳେ କାର୍ଯ୍ୟ କରୁଛି। ରାଷ୍ଟ୍ର ଜାଗରଣ ଧର୍ମ ଆମର ନାରା ଦେଇ କବିତା ମାଧ୍ୟମରେ ଲୋକଙ୍କ ମଧ୍ୟରେ ରାଷ୍ଟ୍ରପ୍ରୀତି ସୃଷ୍ଟି କରୁଛି। ରାଷ୍ଟ୍ରୀୟ କବି ସଙ୍ଗମ ଓଡିଶା ପ୍ରାନ୍ତ ତାର ତୃତୀୟ ଅଧିବେଶନ ଓ ଅଖିଳ ଭାରତୀୟ କବି ସମ୍ମିଳନୀ ଅନୁଷ୍ଠିତ ହେଇଛି। ଏହି କାର୍ଯ୍ୟକ୍ରମ ଦୁଇଟି ଚରଣରେ ହେଇଛି। ପ୍ରଥମ ଚରଣ ପ୍ରାନ୍ତୀୟ ଅଧିବେଶନ ତେରାପନ୍ଥ ଭବନରେ ଅନୁଷ୍ଠିତ ହେଇଛି। ଏଥିରେ ଅତିଥି ଭାବରେ ରାଷ୍ଟ୍ରୀୟ କବି ସଙ୍ଗମର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଜଗଦୀଶ ମିତ୍ତଲ, ମହାମନ୍ତ୍ରୀ ଅଶୋକ ବତ୍ରା, ସହ ମହାମନ୍ତ୍ରୀ ମହେଶ କୁମାର ଶର୍ମା, ପ୍ରାନ୍ତୀୟ ଅଧ୍ୟକ୍ଷ ନଥମଲ ଚନାନୀ, ସଂରକ୍ଷକ ଅଜୟ ଅଗ୍ରୱାଲ, ଗଜାନନ୍ଦ ଶର୍ମା, ପ୍ରାନ୍ତୀୟ ମନ୍ତ୍ରୀ ଆଶୁତୋଷ ପାତ୍ର, ପ୍ରାନ୍ତୀୟ ପ୍ରଭାରୀ ସାକ୍ଷୀଗୋପାଳ ପଣ୍ଡା, ପ୍ରାନ୍ତୀୟ ମହାମନ୍ତ୍ରୀ ପୁଷ୍ପା ସିଂଘୀ ଉପସ୍ଥିତ ଥିଲେ। ସଂଗଠନ ମନ୍ତ୍ରୀ ରୋହିତ ଅଗ୍ରୱାଲ ମଞ୍ଚ ପରିଚାଳନା କରିଥିବା ବେଳେ ବିଭିନ୍ନ ଜିଲ୍ଲାରୁ ଆସିଥିବା କବିମାନଙ୍କ ଦ୍ବାରା କବିତା ପାଠ ହୋଇଥିଲା। କବିତା ସବୁକୁ ସଂଯୋଜନା କରିଥିଲେ ବିକ୍ରମାଦିତ୍ୟ ସିଂ ଓ ସବ୍ୟସାଚୀ ବିଷୋୟୀ। ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂଗଠକ ମାନେ ନିଜ ନିଜ ମତାମତ ରଖିଥିଲେ। ଶେଷରେ ଅନିତା ଭବସିଂଗକା ଧନ୍ୟବାଦ ଅର୍ପଣ କରିଥିଲେ

ଦ୍ବିତୀୟ ଚରଣରେ ଓଡିଶା ରାଜଭବନର ସଭାଗୃହରେ ଅଖିଳ

ଭାରତୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗ ଦେଇଥିଲେ। ପ୍ରାନ୍ତୀୟ ଅଧ୍ୟକ୍ଷ ନଥମଲ ଚନାନୀ ସ୍ବାଗତ ଭାଷଣ ଦେଇଥିବାବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗଦୀଶ ମିତ୍ତଲ, ମହାମନ୍ତ୍ରୀ ଅଶୋକ ବତ୍ରା ବକ୍ତବ୍ୟ ରଖିଥିଲେ। ଅତିଥି ଭାବରେ ସହ ମହାମନ୍ତ୍ରୀ ମହେଶ କୁମାର ଶର୍ମା, ପି ଡି ଗର୍ଗ, ସଂରକ୍ଷକ ଅଜୟ ଅଗ୍ରୱାଲ, ଗଜାନନ୍ଦ ଶର୍ମା, ପ୍ରାନ୍ତୀୟ ପରାମର୍ଶଦାତା ପ୍ରକାଶ ବେତାଲା ଯୋଗଦେଇଥିବା ବେଳେ ପ୍ରାନ୍ତୀୟ ମହାମନ୍ତ୍ରୀ ପୁଷ୍ପା ସିଂଘୀ ମଞ୍ଚ ପରିଚାଳନା କରିଥିଲେ। ସଂଗଠନରେ ନିଜ ଯୋଗଦାନ ହେତୁ ୬ ଜଣ କାର୍ଯ୍ଯକର୍ତ୍ତାଙ୍କ ସହ ବିଭିନ୍ନ ବର୍ଗର ସମାଜସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମହାମହିମ ରାଜ୍ୟପାଳ। କବି ସମ୍ମିଳନୀକୁ ଅଶୋକ ବତ୍ରା ସଂଚାଳନ କରିଥିବା ବେଳେ କବିତା ପାଠ କରିଥିଲେ ଅର୍ଜୁନ ସିସୋଦିଆ, ସାକ୍ଷୀଗୋପାଳ ପଣ୍ଡା, ରଞ୍ଜନ ମହୁରିଆ, ଅର୍ସନା ଅଗ୍ରୱାଲ, ଶୁଭଶ୍ରୀ ମହାରଣା, ଆଶିଷ ବିଦ୍ଯାର୍ଥି ଓ ଅନ୍ୟମାନେ କବିତା ପାଠ କରିଥିଲେ। ପ୍ରାନ୍ତୀୟ ମିଡିଆ ପ୍ରମୁଖ ସବ୍ୟସାଚୀ ବିଷୋୟୀ ଧନ୍ୟବାଦ ଦେଇଥିଲେ, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଧିରଜ ଅଗ୍ରୱାଲ, ମୟଙ୍କ ଅଗ୍ରୱାଲ, ରୋହିତ ଅଗ୍ରୱାଲ 


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026

You Might Also Like