-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
25-May-2023
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା )
ୟୁ. ପି. ଏସ୍. ସି ପରୀକ୍ଷା ରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ କାଉଡୋଳା ଗ୍ରାମର ଅବସର ପ୍ରାପ୍ତ ଇଞ୍ଜିନିୟର ରାଜେନ୍ଦ୍ର ବେଶ୍ରା ଓ ମାତା ଅଞ୍ଜନା ବେଶ୍ରା ଙ୍କ ପୁଅ ସିଦ୍ଧାନ୍ତ ବେଶ୍ରା ୮୮୭ ରେଙ୍କ୍ ରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ଜିଲ୍ଲା ପାଇଁ ଆଣି ଦେଇଛନ୍ତି ଗୌରବ । ଏହା ବେଶ୍ରା ପରିବାର ପାଇଁ ଗୌରବ ର ବିଷୟ ଅଟେ,କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ କାଉଡୋଳା ମାଟିର ଗୌରବ । ଏହି ସଫଳତା ହାସଲ କରିଥିବାରୁ ବନ୍ଧୁ ବାନ୍ଧବ ତଥା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।